Monthly Archives

December 2020

ଜିଲ୍ଲା ଯୁବ କଂଗ୍ରେସର ନୂତନ କର୍ମକର୍ତ୍ତା ନିଯୁକ୍ତ : ସାଧାରଣ ଜନତାଙ୍କ ସମସ୍ୟାକୁ ନେଇ ଲଢିବ ଯୁବ କଂଗ୍ରେସ –…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସରେ ନୂତନ କର୍ମକର୍ତ୍ତା ନିଯୁକ୍ତି ହୋଇଯାଇଛି । ପୂର୍ବରୁ ଦଳ ତରଫରୁ ଜିଲ୍ଲା ଯୁବ କଂଗ୍ରେସ ସଭାପତି ରୂପେ ପ୍ରେମ ପ୍ରକାଶ ମିଶ୍ରଙ୍କୁ ଦାଇତ୍ୱ ଦିଆଯାଇଥିଲା । ଜିଲ୍ଲାର ନୂତନ କର୍ମକର୍ତ୍ତା ନିଯୁକ୍ତି ପାଇଁ ସେ ନୂତନ
Read More...

ବେଷ୍ଟ କଷ୍ଟ୍ୟୁମ ଟାଇଟଲ୍‌ ହାସଲ୍‌ କରିଛନ୍ତି ବଲାଙ୍ଗିର ଝିଅ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଳସୀ ନଗର ପଡ଼ାର ଝିଅ ଦୀପି ପନୁଆଁ(୨୧) ଓଡ଼ିଶା ବିୟୁଟି ଏକ୍‌ସପୋ ୨୦୨୦ ପ୍ରତିଯୋଗିତାରେ ବେଷ୍ଟ ବିୟୁଟି ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନ ହାସଲ କରି ବିଜୟୀ ହୋଇ ବଲାଙ୍ଗିର ଜିଲ୍ଲା ପାଇଁ ଗର୍ବ ଗୌରବ ଆଣିଛନ୍ତି । ଫାଇନାଲ୍
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତ ସଂଖ୍ୟା ୧୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ରହିଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୪, ୧୪, ୧୫, ୧୯ ଓ ୨୦ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବଂଗୋମୁଣ୍ଡା ବ୍ଲକ୍‌ ଚାନ୍ଦୋତରା ଗ୍ରା.ପ.ରୁ ଜଣେ,
Read More...

ବିରେନ୍ଦ୍ର ହେଲେ ଓଡ଼ିଶା ଯୁବ କଂଗ୍ରେସ ଉପ ସଭାପତି

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡର ସମାଜସେବୀ ତଥା ଓଡ଼ିଶା ରାଜ୍ୟ ଯୁବ କଂଗ୍ରେସର ପ୍ରବକ୍ତା ବିରେନ୍ଦ୍ର ବାଗଙ୍କୁ ଓଡ଼ିଶା ଯୁବ କଂଗ୍ରେସର ଉପସଭାପତି ଭାବେ ଚୟନ କରାଯାଇଛି । ଏଥିରେ ବିରେନ୍ଦ୍ର ବାଗ ଖୁସି ଜଣାଇବା ସହ କେବଳ ନିଜ ସହର ଟିଟିଲାଗଡର ନୁହେଁ ସାରା ରାଜ୍ୟର ଉନ୍ନତି ପାଇଁ ଓ
Read More...

ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ସୁରେଶ ଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ବୋଲି ସୂଚନା ମିଳିଛି । ୧୯୮୬ ବ୍ୟାଚର ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ସେ ୧୪ ମାସ ଲାଗି କାର୍ଯ୍ୟ କରିବେ ବୋଲି କୁହାଯାଇଛି । ପୂର୍ବରୁ ସେ ଶ୍ରୀମନ୍ଦିର
Read More...

ଆକାଶ ଗଙ୍ଗା ମୃତ ଏଲିଅନ୍‌ମାନଙ୍କ ଘର ହୋଇପାରେ, ନିଜ ବିଜ୍ଞାନର ଶିକାର ହୋଇଥିଲେ ସେମାନେ : ଅନୁସନ୍ଧାନ

ୱାଶିଂଟନ୍‌ : ଅସୀମ ଆକାଶରେ ଅନେକ ସମୟରେ ଏଲିଅନ୍‌ମାନଙ୍କ ଉପସ୍ଥିତି ବିଷୟରେ କଳ୍ପନାଜଳ୍ପନା ଚାଲିଛି । କିନ୍ତୁ ବର୍ତ୍ତମାନ ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ, ଆମର ଆକାଶ ଗଙ୍ଗା ମୃତ ଏଲିଅନ୍‌ମାନଙ୍କ ଘର ହୋଇପାରେ । ଏଥି ସହିତ, ଏହି ବିଦେଶୀମାନେ ନିଜ ନିଜ ବିଜ୍ଞାନ ଏବଂ
Read More...

ଶୀତ ଲହରୀରେ କଂପୁଛି ଓଡ଼ିଶା

ଭୁବନେ‌ଶ୍ୱର : ଛାତିଥରା ଶୀତ ଲହରୀରେ କଂପୁଛି ଓଡ଼ିଶା । ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ସାଢେ ୮ଟାରେ ରେକର୍ଡ କରାଯାଇଥିବା ତଥ୍ୟ ଅନୁଯାୟୀ, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଛି । ସୁନ୍ଦରଗଡ଼ରେ ୮ ଡିଗ୍ରୀ, ଭବାନୀପାଟଣାରେ ୯ ଡିଗ୍ରୀ, ଝାରସୁଗୁଡ଼ା
Read More...

ଯାଜପୁରର ମା’ ବିରଜା ମନ୍ଦିର ଡିସେମ୍ବର ୨୯ରୁ ଖୋଲିବ : ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଜିଲ୍ଲାପାଳ…

ଯାଜପୁର : ଯାଜପୁରର ମା' ବିରଜା ମନ୍ଦିର ଡିସେମ୍ବର ୨୯ରୁ ଖୋଲିବ । ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ସୂଚନା ଦେଇଛନ୍ତି । ଦୀର୍ଘ ଦଶ ମାସ ପରେ ମା' ବିରଜା ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । କିନ୍ତୁ ଜନଗହଳିକୁ ଏଡ଼ାଇବା ଲାଗି
Read More...

ରାଜ୍ୟରେ ୩ ଜଣଙ୍କ ପ୍ରାଣହାନୀ କରୋନାରେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୩ ଜଣଙ୍କ କରୋନା ସଂକ୍ରମଣରେ ପ୍ରାଣହାନୀ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଢେଙ୍କାନାଳ ଜିଲ୍ଲାରୁ, ବାଲେଶ୍ୱର ଜିଲ୍ଲାରୁ ଏବଂ ଭୁବନେଶ୍ୱରରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା କୁହାଯାଇଛି ।
Read More...

ଆଜି ୩୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୩୨୮ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୩୮ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...