Daily Archives

ସମ‌ସ୍ତ‌ଙ୍କ ନିଘା କୋସଲ ପ୍ରାର୍ଥୀ ଉପରେ

ବେଲପଡ଼ା, (ଅଚ୍ୟୁତ ସିପୁନ ଖମାରୀ) : ବେଲପଡ଼ା ବ୍ଲକ ୨୬ ନଂ ଜୋନ୍‌ରେ ଆସନ୍ତା ୨୨ ତାରିଖ ଭୋଟ ହେବା ନେଇ ନିର୍ବାଚନ କମିଶନ ବି‌ଜ୍ଞପ୍ତି ଜାରି କରିବା ପରେ ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ୍‌ । ଗତ ବର୍ଷ ବିଜେପି, ବିଜେଡି, କଂଗ୍ରେସର ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଲିଥିଲା ଏବଂ ଏହି
Read More...

ବି‌ଶ୍ୱର ଏକ ଏପରି ରହସ୍ୟମୟ ଘାଟି, ଯେଉଁଠାରୁ କେବେ କେହି ଫେରି ଆସିନାହା‌ନ୍ତି

ଇଟାନଗର : ଦୁନିଆରେ ଏପରି ଅନେକ ରହସ୍ୟ ଅଛି, ଯାହା ଆଜି ପର୍ୟ୍ୟନ୍ତ କେହି ଭେଦି ପାରିନାହାନ୍ତି, ଯେଉଁ ରହସ୍ୟ ବିଜ୍ଞାନ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ରହିଥାଏ । ଆଜି ଏପରି ଏକ ରହସ୍ୟମୟ ସ୍ଥାନ ବିଷୟରେ ଜାଣିବା ଆସ‌ନ୍ତୁ । ବାସ୍ତବରେ, ଏହି ସ୍ଥାନଟି ଏପରି ରହସ୍ୟମୟ ଘାଟି, ଯାହା ବିଷୟରେ
Read More...

ବଲାଙ୍ଗିର ଜିଲ୍ଲାରେ ୧୬ ନୂଆ ଆକ୍ରାନ୍ତ ଚିହ୍ନଟ ଆଜି : ତୁଷୁରା ଏନ୍‌ଏସିର ଗୋଟିଏ ୱାର୍ଡରୁ ୮ ଜଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂଚନାରେ କୁହାଯାଇଛି । ଆଗଲପୁର ବ୍ଳକ୍‌ ନଅଗାଁ-ଏ ଗ୍ରା.ପ.ରୁ ଜଣେ, ଗୁଡ଼ଭେଲା ବ୍ଳକ୍‌ ବୀରାମୁଣ୍ଡା ଗ୍ରା.ପ.ରୁ ଜଣେ, ଖପ୍ରାଖୋଲ ବ୍ଲକ୍‌ ଘୁନସର ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ବ୍ଲକ୍‌
Read More...

ରାସ୍ତା ଖରାପ ଯୋଗୁଁ ଶଗଡରେ ବୁହା ହେଲେ ରୋଗୀ

ନବରଙ୍ଗପୁର : ରାସ୍ତା ଖରାପ ଯୋଗୁଁ ଶଗଡ ଗାଡିରେ ବୁହା ହେଲେ ରୋଗୀ । ଉପାନ୍ତ ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ବଦେଳପାଣି ଗାଁରେ ଆଜିର ଯୁଗରେ ବି ଶଗଡ ହେଲା ଆମ୍ବୁଲାନ୍ସ । ରାସ୍ତା ଖରାପ ଥିବାରୁ ଗାଁରେ ପହଂଚି ପାରିଲା ନାହିଁ ୧୦୮ ଆମ୍ବୁଲାନ୍ସ । ଶଗଡରେ ରୋଗୀଙ୍କୁ ଶୁଆଇ ୫ କିଲୋମିଟର
Read More...

ଚୋରା ପିଡିଏସ୍‌ ଚାଉଳ, ଗହମ ଜବତ କଲା ପୁଲିସ୍‌

ଗଞ୍ଜାମ : ଚୋରା ପିଡିଏସ୍‌ ଚାଉଳ, ଗହମ ଜବତ କରିଛି ପୋଲିସ୍‌ । ସୂଚନା ଅନୁସାରେ ‌ଗଞ୍ଜାମ ଜିଲ୍ଲାର ତାରାସିଂ ଥାନା ଗାୟାଗଣ୍ଡା ଗାଁର ଜଣେ ବ୍ୟକ୍ତିଙ୍କ ଗୋଦାମ ଘରେ ତାରାସିଂ ପୁଲିସ ଚଢ଼ାଉ କରି ଗଛିତ ଥିବା ପିଡ଼ିଏସ ସାମଗ୍ରୀ ୨୦ କ୍ୱିଂଟାଲ ଚାଉଲ, ୨ କ୍ୱିଂଟାଲ ଗହମ ଜବତ କରିଛି । ଜବତ
Read More...

ଧୁବଲପଡା ରାସ୍ତା କଡରେ ମହିଳାଙ୍କ ଶବ : ହତ୍ୟା ସନ୍ଦେହ

ପାଟଣାଗଡ , (ଅଜିତ କୁମାର ପୁରୋହିତ) : ପାଟଣାଗଡ ଥାନା ଅନ୍ତର୍ଗତ ଧୁବଲପଡା ଗ୍ରାମ ନିକଟରେ ଏକ ଚିନାବାଦାମ କ୍ଷେତରୁ ଜଣେ ମହିଳାଙ୍କ ଶବ ପଡିଥିବା ଦେଖାଯାଇଛି । ଆଜି ଦିବା ୧ଟା ସମୟରେ ଚିନାବାଦାମ କ୍ଷେତ ନିକଟରେ ଅଜଣା ଶବ ପଡିଥିବା ଧୁବଲପଡା ଗ୍ରାମବାସୀ ଗ୍ରାମରକ୍ଷୀକୁ ଖବର ଦେଇଥିଲେ । ପରେ
Read More...

ପହଁରା ନଶିଖି ପୋଖରୀରେ ଗାଧୋଇବା ଯୁବକଙ୍କ ପାଇଁ କାଳ ହେଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଶିକାବେହେଙ୍ଗା ଗାଁରେ ଅଘଟଣ ଘଟିଛି । ଗାଁ ପୋଖରୀରେ ବୁଡି ଜଣେ ଯୁବକଙ୍କ ଜୀବନ ଯାଇଥିବା ଖବର ମିଳିଛି । ୨୫ ବର୍ଷୀୟ ଅନୀଲ କୁମାର ତ୍ରିପାଠୀ ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ । ଗାଁ ଲୋକେ ବହୁ ଖୋଜାଖୋଜି
Read More...

ସରକାରୀ ଭୁଲ ଯୋଗୁଁ ବୀମା ରାଶି ପାଇବାରୁ ବଂଚିତ ଗ୍ରାମବାସୀ : ଜିଲ୍ଲାପାଳଙ୍କ ଦ୍ୱାର‌ସ୍ଥ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାରୀ ଭୁଲ ଯୋଗୁଁ ପୁଇଁନ୍ତଲା ବ୍ଲକ ବୁବେଲ ପଂଚାୟତ ଅନ୍ତର୍ଗତ ବାହାଲବୁକା ଗ୍ରାମବାସୀ ୨୦୧୮-୧୯ ଏବଂ ୨୦୧୯-୨୦ ଫସଲବୀମାରୁ ଏପର୍ୟ୍ୟନ୍ତ ବୀମା ରାଶି ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ କରିବା ସହ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ
Read More...

ମମତା ବାନାର୍ଜୀଙ୍କୁ ରାଜ୍ୟପାଳ ଜଗଦୀପ ଧନକରଙ୍କ ଚେତାବନୀ : ଯଦି ମୁଖ୍ୟମନ୍ତ୍ରୀ ନିଜ ରାସ୍ତାରୁ ବିଚ୍ୟୁତ ହୁଅନ୍ତି,…

କୋଲକାତା : ଭାରତୀୟ ଜନତା ପାର୍ଟି ସଭାପତି ଜେପି ନଡାଙ୍କ ଉପରେ ହୋଇଥିବା ଆକ୍ରମଣର ଗୋଟିଏ ଦିନ ପରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବିଧାନ ପାଳନ କରିବାକୁ ପଡିବ । ସେ
Read More...

ଆଜି ରାଜ୍ୟରେ ୪ ପ୍ରାଣହାନୀ କରୋନାରେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ରାଜ୍ୟରେ ୪ ଜଣଙ୍କ ଜୀବନ ଯାଇଛି କରୋନା ସଂକ୍ରମଣରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ମାଲକାନଗିରି ଜିଲ୍ଲା, ମୟୁରଭଂଜ ଜିଲ୍ଲା, ବରଗଡ଼ ଜିଲ୍ଲା ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବା
Read More...