Daily Archives

କୃଷକ ଆନ୍ଦୋଳନକୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ ନୁତନ କୃଷି ବିଲ-୨୦୨୦ ପ୍ରତ୍ୟାହାର ଦାବୀରେ ସାରା ଦେଶରେ କୃଷକ ଆନ୍ଦୋଳନ ଚରମ ସୀମାରେ ପହଞ୍ଚିଛି । ପ୍ରଥମେ ପଞ୍ଜାବ ଓ ହରିଆଣାରେ କୃଷି ବିଲ୍ ବିରୁଦ୍ଧରେ ଚାଷୀମାନେ ଆନ୍ଦୋଳନ କରିବା ସହ ଦିଲ୍ଲୀ ଆସୁଥିବା ସମସ୍ତ ରାସ୍ତାକୁ ଘେରିଥିଲେ ।
Read More...

ଅଧିକ ତେଲ ଯୁ‌କ୍ତ ଖାଦ୍ୟ ଖାଇବା ପରେ ଉଷୁମ ପାଣି ପିଅନ୍ତୁ, କୋଲେଷ୍ଟ୍ରଲ ବୃଦ୍ଧିରୁ ରକ୍ଷା ମିଳିବ

ନୂଆଦିଲ୍ଲୀ : ଅଧିକ ତେଲ ଏବଂ ଜଙ୍କ୍‌ ଫୁଡ୍ ଖାଇବା ହେତୁ ଉଚ୍ଚ କୋଲେଷ୍ଟ୍ରଲର ସମସ୍ୟା ବଢ଼ିଥାଏ । କୋଲେଷ୍ଟ୍ରଲ ହେଉଛି ଶରୀରର ସମସ୍ତ କୋଷରେ ମିଳୁଥିବା ମହମ ପରି ପଦାର୍ଥ । ମସ୍ତିଷ୍କ ଏବଂ ସ୍ନାୟୁ ପ୍ରଣାଳୀ କୋଲେଷ୍ଟ୍ରଲ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଅଧିକ କୋଲେଷ୍ଟ୍ରଲରେ ଉଚ୍ଚ
Read More...

କାଶ୍ମୀର ଦେଇ ଆଫଗାନିସ୍ତାନରୁ ଭାରତକୁ ପହଂଚୁଛି ଡ୍ରଗ୍ସ : ଆତଙ୍କୀ ପାଣ୍ଠିକୁ ଯୋଗାଇ ଦିଆଯାଉଛି ଫ‌ଣ୍ଡ୍‌ସ୍‌

ନୂଆଦି‌ଲ୍ଲୀ : ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଗିରଫ କରିବା ପରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ର ଡିସିପି ପ୍ରମୋଦ ସିଂ କୁଶୱା କହିଛନ୍ତି ଯେ, ଆଫଗାନିସ୍ତାନରେ ଆଇଏସଆଇ ରହିଛି । ସେଠାରୁ ଆତଙ୍କବାଦୀ‌ଙ୍କ ଆର୍ଥିକ କାର୍ୟ୍ୟ ଚଳାଯାଉଛି । କାଶ୍ମୀର ଆତଙ୍କୀ ନେଟୱାର୍କ ମାଧ୍ୟମରେ ଡ୍ରଗ୍ସ ଭାରତକୁ
Read More...

ଖପ୍ରାଖୋଲ ବ୍ଲକରେ ବିଧାୟକଙ୍କ ଦ୍ୱାରା ଭତ୍ତା ବଣ୍ଟନ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ସୋମବାର ବିଧାୟକଙ୍କ ଦ୍ୱାରା ଭତ୍ତା ବଣ୍ଟନ କାର୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟକ୍ରମରେ ବିଡିଓ ତରଣୀ ସୁନାଙ୍କ ଅଧ୍ୟକ୍ଷତାରେ ପାଟଣାଗଡ ବିଧାୟକ ସରୋଜ ମେହେର ଖପ୍ରାଖୋଲ, ଓଡିଆପାଲି, ମାଲପଡା,ଘୁନସର,
Read More...

ସ୍ବାମୀ ମୃତ୍ୟୁର ୧୫ ବର୍ଷ ହେଲାଣି, ତଥାପି ମିଳିନାହିଁ ବିଧବା ଭତ୍ତା

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଗରିବ ଅସହାୟ ଲୋକଙ୍କୁ କିପରି ହତାଦର କରାଯାଏ, ଏହାର ଜ୍ୱଳନ୍ତ ଉଦାହରଣ ଜାମଚୁଆଁ ଗ୍ରାମର ବିଜୟ ଲକ୍ଷ୍ମୀ ରଣା । କୈାଣସି ଏକ ଅଜଣା ରୋଗରେ ପଡି ସ୍ବାମୀ ବନମାଳୀ ରଣା ୧୫ ବର୍ଷ ଆଗରୁ ସ୍ତ୍ରୀ ବିଜୟ ଲକ୍ଷ୍ମୀ ରଣାଙ୍କୁ ଏକୁଟିଆ କରି ଆରପାରିକୁ ଚାଲିଗଲେ । ବହୁତ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ୧୮ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ୍‌ ଗଅଁରେଇ ଗ୍ରା.ପ.ରୁ ଜଣେ ଓ ଭୁର୍ସାଗୁଡ଼ା ଗ୍ରା.ପ.ରୁ ଜଣେ, ବେଲପଡ଼ା ବ୍ଳକ୍‌ ବେଡ଼ପଡ଼ା ଗ୍ରା.ପ.ରୁ ଜଣେ, ଲୋଇସିଂହା ବ୍ଳକ୍‌ ତଲିଉଡ଼ାର ଗ୍ରା.ପ.ରୁ ଜଣେ,
Read More...

ଏଲ୍ ଏଣ୍ଡ୍ ଏସ୍ କ୍ଲବ କାର୍ଯ୍ୟକାରିଣୀ ବୈଠକ : ନରସିଂହ, ଇନଟେକ୍ ଓ ସଂସ୍କୃତି ବିଭାଗକୁ ଧନ୍ୟବାଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ସର୍ବପୁରାତନ ଐତିହ୍ୟ ସଂପର୍ଣ୍ଣ ଜର୍ଜ ଲିଟିରାରୀ ଏଣ୍ଡ ସୋସିଆଲ କ୍ଲବ, ଯାହାକି ବର୍ତ୍ତମାନ ଲିଟିରାରୀ ଏଣ୍ଡ ସୋସିଆଲ କ୍ଲବ ନାମରେ ପରିଚିତ ତାହାର କାର୍ଯ୍ୟକାରିଣୀ ବୈଠକ ଗତକାଲି ସଂନ୍ଧ୍ୟା ୬ ଘ.ରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ୍ୟ
Read More...

କ୍ଷୁଦ୍ର ଚଳଚ୍ଚିତ୍ର ‘ଦହନ’ ଓ ‘ଅଂଶୁବର୍ଣ୍ଣି’ ପ୍ରଦର୍ଶିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଳିଷ୍ଠ ବାର୍ତ୍ତା ବହନ କରୁଥିବା ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ର ଦହନ ଓ ଅଂଶୁବର୍ଣ୍ଣି ସ୍ଥାନୀୟ ଆଇନ ମହାବିଦ୍ୟାଳୟ ପରିସରରେ ପ୍ରଦର୍ଶିତ ହୋଇଯାଇଛି । ଏକ ଦୁର୍ଘଟଣାରେ ଜଣେ ଶିଶୁର ମୃତ୍ୟୁ ହୁଏ । କିନ୍ତୁ ମୃତ୍ୟୁ ପୂର୍ବରୁ ଶିଶୁଟି ଚକ୍ଷୁଦାନ କରିବା ପାଇଁ
Read More...

କୃଷକ ଆନ୍ଦୋଳନ : ପୁରସ୍କାର ଫେରାଇବା ପାଇଁ ୩୦ ଖେଳାଳୀ ରାଷ୍ଟ୍ରପତି ଭବନକୁ ଯାଉଥିଲେ, ଅଟକେଇଲା ପୋଲିସ

ନୂଆଦିଲ୍ଲୀ : କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ ସମାଜର ଅନେକ ବର୍ଗର ସମର୍ଥନ ପାଇଛନ୍ତି । ସୋମବାର ଦିନ ବହୁ ପୂର୍ବତନ ତଥା ବର୍ତ୍ତମାନର ଖେଳାଳୀମାନେ କୃଷି ନିୟମକୁ ବିରୋଧ କରି ପୁରସ୍କାର ଫେରସ୍ତ କରିବାକୁ ରାଷ୍ଟ୍ରପତି ଭବନ ଅଭିମୁଖେ ଯାତ୍ରା କରିଥିଲେ । ତେବେ ରାସ୍ତାରେ
Read More...

‘କୋଶଳ ପ୍ରଭାବ’ ନ୍ୟୁଜ୍‌ର ପ୍ରଭାବ : କାଲି ଠୁ ହେବ ସମ୍ପିଆରେ ଡ୍ରେନ କାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକର କଂସର ଗ୍ରାମପଞ୍ଚାୟତ ସମ୍ପିଆରେ କାଲିଠୁ ହେବ ଡ୍ରେନ କାର୍ୟ୍ୟ ଆରମ୍ଭ ହେବ। ଗାଁର ମଝିରେ ଥିବା ନଳକୂପର ପାଣି ଯିବା ପାଇଁ ଡ୍ରେନ କରା ଯାଇଥିଲା । କିନ୍ତୁ ରାସ୍ତା କାମ ହେଲାବେଳେ ଡ୍ରେନଟି ପୋତି ହୋଇ ଯାଇଥିଲା ଏବଂ ଆବର୍ଜନା ହୋଇ
Read More...