Monthly Archives

November 2020

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ

ବାଲେଶ୍ୱର : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ଜାରି ରହିଛି ଭୋଟିଂ । କରୋନା କଟକଣା ମଧ୍ୟରେ ସକାଳ ୭ଟାରୁ ଭୋଟଦାନ ଆରମ୍ଭ ହୋଇଛି । ଥମ୍ରାଲ ସ୍କିନିଂ ପରେ ଭୋଟରମାନେ ଭୋଦ ଦେଉଥିବା ଦେଖାଯାଇଛି । ଆଜି ୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୪ଲକ୍ଷ ଭୋଟର୍ ‌।
Read More...

ବିହାରର ୯୪ ଟି ଆସନରେ ଚାଲିଛି ମତଦାନ : ଶିବରାଜଙ୍କ ପାଇଁ ମଧ୍ୟ ‘କର ବା ମର’ ସ୍ଥିତି

ରାଂଚି : ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ୟ୍ୟାୟରେ ମଙ୍ଗଳବାର ୯୪ ଟି ଆସନରେ ମତଦାନ ଚାଲିଛି । ୧୭ଟି ଜିଲ୍ଲାର ଏହି ସିଟ୍ ଗୁଡିକ ପାଇଁ ସକାଳ ୭ଟାରୁ ଆରଂଭ ହୋଇଛି ଓ ସଂଧ୍ୟା ୬ଟା ପର୍ୟ୍ୟନ୍ତ ଭୋଟ୍ ଚାଲିବ । ୨୪୩ ସିଟ୍ ବିଶିଷ୍ଟ ବିହାର ବିଧାନସଭାରେ ଅଧାରୁ ଅଧିକ ସିଟ୍ ପାଇଁ
Read More...

ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ରାସ୍ତା କଡରେ ରହିଥିବା ଗୋଟିଏ ମିକ୍ସର ମେସିନକୁ ପଛ ପାଖରୁ ଧକ୍କା ଦେଇ ଜଣେ ବାଇକ ଆରୋହୀ ଗତ ରାତିରେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ମନମୁଣ୍ଡା ଥାନା ସାହୁପଡା ଗ୍ରାମର ବାଇକ ଆରୋହୀ କୌଶିକ ପ୍ରଧାନ ସେ କୌଣସି କାମରେ ରେଢାଖୋଲ ଯାଇ ରାତି
Read More...

ପ୍ରସନ୍ନ ବେହେରାଙ୍କର୍ ପ୍ରବନ୍ଧ ସଂକଲନ୍ ‘ପ୍ରବନ୍ଧ ଝୁଁପା’ ଉନ୍ମୋଚିତ୍

ସମ୍ବଲପୁର, (କେପିଏନ୍‌ଏସ୍‌) : ରଏବାର ଦିନ ନିରାଡମ୍ବର ଭାବେଁ ମାଁ ସମଲେଇ ଗୁଡି ତଲେଁ ଉନ୍ମୋଚିତ୍ ହେଇଯାଇଛେ ଆମର୍ ଭାଷାର୍ ଜନାଶୁନା ବର୍ଷିଆନ୍ କବି, ପ୍ରାବନ୍ଧିକ୍ ପ୍ରସନ୍ନ ବେହେରାଙ୍କର୍ ପ୍ରବନ୍ଧ ସଂକଲନ୍ 'ପ୍ରବନ୍ଧ ଝୁଁପା' ଜ୍ଝ ଗଲା ସାତ୍ ବଛର୍ ଭିତରେଁ ତାକର୍ ଚାଏର୍ ଟା ଆଧୁନିକ୍
Read More...

ଆଇପିଏଲ୍‌ : ବାଙ୍ଗାଲୋରକୁ ୬ ୱିକେଟରେ ହରାଇଲା ଦିଲ୍ଲୀ, ଦିଲ୍ଲୀ ଓ ବାଙ୍ଗାଲୋରର ପ୍ଲେ ଅଫ୍ ପକ୍କା : ଝୁଲି ରହିଲା…

ଆବୁଧାବି : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ତ୍ରୟୋଦଶ ସଂସ୍କରଣର ୫୫ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟ‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ବିରାଟ କୋହଲିଙ୍କ ଦଳ ଦିଲ୍ଲୀକୁ ୧୭.୨ ଓଭର ପୂର୍ବରୁ ଜିତିବା ସୁଯୋଗ ନ‌ ଦେବା ମଧ୍ୟ ଏହି ଦଳ ପାଇଁ ଫାଇଦା
Read More...

ସୈନିକ ସ୍କୁଲ ଆଡମିଶନ ପାଇଁ ଅଲ ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା

• ୨୦୨୧-୨୨ ଅନଲାଇନ ଆବେଦନ ଫର୍ମ ଦାଖଲ ପାଇଁ ଶେଷ ତାରିଖ ୧୯ ନଭେମ୍ବର ୨୦୨୦ ଭୁବନେଶ୍ୱର, (ପିଆଇବି) : ୦୨ ନଭେମ୍ବର ୨୦୨୦ - ଗ୍ରୁପ୍ କ୍ୟାପ୍ଟେନ୍ ଏସ ଡୋମିନିକ୍ ରାୟନ୍, ଅଧ୍ୟକ୍ଷ, ସୈନିକ ସ୍କୁଲ ଭୁବନେଶ୍ୱର ସୂଚନା ଦେଇଛନ୍ତି ଯେ ୨୦୨୧ ବର୍ଷ ପାଇଁ ଅଲ ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା
Read More...

ବିଏସଏନଏଲ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଭୁବନେଶ୍ୱର, (ପିଆଇବି) : ସ୍ଥାନୀୟ ବିଏସଏନଏଲ ଭବନ ପରିସରରେ ବିଏସଏନଏଲ, ଓଡ଼ିଶା ସର୍କଲ ପକ୍ଷରୁ “ଦୁର୍ନୀତି ନିବାରଣ ସଚେତନତା ସପ୍ତାହ” ପାଳିତ ହୋଇଯାଇଛି । ଏହି ଅବସରରେ ବିଏସଏନଏଲର ମୁଖ୍ୟ ମହାପ୍ରବନ୍ଧକ ଡ. ଉଦୟ ଶଙ୍କର ପଣ୍ଡା ଯୋଗ ଦେଇ ସମସ୍ତ କର୍ମଚାରୀମାନଙ୍କୁ ଦୁର୍ନୀତି ନିବାରଣ ଲାଗି
Read More...

ଜିରକପୁରରେ ସାଇ ଆଞ୍ଚଳିକ କେନ୍ଦ୍ରର ଉଦଘାଟନ କଲେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ

• ସମଗ୍ର ଭାରତରେ ଅଧିକ ବିଶ୍ୱ ସ୍ତରୀୟ ତାଲିମ ସୁବିଧା ପ୍ରଦାନର ଲକ୍ଷ୍ୟ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ଗତକାଲି ପଞ୍ଜାବର ଜିରକପୁରରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ନୂତନ ଆଞ୍ଚଳିକ କେନ୍ଦ୍ର ଉଦଘାଟନ କରିଛନ୍ତି,
Read More...

ମନ୍ଥର ଗତିରେ ହେଉଥିବା ଉନ୍ନୟନ କାମକୁ ନେଇ ବଢ଼ୁଛି ଅସନ୍ତୋଷ : ବିଡିଓଙ୍କ କୋଠରୀକୁ ତାଲା ଦେଇ ଆନ୍ଦୋଳନରେ ବସିଲେ…

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ମାସ ହେଲା ଦେଓଗାଁ ବ୍ଳକରେ ଉନ୍ନୟନ କାମ ଆଖି ଦୃଶିଆ ଭାବେ ଅଗ୍ରଗତି କରୁନାହିଁ । ମୁଖ୍ୟତଃ ୨୦୧୯ ବର୍ଷାରେ ଭାଙ୍ଗିଯାିଥିବା ରାସ୍ତା ମରାମତି କରିବା ପାଇଁ ଆସିଥିବା ଅର୍ଥ ପଡି ରହିଛି । ସରକାରୀ ନିୟମ ଅନୁସାରେ ବିଭାଗୀୟ ଅଧିକାରୀଙ୍କ ନାମରେ କାମ
Read More...

ଏରୋ ଇଣ୍ଡିଆ ୨୦୨୧ ପାଇଁ ମିଡିଆ ପଞ୍ଜୀକରଣ ଆରମ୍ଭ

ନୂଆଦିଲ୍ଲୀ, (ପିଆଇବି) : ‘ଏରୋ ଇଣ୍ଡିଆ ୨୦୨୧’ର ୧୩ତମ ସଂସ୍କରଣ ବାୟୁସେନା ଷ୍ଟେସନ, ୟେଲାହାଙ୍କା, ବେଙ୍ଗାଲୁରୁ (କର୍ଣ୍ଣାଟକ)ରେ ୦୩ ରୁ ୦୭ ଫେବୃଆରୀ ୨୦୨୧ରେ ଅନୁଷ୍ଠିତ ହେବ ।ପ୍ରଦର୍ଶନୀ ପରିଦର୍ଶନ କରିବାକୁ ଗଣମାଧ୍ୟମ କର୍ମଚାରୀଙ୍କ ପଞ୍ଜୀକରଣ ପାଇଁ ୦୨ ନଭେମ୍ବର ୨୦୨୦ରୁ ଖୋଲା ଯାଇଛି ।
Read More...