Monthly Archives

November 2020

ପୋଲିସ ହାଜତ ମୃତ୍ୟୁକୁ ନେଇ ଉତ୍ତେଜନା

ପୁରୀ : ପୋଲିସ ହାଜତ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ପୁରୀ ବାସେଳୀ ସାହି ଥାନା ହାଜତରେ ପୁଲିସ୍‌ ଜଣେ ଯୁବକକୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ଆସିବା ପରେ ପୁରୀ ମେଡିକାଲ ପରିସରରେ ପ୍ରବଳ ଉତ୍ତେଜନା ଦେଖା ଦେଇଛି । ଯୁବକଙ୍କୁ ମାରଧର କରି ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୩୪ ଜଣ କରୋନା ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରେ ୬ ଜଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୩୪ ଜଣ କରୋନା ସଂକ୍ରମିତି ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରେ ୬ ଜଣ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୫ ଓ ୬ରୁ ଜଣେ ଲେଖାଏଁ ଏବଂ ୱାର୍ଡ ନଂ.୨୦ ଓ ୨୧ରୁ ୨ ଜଣ ଲେଖାଏଁ ଆକ୍ରାନ୍ତ
Read More...

ଅଭିଯୁକ୍ତକୁ ଗିରଫ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେବା ସହ ବ୍ଲକ୍ କାର୍ଯ୍ୟାଳୟର ମୁଖ୍ୟ ଗେଟରେ ତାଲା ଦେଲେ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ ଦିନକୁ ଦିନ ବଢୁଛି ଅରାଜକତା । ଯାହାଫଳରେ ଠିକାକାମରେ ସମ୍ପୃକ୍ତ ଥିବା ରାଜନେତାମାନେ ଅଫିସରେ କାମ କରୁଥିବା କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଳଜ କରୁଛନ୍ତି । ଏପରି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବ୍ଲକ କର୍ମଚାରୀମାନେ
Read More...

ବେଆଇନ ନିଶା ବଟିକା ବିକ୍ରିରେ ଜଣେ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରରେ ବେଆଇନ ଭାବେ ନିଶା ବଟିକା ବିକ୍ରି ଅଭିଯୋଗରେ ପୁଲିସ ଜଣକୁ ଗିରଫ କରିଛି । ଗିରଫ ହୋଇଥିବା ଯୁବକ ଜଣଙ୍କ ହେଲେ ବଲାଙ୍ଗିର ସହର ହାତୀଶାଲପଡ଼ା ଜୋରଖଣ୍ଡିର ବସନ୍ତ ସାହୁ(୪୫) । ବସନ୍ତଙ୍କ ନିକଟରୁ ପୁଲିସ ୧୫ ଶହ ଆନଜୋଲାମ ଟ୍ୟାବଲେଟ-
Read More...

ବିଶ୍ୱ ପାଇଖାନା ଦିବସ ପାଳିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ(କବ୍ଜା) କାର୍ୟ୍ୟାଳୟ ଠାରେ କଣ୍ଟାମାଳ ଜଳ ଓ ପରିମଳ ବିଭାଗରେ କାର୍ୟ୍ୟରତ ଜିପି ମନିଟର ସଂଘ ତରଫରୁ ବିଶ୍ୱ ପାଇଖାନା ଦିବସ ପାଳିତ ହୋଇ ଯାଇଛି । କବ୍ଜାର ସଭାପତି ଦୁର୍ବାକ୍ଷ ବସ୍ତିଆ ଓ ଜଳ ପରିମଳ ବିଭାଗର ବିଆରସି
Read More...

କୋଭିଡ୍‌ ଯୋଦ୍ଧାଙ୍କ ପିଲାଙ୍କ ପାଇଁ ଏମବିବିଏସ୍‌ରେ ୫ଟି ସିଟ୍‌ ସଂରକ୍ଷିତ ରହିବ

ନୂଆଦିଲ୍ଲୀ : ଦେଶରେ କରୋନା ଯୋଦ୍ଧା ଭାବେ ଆଗଧାଡିରେ ଲଢୁଥିବା ବ୍ୟକ୍ତିଙ୍କ ପିଲାଙ୍କ ପାଇଁ ଏମବିବିଏସ.ରେ ୫ ଟି ସିଟ୍‌ ସଂରକ୍ଷିତ ରହିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ଆଜି ଏ ସଂକ୍ରାନ୍ତରେ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଏମବିବିଏସରେ କରୋନା ଯୋଦ୍ଧା ପିଲାଙ୍କ
Read More...

ସମ୍ବଲପୁର ନାଟ୍ୟ ଜଗତର ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ରାଜେନ୍ଦ୍ର ପଣ୍ଡା ଚାଲିଗଲେ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ନାଟ୍ୟକଳା ପରିଷଦର କର୍ଣ୍ଣଧାର ସଭାପତି ତଥା ଓଡଶା ନାଟ୍ୟ ଜଗତର ପ୍ରଚଣ୍ଡ ପ୍ରତିଭା ରାଜେନ୍ଦ୍ର ପ୍ରସାଦ ପଣ୍ଡା(୮୦) ଆଉ ଇହ ଜଗତରେ ନାହାନ୍ତି । ସମ୍ବଲପୁର ନାଟ୍ୟ ଜଗତ ପିତାମହ ଭୀଷ୍ମଙ୍କୁ ହରାଇଲା ବୋଲି ନାଟ୍ୟକର୍ମୀମାନେ ମତ ଦେଇଛନ୍ତି ଏବଂ ତାଙ୍କ
Read More...

ବଲିଉଡରେ ବଲାଙ୍ଗିରର ଫିଲ୍ମ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ : ମୁକ୍ତିଲାଭ ଅପେକ୍ଷାରେ ୱେବ ସିରିଜ ‘ଝୋଲାଛାପ୍‌’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ୭ଟି କ୍ଷୁଦ୍ର ଚଳଚ୍ଚିତ୍ର ସଫଳତା ପାଇବା ପରେ ଏକ ବଡ ୱେବ ସିରିଜ ମୁକ୍ତିଲାଭ ଅପେକ୍ଷାରେ ରହିଛି । ଓଡିଶାର ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ତଥା ଅଭିନେତା ଚିତ୍ତରଂଜନ ତ୍ରିପାଠୀ ଏଥିରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ ।
Read More...

ଆଜିି ଓଡ଼ିଶାରୁ ୮୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରୁ ଆଜି ୮୬୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୯୯ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୩୬୯ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ
Read More...

ଡିମିରିକୁଦା ବ୍ରିଜରେ ଅଘଟଣ : ୨ ଯୁବକଙ୍କ ମୃତ୍ୟୁ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢାଖୋଲ ଅନ୍ତର୍ଗତ ନାକଟିଦେଉଳ ରାସ୍ତା ଡିମିରି କୁଦା ବ୍ରିଜରେ ଏକ ଅଘଟଣ ଘଟି ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ବୁଧୁବାର ବିଳମ୍ବିତ ରାତିରେ ଦୁଇ ଜଣ ଯୁବକ ବାଇକରେ ଆସୁଥିବା ବେଳେ ଡିମିରିକୁଦା ବ୍ରିଜରେ ବାଇକ୍‌ ପିଟି
Read More...