ଭୀମସାର୍ ଡ଼ାକ୍ତରଖାନାରେ ଆଜିଠାରୁ କୋଭିଡ୍ ରୋଗୀଙ୍କ ଚିକିତ୍ସା ସେବା ଆରମ୍ଭ
ସମ୍ବଲପୁର, (ଦାମୋଦର ପଣ୍ଡା) : ବୁର୍ଲା ଭୀମସାର୍ ଡ଼ାକ୍ତରଖାନାରେ ଆଜିଠାରୁ କୋଭିଡ୍ ରୋଗୀଙ୍କ ଚିକିତ୍ସା ସେବା ଆରମ୍ଭ ହେବାକୁ ଯାଉଛି। ତେବେ ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ସେବା ଆରମ୍ଭ ହେବାକୁ ଆହୁରି ଏକ ସପ୍ତାହ ସମୟ ଲାଗିବ ବୋଲି ପ୍ରଶାସନିକ ଅଧିକାରୀ ସୁବ୍ରତ ନାୟକ ସୂଚନା ଦେଇଛନ୍ତି!-->…
Read More...
Read More...