Monthly Archives

September 2020

ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଗଂଜେଇ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । ସ୍ଥାନୀୟ ମହିଳା କଲେଜ ଛକରୁ ଏକ ୧୦ ଚକିଆ ଟ୍ରକ୍‌ରୁ ପ୍ରାୟ ୫ କ୍ୱିଣ୍ଟାଲ ଆନୁମାନିକ ୧୪ ଲକ୍ଷ ଟଙ୍କାର ଗଂଜେଇ ଜବତ ହୋଇଥିବା ବେଳେ ଟ୍ରକ୍‌ ସହ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି । ତେବେ
Read More...

ସାର ସମସ୍ୟା ନେଇ ପୁଇଁନ୍ତଲା ବ୍ଲକ୍‌ ଫାର୍ମର୍‌ ପ୍ରଡ଼୍ୟୁସର କଂପାନୀ ପକ୍ଷରୁ ୬ ଦଫା ଦାବୀପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାର ସମସ୍ୟା ନେଇ ପୁଇଁନ୍ତଲା ବ୍ଲକ୍‌ ଫାର୍ମର୍‌ ପ୍ରଡ଼୍ୟୁସର କଂପାନୀ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ୬ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି ।
Read More...

ସେଲାପଥରର ସମ୍ପାଦକ କରୁଣାକର ଭୋଇଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଚାଷୀ ନେତା, କୋଶଲି କବି, ଭାଷା ଗବେଷକ, ସଂଗଠକ, ଲଢୁଆ ସମାଜସେବୀ, ସାହିତ୍ୟ ପତ୍ରିକା ସେଲାପଥରର ସମ୍ପାଦକ ୰କରୁଣାକର ଭୋଇଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ତାଙ୍କ ଜନ୍ମସ୍ଥାନ ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଠାରେ ଚାଷୀ ନେତା କ୍ଷମାନିଧି ଭୋଇଙ୍କ ଅଧ୍ୟକ୍ଷତାରେ
Read More...

ବନ୍ୟାବିପନ୍ନଙ୍କୁ ପଲଥିନ ନମିଳିବାରୁ ଖୋର୍ଦ୍ଧା ବଲାଙ୍ଗିର ଜାତୀୟ ରାଜପଥ ଅବୋରୋଧ

ବୌଦ୍ଧ,(ବଂଶୀଧର ମାଝୀ) : ଗତ ଲଗାଣବର୍ଷା ଓ ମହାନଦୀ ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଉଥିବା ପଲିଥିନ୍ ନମିଳିବାରୁ ପ୍ରଭାବିତ ଲୋକମାନେ ଖୋର୍ଦ୍ଧା ବଲାଙ୍ଗିର ନଂ.୫୭ ଜାତୀୟ ରାଜପଥ ବୀରନସିଂହପୁର ଠାରେ ଗୋଟାଏ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା
Read More...

ବରଗଡ଼ ଜିଲ୍ଲାରେ ୬୧ ଜଣ କରୋନା ପଜିଟିଭ ଚିହ୍ନଟ

ବରଗଡ଼, (ଗୋପୀନାଥ ସାହୁ) : ଆଜି ବରଗଡ଼ ଜିଲ୍ଲାରେ ୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବରଗଡ଼ ବ୍ଲକ-୪, ବରଗଡ଼ ଟାଉନ -୨୮, ବରପାଲି ବ୍ଲକ -୩, ବରପାଲି ଏନ୍‌ଏସି. -୮, ବିଜେପୁର ବ୍ଲକ-୧, ଭଟଲି ବ୍ଲକ -୨, ଅତାବିରା ବ୍ଲକ -୨, ଅତାବିରା ଏନ୍‌ଏସି.-୫,
Read More...

ଟିଟିଲାଗଡ଼ରେ ୟୁରିଆ ସାରା ପାଇଁ ଲମ୍ବା ଲାଇନ : ସଇଁନ୍ତଲାରେ ସାର କଲାବଜାର : ବସ୍ତା ପିଛା ୬୦୦ଟଙ୍କାରେ ବିକ୍ରି

ସଇଁନ୍ତଲା, (ଅଜିତ କୁମାର ସାହୁ) : ସମୟ ଥିଲା ଚାଷୀମାନେ କ୍ଷେତରେ ଧାନ ବୁଣିବା ଆଗରୁ ଗୋବର ପକାଉ ଥିଲେ। ପରେ ଧାନ ବୁଣୁଥିଲେ। ଭଲ ବର୍ଷା ହେଲେ ଚାଷୀମାନେ ଦୁଇଗୁଣା ଫସଲ ଅମଳ ପାଉଥିଲେ। କିନ୍ତୁ ବୈଜ୍ଞାନିକ ଯୁଗରେ ଚାଷୀମାନେ ସାର ବ୍ୟବହାର କରିବା ବାଧ୍ୟତାମୂଳକ ଭାବେ ନେଇଛନ୍ତି। ବଲାଙ୍ଗିର
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ୨୪ ଚିହ୍ନଟ : ୨୦ ଜଣ ବଲାଙ୍ଗିର ପୌରାଂଚଳର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୨୪ ଚିହ୍ନଟ ହୋଇଥିବା ବେଳେ ୨୦ ଜଣ ବଲାଙ୍ଗିର ପୌରାଂଚଳର ବୋଲି ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଂଗିର ପୌରାଂଚଳର ଏବିଏସ୍‌ଏସ୍‌ ରୋଡ଼୍‌ରୁ ୧, ସୁଦପଡ଼ାରୁ ୨, ରାମଜୀପଡ଼ାରୁ ୧, କ୍ଲବପଡ଼ାରୁ ୧, ରିଜର୍ଭପୋଲିସ କଲୋନୀରୁ ୮,
Read More...

ଟିଟିଲାଗଡ଼ରେ ରାପିଡ୍ କିଟ୍ ଅଭାବ

ଟିଟିଲାଗଡ, ( ଗୌରବ ଦରଜୀ) :କରୋନା ମହାମାରୀ ନେଇ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ଏନେଇ ଗତ ମାର୍ଚ୍ଚ ୨୪ରୁ ପ୍ରାୟ ୫ ମାସ ଧରି ଦେଶ ସାରା ତାଲାବନ୍ଦ ନିୟମ ଲାଗି ରହିଥିବା ବେଳେ ବର୍ତ୍ତମାନ କେନ୍ଦ୍ର ସରକାର ଧୀରେ ଧୀରେ ଅନଲକ୍ କରୁଛନ୍ତି। କେନ୍ଦ୍ର ସରକାର ଅଗଷ୍ଟ ୨୯ ତାରିଖରେ
Read More...

ହୀରାକୁଦ ଜଳଭଣ୍ଡାରକୁ ଭାସି ଆସିଛନ୍ତି ଗାଈଗୋରୁ

ସମ୍ବଲପର, (ଦାମୋଦର ପଣ୍ଡା) : ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷ ର ସର୍ବାଧିକ ୪୬ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଇଛି । ତେବେ ରବିବାର ରାତିରେ ଜଳଭଣ୍ଡାର କୁ ୫୦ ରୁ ଅଧିକ ଗାଈ ଗୋରୁ ଭାସି ଆସିଥିବା ଡ୍ୟାମ କର୍ତ୍ତୃପକ୍ଷ ଦେଖିବାକୁ
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୩୦୨୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୦୨୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ଏମାନଙ୍କ ମଧ୍ୟରୁ ଜିଲ୍ଲା ଅନୁସାରେ ଅନୁଗୁଳରୁ ୫୮, ବାଲେଶ୍ୱରରୁ ୪୦, ବରଗଡ଼ରୁ ୬୧, ଭଦ୍ରକରୁ ୯୪, ବଲାଙ୍ଗିରରୁ ୨୪,
Read More...