Monthly Archives

September 2020

୮୦ ନୂଆ ପେସେଂଜର ଟ୍ରେନ୍‌ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ

ନୂଆଦିଲ୍ଲୀ : ୮୦ ନୂଆ ପେସେଂଜର ଟ୍ରେନ୍‌ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ ହୋଇଯାଇଛି । ରେଲୱେ ଅନୁସାରେ ସଂପୃକ୍ତ ଟ୍ରେନ୍‌ଗୁଡ଼ିକ ଆଗରୁ ଚାଲିଥିବା ୨୩୦ ସ୍ପେସାଲ୍‌ ଟ୍ରେନ୍‌ଠାରୁ ଅଲଗା ହେବ । ଆଜି ଦିନ ୧୦ଟାରୁ ଏହି ୮୦ ନୂଆ ଟ୍ରେନ୍‌ ପାଇଁ ଟିକେଟିଂ ବୁକିଂ ଆରମ୍ଭ ହୋଇଯାଇଛି । ଏବେ ଏହି ନୂଆ
Read More...

ଗତ ବର୍ଷ ବନ୍ୟାର ସହାୟତା ରାଶି ବଣ୍ଟନରେ ଅନିୟମିତତା : ପ୍ରକୃତ ଚାଷୀଙ୍କୁ କ୍ଷତିପୂରଣ ମିଳିନଥିବା ହେଉଛି ଅଭିଯୋଗ

ଦେଓଗାଁ, (ମନିଷ କୁମାର ସାହୁ) : ଗତବର୍ଷ ଅଗଷ୍ଟ ମାସରେ ହୋଇଥିବା ବର୍ଷାରେ ଭାଙ୍ଗି ଯାଇଥିବା ଘରର କ୍ଷତିପୂରଣ ଓ ଚାଷ ଜମି ନଷ୍ଟର କ୍ଷତିପୂରଣ ରାଜସ୍ୱ ବିଭାଗ ପକ୍ଷରୁ ପର୍ୟ୍ୟାୟକ୍ରମ ବଣ୍ଟନ କରାଯାଉଛି । ହେଲେ ୯୦ ଭାଗ ପ୍ରକୃତ କ୍ଷତିଗ୍ରସ୍ତ ହିତାଧିକାରୀ ଏହା ପାଉ ନଥିବା ଅଭିଯୋଗ କରିଛନ୍ତି
Read More...

ପୋଲିସ-ମାଓବାଦୀ ସଂଘର୍ଷରେ ଦୁଇ ଏସଓଜି ଯବାନ ସହିଦ

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ପୋଲିସ-ମାଓବାଦୀ ସଂଘର୍ଷରେ ମାଓ ଏନକାଉଣ୍ଟରରେ ଦୁଇ ଏସଓଜି ଯବାନ ସହିଦ ହୋଇଛନ୍ତି । ଏସଓଜି ଯବାନ ସୁଧୀର କୁମାର ଟୁଡୁ ଓ ଦେବାଶିଷ ସେଠୀ ସହିଦ ହୋଇଛନ୍ତି । ସର୍ଚ୍ଚ ଅପରେସନରେ ୫ ମାଓବାଦୀଙ୍କ ମୃତ ଦେହ ଉଦ୍ଧାର ମଧ୍ୟ
Read More...

ଶିଖରମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଂଟାରେ ଓଡ଼ିଶାରେ ୩୯୯୧ ପଜିଟିଭ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏବେ ଶିଖରମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ଓଡ଼ିଶାରେ ୩୯୯୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୩୧୫ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ
Read More...

କଟକଣା କୋହଳ ପରେ ପୁଣି ଦାଦନ ଚାଲାଣ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାର ଙ୍କ କୋଭିଡ ଗାଇଡ଼ଲାଇନ ଅନଲକ -୪ରେ କଟକଣା କୋହଳ ହେବା ପରେ ସାଧାରଣ ଜୀବନ ଯାତ୍ରା ସ୍ୱଭାବିକ ହେବାରେ ଲାଗିଛି । ରାଜ୍ୟ ସରକାର ମଧ୍ୟ କରୋନା ଆଇନରେ କେତେକ କଟକଣା କୋହଳ କରିଥିବା ଯୋଗୁଁ ବିଭିନ୍ନ କ୍ଷେତ୍ରରେ ପୂର୍ବରୁ ଦେଖା ଯାଉଥିବା
Read More...

ଆମେରିକାର ଚୀନ୍‌ ବିରୋଧୀ ପଦକ୍ଷେପ : ଚୀନ୍‌ ଛାତ୍ରଛାତ୍ରୀଙ୍କ ଭିସା ବାତିଲ୍‌

ନୂଆଦିଲ୍ଲୀ : ଆମେରିକାର ଚୀନ୍‌ ବିରୋଧ ପଦକ୍ଷେପ ପୁଣି ସାମ୍ନାକୁ ଆସିଛି । ହଜାରେରୁ ଊଦ୍ଧ୍ୱର୍ ଚୀନ୍‌ର ଛାତ୍ରଛାତ୍ରୀଙ୍କ ଭିସା ବାତିଲ୍‌ କରିଦେଇଛି । ତେବେ ସୂଚନା ଅନୁସାରେ ସ୍ନାତକ ଛାତ୍ର ଏବଂ ଗବେଷକ ଛାତ୍ରମାନେ ଭିସା ବାତିଲ୍‌ର ସମ୍ମୁଖୀନ ହୋଇଛନ୍ତି । କାର୍ଯ୍ୟକାରୀ ଗୃହମନ୍ତ୍ରୀ
Read More...

ବିଭତ୍ସ ହତ୍ୟାକାଣ୍ଡ : ସଂଘବଦ୍ଧ ଆକ୍ରମଣରେ ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ

କୋରାପୁଟ : ଏକ ହୃଦୟ ବିଦାରକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦଶମନ୍ତପୁର ବ୍ଲକ୍‌ର ଲୁଲା ପଞ୍ଚାୟତ ଅଧୀନସ୍ଥ ଘାଣ୍ଟ୍ରାଗୁଡ଼ା ଗାଁରେ । ପୂର୍ବ ଶତ୍ରୁତା ଯୋଗୁଁ ସଂଘବଦ୍ଧ ଆକ୍ରମଣରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ଏହି ଆକ୍ରମଣରେ ସ୍ୱାମୀ ଲୋଛ ମୁଦୁଲି ଏବଂ ସ୍ତ୍ରୀ ଚିଙ୍ଗି ମୁଦୁଲି
Read More...

ଆଜି ପିଏମ ମତ୍ସ୍ୟ ସମ୍ପଦ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

• ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କାର୍ୟ୍ୟକ୍ଷମ ହେବ ଇ-ଗୋପାଳ ଆପ୍‌; ଏକ ପୂର୍ଣ୍ଣାଙ୍ଗ କିସମ ବିକାଶ ବଜାର ତଥା ସୂଚନା ପୋର୍ଟାଲ, ଯାହାକୁ ଚାଷୀ ସିଧାସଳଖ ବ୍ୟବହାର କରିପାରିବେ• ବିହାରରେ ମତ୍ସ୍ୟ ଓ ପଶୁ ସଂପଦ ବିକାଶ ପାଇଁ ଆଉ କେତେକ କାର୍ୟ୍ୟକ୍ରମ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ
Read More...

ଆଜି ଏକ ସମାରୋହରେ ଭାରତୀୟ ବାୟୁ ସେନାରେ ସାମିଲ ହେବ ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲ୍

ନୂଆଦିଲ୍ଲୀ, (ପିଆଇବି) : ଅମ୍ବାଲା ସ୍ଥିତ ବାୟୁସେନା ଘାଟିଠାରେ ଆଜି ସମାରୋହପୂର୍ବକ ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲକୁ ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯିବ । ରାଫେଲ୍ ଲଢ଼ୁଆ ବିମାନ ଭାରତୀୟ ବାୟୁସେନାର ୧୭ତମ ସ୍କ୍ୱାର୍ଡ଼ନ “ଗୋଲଡେନ ଆରୋ”ର ଅଂଶ ଭାବେ ସାମିଲ ହେବ । ପ୍ରଥମ
Read More...

ଦୁଇ ଓଡ଼ିଆଙ୍କ ସମେତ ୩୮ ଶିକ୍ଷକଙ୍କୁ ‘ସିବିଏସଇ ଶିକ୍ଷକ ପୁରସ୍କାର’

• ନୂଆଦିଲ୍ଲୀରେ ଆୟୋଜିତ ଅନଲାଇନ ସମାରୋହରେ ସମ୍ମାନିତ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀନୂଆଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀରେ ଆୟୋଜିତ ଏକ ଅନଲାଇନ ସମାରୋହରେ ଆଜି ସିବିଏସଇ ଅଧୀନରେ ପରିଚାଳିତ ବିଦ୍ୟାଳୟଗୁଡ଼ିକର ୩୮ ଜଣ ଶିକ୍ଷକଙ୍କୁ ‘ସିବିଏସଇ ଶିକ୍ଷକ ପୁରସ୍କାର’ରେ ସମ୍ମାନିତ କରିଛନ୍ତି
Read More...