Monthly Archives

September 2020

ରୋବୋଟ୍‌ କଲା କ୍ୟାନ୍‌ସର୍‌ ସର୍ଜରୀ : ଶୀଘ୍ର ସୁସ୍ଥ ହେଲେ ରୋଗୀ

ନୂଆଦିଲ୍ଲୀ : ଏକ ରୋବୋଟ ଡାକ୍ତରଙ୍କ ତିନୋଟି ଟିମ୍‌ ସହ ମିଶି କ୍ୟାନ୍‌ସର ରୋଗୀଙ୍କ ସର୍ଜରୀ କରିଛି । ଜଣେ କ୍ୟାନ୍‌ସର୍‌ ରୋଗୀଙ୍କ ଏହିଭଳି ରୋବୋଟ ସହାୟତାରେ ସର୍ଜରୀ ଏହା ପ୍ରଥମ । ସୂଚନା ଅନୁସାରେ ଏହି ନିଆରା ପ୍ରୟୋଗ ଫଳରେ ରୋଗୀଙ୍କ ସୁସ୍ଥତା ଏକର ତୃତୀୟାଂଶ ସମୟ ସୀମା ଭିତରେ ପ୍ରାପ୍ତ
Read More...

କୃଷି ବିଲ୍‌ ଉପରେ ଅକାଳି ସାଂସଦଙ୍କ ଚେତାବନୀ : ଚାଷୀଙ୍କୁ ଦୁର୍ବଳ ଭାବନ୍ତୁ ନାହିଁ ସରକାର

ନୂଆଦିଲ୍ଲୀ : ସଂସଦରେ ମୌସୁମୀ ଅଧିବେଶନର ଆଜି ସପ୍ତମ ଦିନ । ସରକାର କୃଷି ସମ୍ବନ୍ଧିତ ବିଲ୍‌କୁ ରାଜ୍ୟସଭାରେ ପେସ୍‌ କରିଛନ୍ତି । କୃଷି ସହ ଜଡ଼ିତ ଦୁଇଟି ବିଲ୍‌ ଲୋକସଭାରେ ପୂର୍ବରୁ ପାସ୍‌ ହୋଇସାରିଛି । ଶିରୋମଣି ଅକାଳି ଦଳ, ଯେଉଁ ଦଳ ବିଜେପି.ର ସବୁଠୁ ପୁରୁଣା ସହଯୋଗ ଥିଲା, ସେହି ଦଳ
Read More...

ଶିକ୍ଷା ବିଭାଗର ନିଷ୍ପତ୍ତି : କମ୍ ଛାତ୍ରଛାତ୍ରୀ ଥିବା ଦେଓଗାଁ ବ୍ଲକର ୧୪ଟି ସ୍କୁଲ ବନ୍ଦ ହେବ : ଏନ୍‌ଏଚ୍‌, ରେଲ ଲାଇନ…

ଦେଓଗାଁ, (ମନୀଷ କୁମାର ସାହୁ) : ୨୦ ବର୍ଷରୁ ଅଧିକ ହେଲା ନିଜ ନିଜ ଗାଁରେ ପାଠ ପଢ଼ୁଥିବା ୧୪ଟି ସ୍କୁଲର କୋମଳମତୀ ଛାତ୍ରଛାତ୍ରୀ ଏବେ ଗାଁ ସ୍କୁଲରେ ଅଧିକ ପିଲା ନ ଥିବାରୁ ନିକଟବର୍ତ୍ତୀ ଅନ୍ୟ ସ୍କୁଲକୁ ପାଠ ପଢ଼ିବାକୁ ଯିବେ ବୋଲି ସରକାରୀ ନିଷ୍ପତ୍ତି ହୋଇଥିବାର ଜଣାପଡ଼ିଛି । ଅପାଠୁଆ କେହି
Read More...

ବଢ଼ୁଛି ସଂକ୍ରମଣ : ଗତ ୨୪ ଘଂଟାରେ ଓଡ଼ିଶାରେ ସର୍ବାଧିକ ୪୩୩୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବଢ଼ି ଚାଲିଛି ସଂକ୍ରମଣ । ଗତ ୨୪ ଘଂଟାରେ ଓଡ଼ିଶାରେ ସର୍ବାଧିକ ୪୩୩୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୫୫୬ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ
Read More...

ଲାନ୍ଥନଦୀ ସେତୁକୁ ସରକାରଙ୍କ ଅଣଦେଖା : ଜନ ଅସନ୍ତୋଷ ବଢ଼ୁଛି

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଲୋକମାନଙ୍କ ସୁବିଧା ପାଇଁ ସରକାର ଅନେକ ଗୁଡ଼ିଏ ଯୋଜନା କରିଛନ୍ତି, କିନ୍ତୁ ସରକାରଙ୍କ ନଦୀ ସେତୁ ଯୋଜନା ଫେଲ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ସଇଁନ୍ତଲା ଓ ବାଦିପଡାକୁ ସଂଯୋଗ କରୁଥିବା
Read More...

ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ୧୫୦ ଚାଷୀଙ୍କୁ ୟୁରିଆ ସାର ବଂଟନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ୟୁରିଆ ସାରର କୁତ୍ରିମ ଅଭାବ ଦେଖାଦେଇଛି । ଫଳରେ ଚାଷୀ କଲାବଜାରୀଙ୍କଠାରୁ ଚଢାଦରରେ ସାର କିଣୁଛନ୍ତି । ଏପରିକି ସାର ପାଇଁ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ତେଣୁ ଉକ୍ତ ୟୁରିଆ ସାରକୁ ଚାଷୀଙ୍କ ପାଖରେ ଠିକ ଭାବରେ ପହଂଚାଇବାର ଲକ୍ଷ୍ୟ ନେଇ
Read More...

ଲୋକସଭାରେ ତିନୋଟି ଶ୍ରମ ସଂହିତା ଉପସ୍ଥାପନ କଲେ ଶ୍ରୀ ଗଙ୍ଗୱାର

• ଦେଶରେ ଶ୍ରମ ସୁଧାର ଏବଂ କଲ୍ୟାଣ କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ ମାର୍ଗ ପ୍ରଶସ୍ତ ହେବନୂଆଦିଲ୍ଲୀ, (ପିଆଇବି) : ଶ୍ରମ ଓ ନିୟୋଜନ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଗତକାଲି ଲୋକସଭାରେ ତିନୋଟି ଶ୍ରମ ସଂହିତା ଉପସ୍ଥାପନ କରିଛନ୍ତି। ଏଗୁଡ଼ିକ
Read More...

ଓଡ଼ିଶା ସମେତ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ର ସହ ଅମ୍ଳଜାନ ଉପଲବ୍ଧତା ଏବଂ ଏହାର ଉପଯୋଗ ସଂପର୍କରେ ସମୀକ୍ଷା କଲେ…

ନୂଆଦିଲ୍ଲୀ, (ପିଆଇବି) : କୋଭିଡ଼-୧୯ ମହାମାରୀର ସଫଳ ନିୟନ୍ତ୍ରଣ ଏବଂ ପରିଚାଳନା ନିମନ୍ତେ ରଣନୀତି ଗ୍ରହଣ କରିବା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ସମୀକ୍ଷା ବୈଠକରେ ନୀତି ଆୟୋଗର ସଦସ୍ୟ
Read More...

ବିଶ୍ୱରେ ସର୍ବାଧିକ ଆରୋଗ୍ୟ ହାର ସହିତ ଆମେରିକାକୁ ପଛରେ ପକାଇ ଭାରତ ନଂ.୧

• ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୨ ଲକ୍ଷ : ବିଶ୍ୱରେ ଆରୋଗ୍ୟଙ୍କ ସଂଖ୍ୟାର ୧୯%• ପୁଣିଥରେ ସର୍ବାଧିକ ସଂଖ୍ୟକ ଦୈନିକ ଆରୋଗ୍ୟ ରେକର୍ଡ• ଗତକାଲି ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହେଲେ ୯୫,୦୦୦ରୁ ଅଧିକନୂଆଦିଲ୍ଲୀ, (ପିଆଇବି) : କୋଭିଡ-୧୯ ଆରୋଗ୍ୟ ମାମଲାରେ ଭାରତ ଆଜି ଏକ ଉଲ୍ଲେଖନୀୟ ଉପଲବ୍ଧି ହାସଲ
Read More...

ପୁଣି କଫ୍‌ ସିରପ୍‌ ଚୋରା ଚାଲାଣକାରୀ ସକ୍ରିୟ : ୧୮ ଶହ ବୋତଲ ଏସ୍‌କଫ୍‌ ସିରପ୍‌ ଜବତ, ଜଣେ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୋଲିସ ପ୍ରଶାସନ ପକ୍ଷରୁ କଫ୍‌ ସିରପ୍‌ ଚୋରା ଚାଲାଣକାରୀଙ୍କୁ ଧରପଗଡ଼ର ଅନ୍ତ ଘଟୁନାହିଁ । ପୋଲିସର ଏତେ ତନାଘନା ପରେ ବି କଫ୍‌ ସିରପ୍‌ ମାଫିଆମାନେ ସକ୍ରିୟ ରହିବା ସହରବାସୀଙ୍କୁ ଚକିତ କରୁଛି । ଆଜି ପୁଣି ବଲାଙ୍ଗିର ଆଦର୍ଶ ଟାଉନ୍‌ ଥାନା ପୋଲିସ ଦ୍ୱାରା ୧୮
Read More...