Monthly Archives

September 2020

ଅବିବାହିତା ନିରୀହ ମହିଳାଙ୍କୁ ସହାୟତା ଦାବୀ

ତୁରେକେଲା (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ୍‌ ଅନ୍ତର୍ଗତ ଲର୍କି ଗ୍ରାମର ଅବିବାହିତା ନିରୀହ ମହିଳା ପାଞ୍ଚ ପ୍ରଧାନ(୫୫)ଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି । ସୂଚନା ଅନୁସାରେ ପାଞ୍ଚ ପ୍ରଧାନଙ୍କ ନିଜ ଲୋକ କହିଲେ କେହିନାହାନ୍ତି । କୁଲି ମଜୁରୀ କରି ଗୁଜୁରାଣ
Read More...

ଅଗ୍ନିକାଣ୍ଡରେ ଚାରି ବଖରା ଘର ଜଳିଗଲା : ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ

ମାହାଙ୍ଗା : ଅଗ୍ନିକାଣ୍ଡରେ ଚାରି ବଖରା ଘର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ବିରୂପା ଗେଙ୍ଗୁଟି ଦୀପାଂଚଳର ବେନୁପୁରା ଗାଁରେ ଗତକାଲି ଅଗ୍ନିକାଣ୍ଡ ଘଟିଛି । ଗାଁର କପିଳ ଚରଣ ସାହୁ ଓ ନବ
Read More...

ବଢ଼ି ଚାଲିଛି ସଂକ୍ରମଣ : ଗତ ୨୪ ଘଂଟାରେ ଓଡ଼ିଶାରେ ୪୩୪୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବଢ଼ି ଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ଓଡ଼ିଶାରେ ୪୩୪୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୫୧୭ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ
Read More...

ଲକ୍‌ ଡାଉନ୍‌ ବେଳେ ମନରେଗା କାମ କରି ପାଉଣା ପାଇ ନଥିବା ଅଭିଯୋଗ

ତୁରେକେଲା (କୈଳାଶ ସଗ୍ରିଆ) : ଗତ ଲକ୍‌ ଡାଉନ୍‌ ସମୟରେ ମନରେଗା ମାଟି କାମ କରି ଶ୍ରମିକମାନେ ପାଉଣା ପାଇ ନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ତୁରେକେଲା ବ୍ଲକ୍‌ର ଲର୍କି ଗାଁର ଯଶୋବନ୍ତୀ ଭାଟି, କଶରୀ ଭାଟି, କାର୍ତ୍ତିକ ଭାଟି, ଟଙ୍କ ହଂସ, ମନବୋଧ ମାଝି, ବାଲମତି ବାଗ, ଶାନ୍ତି ସେଠ,
Read More...

ଗତ ୨୪ ଘଂଟାରେ ଦେଶରେ ୮୬,୫୦୮ ଜଣ ଆକ୍ରାନ୍ତ : ୧୧୨୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୭ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି । ଏହି ସଂକ୍ରମଣରେ ୯୧ ହଜାରରୁ ଅଧିକ ଲୋକଙ୍କ ମୂଲ୍ୟବାନ ଜୀବନ ଚାଲିଯାଇଛି । ସାରା ବିଶ୍ୱରେ ଆମେରିକା ପରେ ଭାରତରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ସାମ୍ନାକୁ ଆସୁଛି । ତଥାପି
Read More...

ହ୍ୱାଟ୍‌ସ୍‌ଆପ୍‌ ଚାଟ୍‌ସ୍‌ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କୁ ଡ୍ରଗ୍ସ ଏଜେନ୍ସିର ତଦନ୍ତ ପରିସରକୁ ଟାଣି ଆଣିଲା

ମୁମ୍ବାଇ : ବଲିଉଡ଼୍‌ ଅଭିନେତ୍ରୀ ଦୀପିକା ପାଦୁକୋଣ ଏବଂ ଶ୍ରଦ୍ଧା କପୁରଙ୍କୁ ୨୦୧୭ର ହ୍ୱାଟ୍‌ସ୍‌ଆପ୍‌ ଚାଟ୍‌ସର ଆଧାରରେ ପଚରା ଉଚୁରା ପାଇଁ ଡକା ଯାଇଥିଲା । ଏହି ଚାଟ୍‌ସ୍‌ ଟେଲେଣ୍ଟ ଏଜେଣ୍ଟ ଜୟା ସାହାଙ୍କ ମୋବାଇଲ୍‌ ଫୋନ୍‌ରୁ ମିଳିଥିବା ସୂଚନାରେ କୁହାଯାଇଛି । ଏହାକୁ ନେଇ ସୁଶାନ୍ତ ସିଂହ
Read More...

ଦିଲ୍ଲୀ ଚିକିତ୍ସାଳୟ ଗୁଡ଼ିକରେ ଅକ୍ସିଜେନ୍‌ର ଅଭାବ

ନୂଆଦିଲ୍ଲୀ : ଦିଲ୍ଲୀ ଚିକିତ୍ସାଳୟ ଗୁଡ଼ିକରେ ଅକ୍ସିଜେନ୍‌ର ଅଭାବ ହେଉଥିବା ଭଳି ସ୍ଥିତି ଉପୁଜିଥିବା ସୂଚନା ମିଳିଛି । ଏ ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ଅକ୍ସିଜେନ୍‌ର ଅଭାବ ନାହିଁ । କିନ୍ତୁ କିଛି ସପ୍ଲାଅର୍‌ଙ୍କୁ କୁହାଯାଇଛି ଯେ, ରାଜସ୍ଥାନକୁ ପ୍ରଥମେ
Read More...

ସାମ୍ବାଦିକ ପ୍ରତାପ ଚନ୍ଦ୍ର ଦାସଙ୍କ ପରଲୋକ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସାମ୍ବାଦିକ ପ୍ରତାପ ଚନ୍ଦ୍ର ଦାସଙ୍କ ଗତ ରାତିରେ ପରଲୋକ ହୋଇ ଯାଇଥିବା ସୂଚନା ମିଳିଛି । ତେବେ ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ
Read More...

ଅଙ୍ଗନୱାଡ଼ି କେନ୍ଦ୍ର ସମସ୍ୟାର ସମାଧାନ କରିବା ପାଇଁ ମିଶନ ଶକ୍ତି ଓ ଶିଶୁ ବିକାଶ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କଲେ…

ଦେଓଗାଁ (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଗୌଡଗୋଠ ଗାଁରେ ୪ଟି ଅଙ୍ଗନୱାଡ଼ି କେନ୍ଦ୍ର ରହିଛି । ସେହି ୪ଟି କେନ୍ଦ୍ର ମଧ୍ୟରୁ(କ) କେନ୍ଦ୍ରଟି ପୁରୁଣା ହୋଇଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ଅନ୍‌ସେଫ୍‌ ଘୋଷଣା କରି କୋଠାକୁ ଭାଙ୍ଗି ସେଠାରେ ନୂଆଁ କୋଠା ନିର୍ମାଣ କରିବାକୁ ଟଙ୍କା
Read More...

ବଲାଙ୍ଗିର ପୌରାଞ୍ଚଳର ୱାର୍ଡ ନଂ.୧୨ ଓ ୧୫ କନଟେନମେଣ୍ଟ ଜୋନ ଘୋଷିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ସଂକ୍ରମଣକୁ ଦୃଷ୍ଟିରୁ ବଲାଙ୍ଗିର ପୌରାଞ୍ଚଳର ୱାର୍ଡ ନଂ.୧୨ ଓ ୧୫କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କନଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ତେବେ କନଟେନମେଣ୍ଟ ଜୋନ ଘୋଷିତ ଅଂଚଳକୁ ସର୍ବ ସାଧାରଣଙ୍କ ଯାତାୟାତକୁ ବାରଣ କରାଯାଇଛି। ପ୍ରଦତ୍ତ ସୂଚନା ଅନୁସାରେ
Read More...