Daily Archives

ଗ୍ଲୋବାଲ୍‌ ଟାଇମ୍‌ସ୍‌ର ଧମକ : ଆମେରିକାର ସେନା ତାଇୱାନ୍‌ ଲେଉଟିଲେ ଯୁଦ୍ଧକୁ ଲମ୍ଫ ଦେବ ଚୀନ

ନୂଆଦିଲ୍ଲୀ : ଚୀନ୍‌ର ସରକାରୀ ସମ୍ବାଦପତ୍ର ‘ଗ୍ଲୋବାଲ୍‌ ଟାଇମ୍‌ସ୍‌’ ପକ୍ଷରୁ ଧମକ ଦିଆଯାଇଛି ଯେ, ଆମେରିକାର ସେନା ଯଦି ତାଇୱାନ୍‌ ଲେଉଟିବେ, ତେବେ ଚୀନ୍‌ ଯୁଦ୍ଧକୁ ଲମ୍ଫଦେବ ଚୀନ । ଗ୍ଲୋବାଲ୍‌ ଟାଇମ୍‌ସ୍‌ର ଏଡ଼ିଟର୍‌ ହୁ ସିଜିନ୍‌ ପକ୍ଷରୁ ଆମେରିକା ଓ ତାଇୱାନ୍‌କୁ ଧମକ୍‌ ଦିଆଯାଇଛି ।
Read More...

ସବୁ ସମୟ ପାଇଁ ଆଦର୍ଶ ଓ ଐିତିହାସିକ ଚରିତ୍ର ଭାବେ ମନେ ରହିବେ ମହାନ୍‌ ପୁରୁଷ ଭାଗବତ ପ୍ରସାଦ ନନ୍ଦ

ସମ୍ବଲପୁର, (ଦାମୋଦର ପଣ୍ଡା) : କିଛି ଏଇମିତି ବ୍ୟକ୍ତିତ୍ଵ ଥାଆନ୍ତି, ଯେଉଁମାନଙ୍କ ପରିଚୟ, ସବୁ ପରିଚୟର ଉପରେ ଥାଏ, ସେମିତି ଜଣେ ବ୍ୟକ୍ତିତ୍ଵ ଭାଗବତ ନନ୍ଦ । ଏଭଳି କୌଣସି ଦିଗ ନାହିଁ, ଯେଉଁଠି ତାଙ୍କର ଦାମ୍ଭିକ ଉପସ୍ଥିତି ଜାହିର କରି ନାହାନ୍ତି । ୧୯୩୭ ମସିହାରେ ବଲାଙ୍ଗିରରେ
Read More...

ଦ୍ୱାଦଶହରେ ସ୍ୱର୍ଗତଃ ରାଧେଶ୍ୟାମ ପୁରୋହିତଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ପିତା ତଥା ବହୁ ପ୍ରତିଷ୍ଠିତ ପୁରୋହିତ ହୋଟେଲର ପ୍ରତିଷ୍ଠାତା ସ୍ୱର୍ଗତଃ ରାଧେଶ୍ୟାମ ପୁରୋହିତଙ୍କ ଦ୍ୱାଦଶହ ଅବସରରେ ପଦ୍ମପୁର, ପାଇକମାଲ ଏବଂ ଝାରବନ୍ଧ
Read More...

ଚାଷୀଙ୍କ ସୁବିଧା ପାଇଁ ବିଜେପି ପକ୍ଷରୁ ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ୨୦୧୯-୨୦ ବର୍ଷର ଫସଲ ବୀମା, ୟୁରିଆ ସାରର କୁତ୍ରିମ ଅଭାବ ଓ କୀଟନାଶକ ନକଲି ଔଷଦ ସମେତ ଇମପୁଟ ସବସିଡି ପ୍ରଭୃତି ଚାଷୀଙ୍କ ସୁବିଧା ସମ୍ବଳିତ ୪ ଦଫା ଦାବୀ ପତ୍ର ଲୋଇସିଂହା ବିଜେପି ପକ୍ଷରୁ ବିଡିଓଙ୍କ ଜରିଆରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ପ୍ରଦାନ
Read More...

ପୁଣି ଦେଶରେ ତେଜୁଛି କରୋନା ସଂକ୍ରମଣ : ବେହାଲ୍‌ ଜନଜୀବନ

ନୂଆଦିଲ୍ଲୀ : ପୁଣି ଦେଶରେ ତେଜୁଛି କରୋନା ସଂକ୍ରମଣ । ବେହାଲ୍‌ ହେଲାଣି ଜନଜୀବନ । ଦେଶରେ କରୋନା ସଂକ୍ରମଣର ଏକ୍‌ଟିଭ୍‌ ସଂଖ୍ୟା ଲଗାତାର ୬ ଦିନ ଧରି କମ୍‌ ରହିଥିଲେ ବି ଆଜି ପୁଣି ତେଜିଥିବାର ଲକ୍ଷ୍ୟ କରାଯାଉଛି । ଗତ ୨୪ ଘଂଟାରେ କରୋନାରେ ସୁସ୍ଥ ହେବାର ଲୋକଙ୍କ ସଂଖ୍ୟା କମ୍‌ ରହିଛି ଏବଂ
Read More...

ନୂତନ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ ଯୋଷୀଙ୍କୁ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା,(ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଯୁବନେତା ଅଜିତ କୁମାର ଯୋଷୀଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଭାବେ ମନୋନୀତ କରିଥିବାରୁ ତାଙ୍କ କାର୍ଯ୍ୟାଳୟଠାରେ ବଙ୍ଗୋମୁଣ୍ଡାରେ ଥିବା ସାହିତ୍ୟ
Read More...

ରାଜ୍ୟରେ ୨ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଂଟାରେ ଓଡ଼ିଶାରେ ୪୨୦୮ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୨ ଲକ୍ଷ ଟପିଯାଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ଓଡ଼ିଶାରେ ୪୨୦୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୪୬୨ ଜଣ
Read More...

ନୂଆପଡା ସ୍କୁଲକୁ ବନ୍ଦ ନ କରିବା ପାଇଁ ବିଇଓଙ୍କୁ ଦାବୀପତ୍ର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଂଚାୟତର ପୁତୁଲାତଲାଇ ନିକଟରେ ଥିବା ନୂଆପଡା ପ୍ରାଥମିକ ବିଦ୍ୟାଳୟକୁ ସରକାର ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଗ୍ରାମବାସୀ ପ୍ରତିବାଦ କରିବା ସହ ବିଦ୍ୟାଳୟକୁ ବନ୍ଦ ନ କରିବା ପାଇଁ
Read More...

୨୦୨୧ର ପ୍ରଥମ ମାସରୁ ହିଁ ମିଳିବା ଆରମ୍ଭ ହୋଇଯିବ କରୋନା ଭ୍ୟାକ୍‌ସିନ୍‌ : ଜାଣନ୍ତୁ, କେଉଁ ଦେଶ ଦାବୀ କରୁଛି

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ଖୁବ୍‌ ତୀବ୍ରବେଗରେ ବଢ଼ୁଛି । ଏଭଳି ସମୟରେ ଚୀନ୍‌ର ଏକ ଔଷଧ କଂପାନୀ ଦାବୀ କରିଛି ଯେ, ୨୦୨୧ର ପ୍ରଥମ ମାସରୁ ହିଁ ମିଳିବା ଆରମ୍ଭ ହୋଇଯିବ କରୋନା ଭ୍ୟାକ୍‌ସିନ୍‌ । ଆମେରିକା ସହିତ ବିଶ୍ୱର ସମସ୍ତ ଦେଶରେ ଏହି ଭ୍ୟାକ୍‌ସିନ୍‌ ବିତରଣ
Read More...

କୃଷି ବିଲ୍‌ ବିରୁଦ୍ଧରେ ରାଜରାସ୍ତାରେ କୃଷକ : ବିଭିନ୍ନ ବିରୋଧୀ ସଂଗଠନ ଦ୍ୱାରା ଆଜି ସାରା ଦେଶରେ ଚାଲିଛି ଚକାଜାମ୍‌…

ନୂଆଦିଲ୍ଲୀ : କୃଷକଙ୍କୁ ନେଇ ମୋଦୀ ସରକାରଙ୍କ ଦ୍ୱାରା ଅଣାଯାଇଥିବା ବିଲ୍‌ ଉପରେ ସଂଗ୍ରାମ ଜାରି ରହିଛି । ଭାରତୀୟ କିଷାନ୍‌ ୟୁନିଅନ୍‌ ସହ ବିଭିନ୍ନ କୃଷକ ସଂଗଠନ ଆଜି ସାରା ଦେଶରେ ଚକାଜାମ୍‌ ଡାକରା ଦେଇଛନ୍ତି । ଏଥିରେ ୩୧ଟି ସଂଗଠନ ସାମିଲ୍‌ ରହିଛନ୍ତି । ତେବେ କୃଷକ ସଂଗଠନ ମାନଙ୍କୁ
Read More...