Daily Archives

ଜୟ କୋସଲ କୃଷକ ସଙ୍ଗଠନ ବେଲପଡ଼ା ଶାଖା ତରଫରୁ ତହସିଲ କାର୍ଯ୍ୟାଳୟ ଘେରାଉ

ବେଲପଡ଼ା, (ସିପୁନ ଖମାରୀ) : କେନ୍ଦ୍ର ସରକାର ଆଗତ କରିଥିବା କୃଷି ଅଧ୍ୟାଦେଶକୁ ବିରୋଧ କରି ଆଜି ଜୟ କୋସଲ କୃଷକ ସଙ୍ଗଠନ ବେଲପଡ଼ା ଶାଖା ତରଫରୁ ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଛଇ ଏବଂ ତହସିଲ ସାମ୍ନାରେ ବିଲ୍ ବିରୋଧରେ ଧାରଣା ଦିଆଯାଇଛି । ତା' ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ
Read More...

ବିଜେଡି ଜିଲ୍ଲା ଛାତ୍ର ସଭାପତି ଭାବେ ଗୁଞ୍ଜ ଖାନ ଓ ସୁମନ ନନ୍ଦ ରାଜ୍ୟ ଛାତ୍ର ସମ୍ପାଦକ ଭାବେ ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଛାତ୍ର ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତା ନିଯୁକ୍ତି କରିଥିବା ବେଳେ ବଲାଙ୍ଗିର ଜିଲ୍ଲାର ଜିଲ୍ଲା ଛାତ୍ର ସଭାପତି ଭାବରେ ଗୁଞ୍ଜ ଖାନଙ୍କୁ ଓ ରାଜ୍ୟ ଛାତ୍ର ସମ୍ପାଦକ ଭାବରେ ସୁମନ କୁମାର ନନ୍ଦଙ୍କୁ
Read More...

ଗଳିକନ୍ଦିରେ ବେଶ ସରଗମ ସଟ୍ଟା ବଜାର : ଟଙ୍କାଏରେ ନବେ ଟଙ୍କା ଆଶା ଦେଖାଇ ଗଦି ମାଲେମାଲ, ଯୁବପିଢି କଙ୍ଗାଲ୍

ଦେଓଗାଁ, (ମନୀଷ କୁମାର ସାହୁ) : ଟଙ୍କାକରେ ନବେ ଟଙ୍କାର ମୋହ ଦେଖାଇ ଲୋକଙ୍କୁ ପାଗଳ କରିଛି ବେଆଇନ ସଟ୍ଟା ଖେଳ । ପିଲା, ବୁଢା, ଟୋକା, ସ୍କୁଲ, କଲେଜ ଛାତ୍ର ସହ ମହିଳା ପର୍ୟ୍ୟନ୍ତ ଏହି ସଟ୍ଟାର ମୋହରେ ପଡିଛନ୍ତି । ଦିନ ତମାମ ବିଭିନ୍ନ ପଡ଼ାରେ କିଛି ଟୋକାଙ୍କୁ ନେଇ ସଟ୍ଟାପଟି ଲେଖାଯିବା
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୭୬ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୨୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରୁ ଆଜି ୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ପୌରାଂଚଳରୁ ୨୨ ଜଣ ସଂକ୍ରମିତ ହୋଇଛନ୍ତି । ବଲାଙ୍ଗିର ପୌରାଂଚଳରୁ ୱାର୍ଡ ନଂ.୧ରୁ ୨, ୨ରୁ ୪, ୫ରୁ ୨, ୬ରୁ ୬, ୭ରୁ ୨, ୯ରୁ ୧, ୧୫ରୁ ୨, ୧୮ରୁ ୨ ଓ ୨୦ରୁ ୧ ଜଣ ଆକ୍ରାନ୍ତ
Read More...

ବୃକ୍ଷ ରୋପଣ କରିଥିବା ଶ୍ରମିକଙ୍କୁ ୬ ମାସ ହେଲା ମିଳିନି ପାଉଣା : ବନ କାର୍ୟ୍ୟଳୟ ଘେରାଉ କଲେ ଶ୍ରମିକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବେଲଗାଁ ବନ ବିଭାଗ ଅଧୀନରେ କାର୍ୟ୍ୟ କରିଥିବା ଶ୍ରମିକମାନେ ଦୀର୍ଘ ୬ ମାସ ହେଲାଣି ଟଙ୍କା ପାଇଁ ନ ଥିବା ବେଳେ ଏହାର ପ୍ରତିବାଦରେ ବେଲଗାଁ ଫରେଷ୍ଟରଙ୍କ କାର୍ୟ୍ୟଳୟକୁ ଶ୍ରମିକମାନେ ଘେରାଉ କରିଥିଲେ । ବର୍ତ୍ତମାନ
Read More...

ବୀମା ରାଶି ପ୍ରଦାନ ପାଇଁ ଦାବୀପତ୍ର

ମୁରିବାହାଲ, (କେପିଏନ୍‌ଏସ୍‌) : ୨୦୧୯ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶିରୁ ବଂଚିତ ଥିବା ଶତାଧିକ ଚାଷୀମାନଙ୍କୁ ନେଇ ମୁରିବାହାଲ ପଞ୍ଚାଯତ ସମିତି ଅଧ୍ୟକ୍ଷ ହଂସରାଜ ଜୈନ ମୁଖ୍ୟମନ୍ତ୍ରୀଙ୍କ ଉ‌ଦ୍ଦଶ୍ୟରେ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀପତ୍ର ପ୍ରଦାନ କାର୍ୟ୍ୟକ୍ରମରେ ବ୍ଲକ
Read More...

ଫସଲ ବୀମା ରାଶି ପ୍ରଦାନରେ ଅନିୟମିତତା ପ୍ରତିବାଦରେ ତହସିଲ ଅଫିସ ଘେରାଉ : ଧାରଣାରେ ଚାଷୀଙ୍କ ସହ ବସିଲେ ପୂର୍ବତନ…

ସଇଁନ୍ତଲା, (ଅଜିତ କୁମାର ସାହୁ) : କଥାରେ ଅଛି 'ଚାଷ କାମ ଯାହାର, କେତେ ସୁଖ ତାହାର' । ହେଲେ ଏହା ଆଜି ବିପରୀତ ହୋଇଛି- 'ଚାଷ କାମ ଯାହାର, କେତେ ଦୁଃଖ ତାହାର' । ତେବେ ଆଜି ଗତ ବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀ ମାନଙ୍କୁ ବୀମା ରାଶି ପ୍ରଦାନରେ ବ୍ୟାପକ ଅନିୟମିତତା
Read More...

ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତିର ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ ) : ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତିର ପରିବର୍ଦ୍ଧିତ ବୈଠକ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କୃଷକ ସଂଗଠନ ସମନ୍ୱୟ ସମିତିର ସଭାପତି ରାଜେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ
Read More...

ଆଦିବାସୀ ହାଇସ୍କୁଲରେ ତାଲାବନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ସର୍ଗିବାହାଲ ଗ୍ରାମରେ ଅବସ୍ଥିତ ଆଦିବାସୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗ୍ରାମବାସୀ ଓ ବିଦ୍ୟାଳୟ କମିଟି ଆଜି ତାଲାବନ୍ଦ କରିଛନ୍ତି । ଏଠାରେ କାର୍ୟ୍ୟରତ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ‌ଦ୍ୱାଦଶ ପ୍ରଧାନଙ୍କ ଅନେକ ଅସନ୍ତୋଷ କାର୍ୟ୍ୟ ଯଥା
Read More...

ବିପଦଶଙ୍କୁଳ ଅବସ୍ଥାରେ ଜଲିଆ ସେତୁ ରାସ୍ତା ଓ ରାଜ ରାସ୍ତା

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଜନସାଧାରଣଙ୍କ ସୁବିଧା ଓ ଯାନବାହାନ ଚଳାଚଳକୁ ଦୃଷ୍ଟିରେ ରଖି ସରକାର ବହୁ ଗୁଡାଏ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ତାହା ଦ୍ୱାରା କେତେ ଉପଯୁକ୍ତ କାମ ହେଉଛି, ତାହା ତଦନ୍ତ କରିବା ନିହାତି ଜରୁରୀ । କିଛି ଦିନ ହେବ ବଲାଙ୍ଗିରରୁ ଭବାନୀପାଟଣାର
Read More...