Daily Archives

ମନରେଗା କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ବିନା କାମରେ ମିଳିଛି ପାରିଶ୍ରମିକ, ହେଲେ ଶ୍ରମିକର ପାଉଣା ଗାଏବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ରାଜବୋଡାସମ୍ବର ବ୍ଲକର ବରିକେଲ ପଂଚାୟତ ଚାରପାଲି ଗ୍ରାମରେ ମନରେଗା କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଚଳିତ ୨୦୨୦–୨୧ କାର୍ୟ୍ୟ ବର୍ଷ ପ୍ରକଳ୍ପ ଅଟକଳ ପରିମାଣ ପାଂଚ ଲକ୍ଷ ଟଙ୍କା ହୋଇଥିବା ବେଳେ
Read More...

ସାଦଖୁଆ ଓ କୃମିନାଶକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ

ତୁରେକେଲା, (ଗୁରୁଦୟାଲ ହଂସ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ପଞ୍ଚାୟତର ଅଙ୍ଗନୱାଡ଼ି କେନ୍ଦ୍ର 'ଖ'ରେ ଛୋଟ ପିଲାମାନଙ୍କୁ କୃମିନାଶକ ଔଷଧ ଦିଆଯିବା ସହିତ ଗର୍ଭବତୀ ମାଆମାନଙ୍କୁ ସାଦ ଖୁଆଇବା(ଗୋଦ ଭରେଇ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ
Read More...

ଭୂମିହୀନ ଦେବହରୀଙ୍କୁ କେବେ ମିଳିବ ଜମି ?

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଉମା ଗ୍ରାମର ଅନୁସୂଚିତ ଜନଜାତି ତଥା ଭୂମିହୀନ ଦେବହରୀ ପାଣ୍ତେ(୬୮) ଦୀର୍ଘ ବର୍ଷ ହେଲା ସରକାରୀ ଜମି ଖଣ୍ତେ ପାଇବା ପାଇଁ ବିଭିନ୍ନ ସରକାରୀ କାର୍ୟ୍ୟାଳୟ ଧାଇଁ ଧାଇଁ ହାରିଗୁହାରୀ କରିଆସୁଥିଲେ ମଧ୍ୟ ସତ୍ତ୍ୱାଧିକାର ପାଇପାରୁ ନଥିବା ଜଣାଯାଇଛି ।
Read More...