Daily Archives

ସୁସ୍ଥ ହେଲେ ବିଗ୍ ବି

ମୁମ୍ବାଇ, (କେପିଏନ୍ଏସ୍) : କରୋନା ସଂକ୍ରମଣରୁ ମୁକ୍ତ ହୋଇଛନ୍ତି ବଲିଉଡ଼୍ ‘ବିଗ୍ ବି’ ଅଭିନେତା ଅମିତାଭ ବଚ୍ଚନ । ଦୀର୍ଘ ୨୩ ଦିନ ଚିକିତ୍ସା ହେବା ପରେ ଆରୋଗ୍ୟ ଲାଭ କରିଛନ୍ତି ସେ । ନାନାବତୀ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି ଅମିତାଭ୍ । ଅଥଚ ବର୍ତ୍ତମାନ ପର୍ଯ୍ୟନ୍ତ ଚିକିତ୍ସାଧୀନ
Read More...

କରୋନା ମାଡ଼ରେ ଫିକା ପଡ଼ିଲା ରକ୍ଷାବନ୍ଧନ

ବଲାଙ୍ଗିର, (କେପିଏନ୍ଏସ୍) : ଭାଇଭଉଣୀ ସଂପର୍କକୁ ଆହୁରି ବଳିଷ୍ଠ କରିଥାଏ ରକ୍ଷାବନ୍ଧନ । ବଡ଼ ଉତ୍ସାହର ସହ ଟାକି ରହିଥାଏ ଭଉଣୀ ରକ୍ଷାବନ୍ଧନ ତିଥିକୁ । ଭାଇର ହାତରେ ରାକ୍ଷୀ ବାନ୍ଧିବ । ଭାଇର ଶୁଭ ମନାସିବ । ଭାଇକୁ ଉପହାର ଦେବ । ମିଷ୍ଠ।ନ୍ନ ଖୁଆଇବ । ଅଥଚ ଚଳିତ ବର୍ଷ କରୋନା ସଂକ୍ରମଣର
Read More...