Daily Archives

ହୋମିଓପ୍ୟାଥିକ୍‌ ଓ ପାରମ୍ପରିକ ଔଷଧ କ୍ଷେତ୍ରରେ ସହଯୋଗ ପାଇଁ ଜିମ୍ବାୱେ ସହ ସ୍ୱାକ୍ଷରିତ ବୁଝାଣାପତ୍ରକୁ କେନ୍ଦ୍ର…

ନୂଆଦିଲ୍ଲୀ (ପିଆଇବି) : ହୋମିଓପ୍ୟାଥିକ୍‌ ଓ ପାରମ୍ପରିକ ଔଷଧପତ୍ର କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ସ୍ୱାକ୍ଷରିତ ଏକ ବୁଝମଣାପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଜି ପିଛିଲାଭାବେ ଅନୁମୋଦନ କରାଯାଇଛି ।
Read More...

କରୋନା ମାଡ଼ରେ ଫିକା ଫିକା ରକ୍ଷାବନ୍ଧନ ମାହୋଲ୍

ସଇଁନ୍ତଲା, ୧/୮ (ଅଜିତ କୁମାର ସାହୁ) : ସର୍ବ ମଙ୍ଗଳ ମନାସୀ ଭଉଣୀ ଭାଇର ହାତରେ ବାନ୍ଧିଥାଏ ରାକ୍ଷୀ ଶ୍ରାବଣ ପୂର୍ଣ୍ଣିମା ରକ୍ଷାବନ୍ଧନ ତିଥିରେ । ଭାଇ ଭଉଣୀର ସଂପର୍କକୁ ଆହୁରି ବଳିÂତା ପ୍ରଦାନ କରିଥାଏ ଏହି ଉତ୍ସବ । ଚଳିତ ବର୍ଷ ରକ୍ଷାବନ୍ଧନ ପାଖେଇ ଆସୁଥିଲେ ବି ଅନ୍ୟ ବର୍ଷ ଭଳି
Read More...

ଆଜି ରାଜ୍ୟରେ ୧୬୦୨ କରୋନା ସଂକ୍ରମିତ

ଭୁବନେଶ୍ୱର, ୧/୮ (କେପିଏନ୍ଏସ୍) : ଆଜି ରାଜ୍ୟରେ ୧୬୦୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୯୯୩ ଜଣ ସଂଗରୋଧ କେନ୍ଦ୍ରରୁ ଓ ୬୦୯ ଜଣ ଲୋକାଲ୍ ରହିଛନ୍ତି । ରାଜ୍ୟରେ ୨୯ଟି ଜିଲ୍ଲାରୁ ଆଜି ସଂକ୍ରମିତ ଚିହ୍ନଟ ହୋଇଥିବା କୁହାଯାଇଛି । ସରକାରୀ ରିପୋର୍ଟ ଅନୁସାରେ ଆଜି
Read More...