କପସିଲା ୟୁପି ସ୍କୁଲ୍ ଠାରେ ପିଏମ୍ଶ୍ରୀ ଉତ୍ସବ ପାଳିତ
ତୁଷୁରା, (କେପିଏସ୍ଏସ୍) : ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା କ୍ଲଷ୍ଟରର କପସିଲା ୟୁପି ସ୍କୁଲ୍ ଠାରେ ପିଏମ୍ଶ୍ରୀ ଉତ୍ସବ ପାଳିତ ହୋଇଯାଇଛି । ଏବିଇଓ ରମେଶ ଚନ୍ଦ୍ର ସାମର୍ଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ତୁଷୁରା ଏନ୍ଏସି ଅଧ୍ୟକ୍ଷ ଅଜୟ ଜୟଶ୍ୱାଲ ଯୋଗଦେଇ!-->…
Read More...
Read More...