Browsing Tag

tusura news

ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ବେଳନୀ ବଲାଙ୍ଗିର ଶାଖା ପକ୍ଷରୁ ଯୁବ ସାମ୍ବାଦିକଙ୍କୁ ସମ୍ମାନିତ

ତୁଷୁରା, (ଅଜିତ କୁମାର ସାହୁ) : ସମାଜସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ତୁଷୁରା ଯୁବ ସାମ୍ବାଦିକ ମନୋଜ କୁମାର ଜୈନଙ୍କୁ ବଲାଙ୍ଗିର ଠାରେ ସମ୍ମାନିତ କରାଯାଇଛି । ପୃଷ୍ଠପୋଷକ ଏବଂ ଉପାଧ୍ୟକ୍ଷ ଜିଲା ରେଡକ୍ରସ ତଥା ସମାଜସେବୀ ବିଷ୍ଣୁ ପ୍ରସାଦ କେଡିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ
Read More...

ମାରୱାଡି ଯୁବାମଞ୍ଚର ଅମୃତଧାରା ପ୍ରକଳ୍ପର କନ୍‌ଭେନର ହେଲେ ଯୁବ ସାମ୍ବାଦିକ ମନୋଜ ଜୈନ

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ସହରର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ମାରୱାଡି ଯୁବାମଞ୍ଚର ଅମୃତଧାରା ପ୍ରକଳ୍ପର କନ୍‌ଭେନର ଭାବେ ମନୋନୀତ ହେଲେ ଯୁବ ସାମ୍ବାଦିକ ମନୋଜ କୁମାର ଜୈନ । ବିଶୁଦ୍ଧ ଥଣ୍ଡା ପିଇବା ପାଣି ଲୋକମାନଙ୍କୁ ଯୋଗାଇ ଦେବା ପାଇଁ ସହରରେ ୧୦ଟି
Read More...

ଗୁଣିଗାରେଡି ସନ୍ଦେହରୁ ଗଣ୍ଡଗୋଳ, ପୀଡିତଙ୍କୁ ବିଷ୍ଠା ଖୁଆଇ ୪ ଜଣ ଗିରଫ

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ତୁଷୁରା ଥାନା ଶିରାବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ଏ ସଂପର୍କରେ ଅଂଚଳରେ ଚର୍ଚ୍ଚା ଜୋର୍‌ ଧରିଛି । ଗୁଣିଗାରେଡି ସନ୍ଦେହରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହେବା ପରେ ପୀଡିତଙ୍କୁ ବିଷ୍ଠା ଖୁଆଇବା ସହ
Read More...

ଆଶୁକବି ହେମନ୍ତ ଦାଶ ପାଇଲେ ରାଜ୍ୟ ସ୍ତରୀୟ କବିତା ସମ୍ମାନ-୨୦୨୧

ତୁଷୁରା, (ଅଜିତ କୁମାର ସାହୁ) : ଗତ ୨୧ ତାରିଖ ଦିନ କଟକ ସହିଦ ଭବନ ଠାରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ, କଟକ ଓ ଅଗ୍ନି ସ୍ଫୁଲିଙ୍ଗ, ରାଉରକେଲାର ମିଳିତ ଉଦ୍ୟମରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ତୋଷରାର ଆଶୁକବି ହେମନ୍ତ ଦାଶ, ନିଷାନ୍‌ର ସଂପାଦକଙ୍କୁ ରାଜ୍ୟ ସ୍ତରୀୟ କବିତା
Read More...

ଓଲଟି ପଡ଼ିଲା ଡମ୍ଫର ଗାଡ଼ି : ୩ ଗୁରୁତର

ତୁଷୁରା, (ଅଜିତ କୁମାର ସାହୁ) : ତୁଷୁରା ନିକଟସ୍ଥ ଲିଖିରିଆ ପାଖ ବର୍‌ଲା ଗାଁରେ ଭାରସାମ୍ୟ ହରାଇ ଗତ ରାତି ପ୍ରାୟ ୩ଟା ସମୟରେ ଏକ ଡମ୍ଫର ଗାଡ଼ି ଓଲଟି ପଡ଼ିଥିବା ବେଳେ ଗାଡ଼ିରେ ଥିବା ଡ୍ରାଇଭର୍‌ ସମେତ ୩ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଗୁରୁତରମାନଙ୍କୁ ଗ୍ରାମବାସୀଙ୍କ ଦ୍ୱାରା
Read More...

ପ୍ରେମ ସମ୍ପର୍କକୁ ନେଇ ସଂଘର୍ଷ : ୫ ଆହତ, ୨ ଗୁରୁତର

ତୁଷୁରା, (ଅଜିତ କୁମାର ସାହୁ) : ତୁଷୁରା ଥାନା ପେଣ୍ଡିମୁଣ୍ଡା ଗାଁରେ ପ୍ରେମ ସମ୍ପର୍କକୁ ନେଇ ଗୋଷ୍ଠୀ ସଂଘର୍ଷ ହେବାରୁ ୫ ଜଣ ଆହତ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ଶନିବାର ରାତିରେ ପେନ୍ଦିମୁଣ୍ଡା ଗାଁର ସୁବୋଧ
Read More...

କାର ଓ ବାଇକ ମୁହାଁମୁହିଁ : ଘଟଣା ସ୍ଥଳରେ ବାଇକ ଚାଳକ ମୃତ, କାର ଚାଳକ ଗୁରୁତର

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା-ରାମପୁର ମୁଖ୍ୟ ରାସ୍ତା ସ୍ଥିତି ମିଶ୍ର ଢ଼ାବା ଠାରେ କାର ଓ ବାଇକ ମୁହାଁମୁହିଁ ହୋଇ ଥିବାବେଳେ ଧକ୍କାରେ ବାଇକ ଚାଳକଙ୍କ ଘଟଣା ସ୍ଥାନରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ କାର ଡ୍ରାଇଭର ଗୁରୁତର ଅବସ୍ଥାରେ ଥିବା ବେଳେ ତାଙ୍କୁ
Read More...

ତହସିଲଦାରଙ୍କ ଧାନ ମଣ୍ଡି ଯାଞ୍ଚ : ୧୪ ‌କ୍ୱି‌ଣ୍ଟାଲ ବେଆଇନ ଧାନ ଜବତ

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ନୂଆପଡା ପେକ୍ସ ଧାନ ମଣ୍ଡିକୁ ଶୁକ୍ରବାର ତୁଷୁରା ତହସିଲଦାର ଚନ୍ଦ୍ରମଣି ନାଗ ନିଜ ଟିମ୍‌ ସହ ଯାଞ୍ଚ କରିବାକୁ ଯାଇଥିବା ବେଳେ ୩୬ ପ୍ୟାକେଟ ତଥା ପ୍ରାୟ ୧୪ ‌କ୍ୱି‌ଣ୍ଟାଲ ବେଆଇନ ଧାନକୁ ଜବତ କରିଥିଲେ । ଏହି
Read More...

ଚିକିତ୍ସା ଅବହେଳାରୁ ପ୍ରସୂତୀ ମହିଳାଙ୍କ ମୃତ୍ୟୁ ଘଟଣାର ପାଞ୍ଚ ଦିନ ବିତିଲା, କାର୍ୟ୍ୟନୁଷ୍ଠାନ ଶୂନ୍ : ସାଧାରଣରେ…

ତୁଷୁରା, (ଅଜିତ କୁମାର ସାହୁ) : ଚିକିତ୍ସା ଅବହେଳାରୁ ପ୍ରସୂତୀ ମହିଳାଙ୍କ ମୃତ୍ୟୁ ଘଟଣାର ପାଞ୍ଚ ଦିନ ବିତି ଯାଇଥିଲେ ମଧ୍ୟ କାର୍ୟ୍ୟନୁଷ୍ଠାନ ଶୂନ୍ । ଏନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟ ପକ୍ଷରେ ଗୁଡଭେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ଼ା. ସୁମିତ ମେହେର ନିଜେ ଆସି
Read More...

ଖବର ପ୍ରସାରଣ ପରେ ପ୍ରଶାସନର ତାତ୍ପରତା : ବିନା ଡ଼ାକ୍ତରରେ ପ୍ରସବ ଘଟଣା, ତଦନ୍ତ ଆରମ୍ଭ

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ଡ଼ାକରଖାନାରେ ନର୍ସଙ୍କ ଦ୍ୱାରା ପ୍ରସବ ଓ ନବଜାତକକୁ ଜନ୍ମ ଜଣେ ମହିଳାଙ୍କ ୫ ଘଣ୍ଟା ପରେ ମୃତ୍ୟୁ ହୋଇଯାଇଥିବା ନେଇ ଗତ ୧୩।୧ ।୨୦୨୧ ତାରିଖ ଦିନ 'କୋଶଳ ପ୍ରବାହ'ରେ ଖବର ପ୍ରସାରଣ ହେବା ପରେ ପ୍ରଶାସନର ତାତ୍ପରତା ଦେଖା ଦେଇଥିବା
Read More...