Browsing Tag

tusura news

ଦ୍ଵିତୀୟ ଆଭାସି ଅଠାରି କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଦ୍ଵିତୀୟ ଅଠାରି ଆଭାସି କବିତା ଆସର ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ କବୟିତ୍ରୀ ବବିତା ନାୟକ ସ୍ୱାଗତ ସଂଗୀତ ପରିବେଷଣ
Read More...

ନିଷାନ୍ ସାହିତ୍ୟ ସଂସଦର ଅଠାରି କବିତା ଆସର ଅନୁଷ୍ଠିତ

ତୁଷୁରା : ନିଷାନ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ମାତୃ ଦିବସ ଅବସରରେ ଅଠାରି ଆଭାସି କବିତା ଆସର ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ କବୟିତ୍ରୀ ତୃପ୍ତିମୟୀ ତ୍ରିପାଠୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏଥିରେ
Read More...

ପ୍ରାଚୀର ପତ୍ରିକା “ନୈବେଦ୍ୟ” ଉନ୍ମୋଚିତ

ତୁଷୁରା, (କେପିଏନ୍‌ଏସ୍‌) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତୁଷୁରା ଠାରେ ୩ ତାରିଖଠାରୁ ଆରମ୍ଭ ହୋଇଥିବା ୧୦ ଦିନିଆ ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିରର ନବମ ଦିବସରେ ଅଦ୍ୟ ଦିନ ୧୧ ମଇ ପୂର୍ବାହ୍ନରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତୁଷୁରାର ପ୍ରାଚୀର ପତ୍ରିକା ନୈବେଦ୍ୟର
Read More...

ଓଡିଶା ଆଦର୍ଶ ବିଦ୍ୟାଳୟର ପରିଚାଳନା କମିଟିର ପ୍ରଥମ ବୈଠକ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଶୁକ୍ରବାର ବିଦ୍ୟାଳୟ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶୁଭସ୍ମିତା କହଁରଙ୍କ ସଭାପତିତ୍ୱରେ
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା-କପସିଲା ରାସ୍ତାର ନାଳାଠାରେ କପସିଲା ଗାଁର ରୋହିତ ରଣା(୩୪) ନାମକ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ
Read More...

ଗୁଡଭେଲା ବ୍ଲକ୍‌ର ନୂତନ ଏବିଇଓ ବିପିନ ବାଗଙ୍କୁ ତୁଷୁରା କ୍ଲଷ୍ଟର ତରଫରୁ ସ୍ୱାଗତ

ତୁଷୁରା, (କେପିଏନ୍‌ଏସ୍‌) : ଆଜି ତୁଷୁରା କ୍ଲଷ୍ଟର ତରଫରୁ ଗୁଡଭେଲା ବ୍ଲକ୍‌ର ନୂତନ ଏବିଇଓ ବିପିନ ବାଗଙ୍କୁ ସ୍ଥାନୀୟ ବାଳିକା ନୋଡାଲ ହାଇସ୍କୁଲର ସଭାଗୃହରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବରିଷ୍ଠ ଏବିଇଓ ରମେଶ ସାମର୍ଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନୂତନ ଏବିଇଓ ବିପିନ ବାଗ
Read More...

୮ ଲିଟର ମଦ ଜବତ, ୧ ଗିରଫ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ପୁଲିସ ବୁଧବାର ୮ ଲିଟର ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ବଡଙ୍ଗୋମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ନରସିଂହପୁର ଗ୍ରାମର ନେପାଳ ସିଂ ନିନାଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ନରସିଂହପୁରଠାରେ ବେଆଇନ ଭାବେ ଏକ ଦୋକାନରେ ମଦ ବିକ୍ରି
Read More...

ସମ୍ବାଦ ସାହିତ୍ୟଘର, ଗୁଡଭେଲାର ‘ପ୍ରୀତିର ଫଗୁଣ’ କବିତା ଆସର ଓ ଜ୍ୟୋତି ପ୍ରକାଶଙ୍କ ଜନ୍ମଦିନ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟଘର, ଗୁଡଭେଲାର ୨୫ତମ ଅଧିବେଶନରେ 'ପ୍ରୀତିର ଫଗୁଣ' କବିତା ଆସର ଓ କବି ପ୍ରହଲ୍ଲାଦ ଦଣ୍ଡସେନାଙ୍କ ସୁପୁତ୍ର ଜ୍ୟୋତି ପ୍ରକାଶଙ୍କ ୧୦ମ ଜନ୍ମଦିନ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତୁଷୁରାଠାରେ ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ
Read More...

ମା’ ସମଲେଶ୍ଵରୀଙ୍କୁ ବି ଛାଡିଲେନି ଚୋର, ଦାନପେଟି ଭାଙ୍ଗି ଟଙ୍କା ନେଇ ଛୁ

ତୁଷୁରା, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ଇଷ୍ଟ ଦେବୀ ମା' ସମଲେଶ୍ଵରୀଙ୍କ ମନ୍ଦିରରୁ ଚୋରି ହୋଇଛି । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁଷରା ସହରରେ । ତୁଷରା ସହରର ଇଷ୍ଟଦେବୀ ତଥା ଅଞ୍ଚଳର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର କୁହାଯାଉଥିବା ସମଲେଶ୍ଵରୀ ମନ୍ଦିରର ଦାନପେଟି ଭାଙ୍ଗି କେହି ଜଣେ
Read More...

ଆତ୍ମସୁରକ୍ଷା ତାଲିମ ଶିବିର

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ରୁଷୁଡା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସୋମବାର ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୯୦ଜଣ ଛାତ୍ରୀ ତାଲିମ ନେଉଛନ୍ତି । ସ୍କୁଲ ଅଧ୍ୟକ୍ଷ ଗିରିଜା ପ୍ରସାଦ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବ
Read More...