Browsing Tag

turekela news

ହାତୀ ଆକ୍ରମଣରେ ୨ ବନ କର୍ମଚାରୀ ଗୁରୁତର : ୧ ମୃତ

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ରେଞ୍ଜ ଅନ୍ତର୍ଗତ ଢୋଲମାନ୍ଦଳ ସେକ୍ସନ ବାନ୍ଧନପାଲି ଗାଁ ରାଜୁ ଜଙ୍ଗଲରେ ହାତୀ ଆକ୍ରମଣରେ ୩ ଜଣ ବନ କର୍ମଚାରୀ ଗୁରୁତର । ଘଟଣାସ୍ଥଳରେ ବନବିଭାଗ ଟିମ ପହଂଚି ଗୁରୁତର ବନ ବିଭାଗ କର୍ମଚାରୀଙ୍କୁ ଉଦ୍ଧାର କରି ପ୍ରଥମେ ତୁରେକେଲା ହସ୍ପିଟାଲ ଓ ପରେ
Read More...

ପୂର୍ବ ଶତ୍ରୁତାକୁ ନେଇ ମରଣାନ୍ତକ ଆକ୍ରମଣ ୨ ଗୁରୁତର

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ବଡ଼ଡକଲା ଗାଁର କୁଣ୍ଡାବରା କାର୍ଯ୍ୟକ୍ରମରେ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ସୂଚନାଗତ ଯେ, ପାଇକମାଳ ଥାନା ଅନ୍ତର୍ଗତ ଡୁଡକିଝେର ଗାଁର ଭିମ ମାଝୀ ଏବଂ ତାଙ୍କ ଜଣେ ସମ୍ପର୍କୀୟ
Read More...

ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ବିଭିନ୍ନ ସ୍କୁଲରେ ସଚେତନ କାର୍ଯ୍ୟକ୍ରମ

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଆନୁକୂଲ୍ୟରେ ଗତ ନଭେମ୍ବର ୨୦ରୁ କଣ୍ଟାବାଞ୍ଜି ଅଞ୍ଚଳର ଆଖପାଖରେ ଥିବା ସରକାରୀ ବେସରକାରୀ ଶିକ୍ଷା ଅନୁଷ୍ଠାନମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ ବ୍ୟବହାର ଉପରେ ସଚେତନ
Read More...

ସାଇଭାଇ ସୋସିଆଲ ଟିମ ତରଫରୁ ଶୀତ ବସ୍ତ୍ର, କମ୍ବଳ ଓ ଖାଦ୍ୟ ବଣ୍ଟନ

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ସାଇଭାଇ ସୋସିଆଲ ଟିମ ତରଫରୁ ଗରିବ ଓ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ସାଇଭାଇ ଟିମର ପ୍ରତିଷ୍ଠାତା ରାଜେନ୍ଦ୍ର ଦୀପଙ୍କ ନେତୃତ୍ୱରେ ସହରର ରେଲୱେ ଷ୍ଟେସନ, ମନ୍ଦିର, ବସଷ୍ଟାଣ୍ଡ, ରାସ୍ତା ଘାଟ ପାଖରେ ଥିବା ଗରୀବ ଲୋକମାନଙ୍କୁ ଶୀତ
Read More...

ଝରଣୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଝରଣୀ ପ୍ରାଥମିକ ବିଦ୍ୟାଳୟରେ ସୋମବାର ୯୯ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ଥିଲେ । ସମ୍ମାନିତ ଅତିଥି ରୂପେ ପୂର୍ବତନ
Read More...

ଟ୍ରେନ୍‌ ଧକ୍କାରେ ଯୁବକ ଗୁରୁତର

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜିରୁ ତୁରେକେଲା ଯିବା ରେଲୱେ ଟ୍ରାକ୍‌ରେ ଟ୍ରେନ୍‌ ଦୁର୍ଘଟଣା । ସୂଚନା ଅନୁସାରେ, କଣ୍ଟାବାଞ୍ଜିରୁ ତୁରେକେଲା ପଟେ ଯାଉଥିବା ଏକ ମାଲ ଗାଡି ଧକ୍କାରେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ଜଣକ ହେଲେ କଣ୍ଟାବାଞ୍ଜି ଧୁବାପଡା ବାସିନ୍ଦା ମହେଶ
Read More...

ଭୂତକୋଠି ପାଲଟିଛି ଆରୋଗ୍ୟ ମନ୍ଦିର

ତୁରେକେଲା, (ପିତାମ୍ବର ଦୀପ) : ଉପାନ୍ତ ଅଂଚଳରେ ସ୍ୱାସ୍ଥ୍ୟ ଠପ୍‌ । ଆଦିବାସୀ ଅଧ୍ୟୁଷିତ ଅଂଚଳରେ ସ୍ୱାସ୍ଥ୍ୟସେବାକୁ ଗୁରୁତର ଦେବା ବଦଳରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ତୁରେକେଲା ବ୍ଲକ ମହୁଲପାଟି ଗାଁରେ ପ୍ରାୟ ୪ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି । ଚାଷବାସ
Read More...

ତୁରେକେଲାରେ ଜାତୀୟ ପ୍ରେସ ଦିବସ

ତୁରେକେଲା, (ପିତାମ୍ବର ଦୀପ) : ଓଡ଼ିଶା ପତ୍ରକାର ସଂଘ ବଲାଙ୍ଗିର ଜିଲ୍ଲା ସଭାପତି ତୁଳସୀ ରାମ ଜଗତଙ୍କ ନେତୃତ୍ଵରେ ତୁରେକେଲା ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିବା ବେଳେ ଅଞ୍ଚଳ
Read More...

ନିଶାଶକ୍ତ କରି ଦୁଷ୍କର୍ମ : ଅଭିଯୁକ୍ତକୁ କୋର୍ଟ ଚାଲାଣ

ତୁରେକେଲା, (ପିତାମ୍ବର ଦୀପ) : କାର୍ତ୍ତିକ ପୂର୍ଣ୍ଣିମା ସୀତା ଚୋରୀ କାର୍ଯ୍ୟକ୍ରମରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ତୁରେକେଲା ଥାନା ଅଂଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ତୁରେକେଲା ଥାନା ଅନ୍ତର୍ଗତ ମହଖଣ୍ଡ ଗାଁର ହର ଜାଲ (୨୪) ଗତ ୧୪ ତାରିଖ ରାତିରେ
Read More...

ତୁରେକେଲାରେ ଧୁମ୍‌ଧାମ୍‌ରେ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ସଦର ମହକୁମା ଠାରେ ଶୁକ୍ରବାର ଅନୁସୂଚୀତ ଜାତି ଓ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କ୍ରାନ୍ତିକାରୀ ବୀର ସହିଦ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଏହି ଅବସରରରେ ବିର୍ସା ମୁଣ୍ଡାଙ୍କ
Read More...