Browsing Tag

turekela news

ଡି.ଆଇ.ଇ.ଟିରେ ‘ଜାତୀୟ ଗଣିତ ଦିବସ’ ପାଳନ

ତୁରେକେଲା, (ପିତାମ୍ବର ଦୀପ) : ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡି.ଆଇ.ଇ.ଟି) ବଲାଙ୍ଗିରର ସମ୍ମିଳନୀ କକ୍ଷ ଠାରେ ‘ଜାତୀୟ ଗଣିତ ଦିବସ’ ଡିସେମ୍ବର ୨୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି, ରାଜେନ୍ଦ୍ର କଲେଜ ବଲାଙ୍ଗିରର ଅବସର ପ୍ରାପ୍ତ ଗଣିତ
Read More...

ଅଜଣା ବୋଲେରୋ ଧକ୍କାରେ ଜଣେ ଗୁରୁତର

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଯିବା ରାସ୍ତା ବନମାଳୀ ପେଲେସ ପାଖରେ ଥିବା ଟର୍ଣ୍ଣିଙ୍ଗରେ ଏକ ଅଜଣା ବୋଲେରୋ ଧକ୍କାରେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ସମାଜସେବୀ ଯୋଗେଶ ପନିକା ଗୁରୁତର ଜଣଙ୍କୁ ଉଦ୍ଧାର କରି ପୋଲିସକୁ ଜଣାଇ ଥିଲେ । ପରେ କଣ୍ଟାବାଞ୍ଜି
Read More...

ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇଁ ଘୋର ନିନ୍ଦା

କଣ୍ଟାବାଞ୍ଜି ସମ୍ବିଧାନ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ ତୁରେକେଲା, (ପିତାମ୍ବର ଦୀପ) : ଗୃହମନ୍ତ୍ରୀ ଅମିତ ଶାହା ସଂସଦରେ ବିବାଦୀୟ ମନ୍ତବ୍ୟକୁ ନେଇଁ ସାରା ଭାରତରେ ଆମ୍ବେଦକର ପ୍ରେମୀଙ୍କ ଆନ୍ଦୋଳନ ଜୋର ଧରିଛି । କଣ୍ଟାବାଞ୍ଜି ସହରର ଆମ୍ବେଦକର ଛକ ଠାରେ ମଧ୍ୟ ଆମ୍ବେଦକର ସଂଗଠନ ପକ୍ଷରୁ
Read More...

କଣ୍ଟାବାଞ୍ଜି ସହରର ପ୍ରଥମ ମହିଳା ବି.ଏସ୍‌.ଏଫ୍‌ ଯବାନକୁ ସମ୍ବର୍ଦ୍ଧିତ

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ସହରରେ ସ୍ଥିତ ନୂଆପଡା ବାସିନ୍ଧା ମଣିଆ ବେହେରାଙ୍କ କନିଷ୍ଠ ଝିଅ ଭୂମିସୁତା ବେହେରା ବି.ଏସ୍‌.ଏଫ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ତାଙ୍କୁ ବିଭିନ୍ନ ସଂଗଠନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ମଧ୍ୟବିତ ପରିବାରର ବାପା ମାଁଙ୍କ
Read More...

ପୋଷ୍ୟ ସନ୍ତାନ ଗ୍ରହଣ ଓ ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା

ତୁରେକେଲା, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖଠାରେ ପୋଷ୍ୟ ସନ୍ତାନ ଗ୍ରହଣ, ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା ତୁରେକେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣାନନ୍ଦ ପଟେଲଙ୍କ ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ଷୋହଳ ପ୍ରହରୀ ନାମଯଜ୍ଞ ସମାପନ

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ବଡ଼ବାଙ୍କୀ ପଂଚାୟତ ବଡବାଙ୍କୀ ଗାଁର ନାଏକପଡ଼ାରେ ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞ ଗୁରୁବାର ପୂର୍ଣ୍ଣାହୁତି ହୋଇଯାଇଛି । ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଷୋହଳ ପ୍ରହରୀ ନାମଯଜ୍ଞରେ ପୁରୋହିତ ଗୌରଚନ୍ଦ୍ର ମିଶ୍ର, ଘନଶ୍ୟାମ ମିଶ୍ର
Read More...

ଉପାନ୍ତରେ ବି.ଏସ୍‌.ଏନ୍‌.ଏଲ୍‌ ଟାୱାର କାର୍ଯ୍ୟକ୍ଷମ କେବେ ?

ନିର୍ମାଣର ସମ୍ପୂର୍ଣ୍ଣ କାର୍ଯ୍ୟ ୬ମାସ ହେଲା କେବେ ସେବା ପାଇବେ ଗ୍ରାହକ ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ବିଛିନାଞ୍ଚଳରେ ଏବେ ମଧ୍ୟ ଲୋକେ ମୌଳିକ ଅଧିକାର ପାଇବା ଦୂରର କଥା ଯେଉଁ କାର୍ଯ୍ୟ ଶେଷ ହୋଇଛି ସେହି କାର୍ଯ୍ୟ ମଧ୍ୟ ଲୋକଙ୍କ ସେବାରେ
Read More...

ତୁରେକେଲା ପୋଲିସ ଦ୍ୱାରା ୨୨ଜଣ ଦାଦନ ଶ୍ରମିକ ଉଦ୍ଧାର

ତୁରେକେଲା, (ପିତାମ୍ବର ଦୀପ) : ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଚାଲାଣ ହେଉଥିବା ୨ଟି ସ୍ଥାନରୁ ୨୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ତୁରେକେଲା ପୋଲିସ । ସୂଚନା ଅନୁସାରେ ତୁରେକେଲା ଥାନା ଅନ୍ତର୍ଗତ କୁସପାଲି ଗାଁର ୩ ଜଣ ପୁରୁଷ, ୨ଜଣ ମହିଳା, ୫ ଜଣ ଶିଶୁ ଶ୍ରମିକ ଥିବା ବେଳେ ଦାଦନ ସର୍ଦ୍ଦାର
Read More...

ଟ୍ରେନରୁ ପଡି ଜଣେ ଗୁରୁତର : ଦେବଦୂତ ସାଜିଲେ ରେଳ କର୍ମଚାରୀ

ତୁରେକେଲା, (ପିତାମ୍ବର ଦୀପ) : ଦୁର୍ଗପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ପଡି ଜଣେ ଗୁରୁତର । ଜୁରୁତର ଜଣକ ହେଲେ ରାଜସ୍ଥାନର ଚେତନ୍ୟ ଜୈନ (୧୯) । ସୂଚନା ଅନୁସାରେ ଚେତନ୍ୟ ଜୈନ ଦୁର୍ଗପୁରୀ ଇଣ୍ଟରସିଟିରେ ରାୟପୁରରୁ ଆସୁଥିଲେ ହେଲେ ଲାଠୋର ଷ୍ଟେସନରେ ସେ ହଠାତ୍‌ ପଡି ଯାଇଥିଲେ । ପରେ ଲାଠୋର
Read More...

ମରଣଯନ୍ତା ପାଲଟିଛି ଉପାନ୍ତ ରାସ୍ତା

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ବଡ଼ ଡ଼କଲା, ସାନ୍ ଡ଼କଲା ରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତାରେ ବଡ ବଡ ଖାଲ ହୋଇଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଅନେକ ସମୟରେ ଦୁର୍ଘଟଣାରେ ମୂଲ୍ୟବାନ ଧନ ଜୀବନ ହାନି ହେଉଛି । ଆମ୍ବୁଲାନ୍ସ ସେବା ବାଧା
Read More...