Browsing Tag

turekela news

ତୁରେକେଲା ଚିତ୍ରଶିଳ୍ପୀ ସଂଘର ବୈଠକ : କାନ୍ଥ ଲେଖା ଯୋଗାଇବାରେ ପ୍ରଶାସନର ପାତର ଅନ୍ତର ମନୋଭାବ ନେଇ ଅସନ୍ତୋଷ

ତୁରେକେଲା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବାଞ୍ଜିପାଲି ଗ୍ରାମ ଠାରେ ତୁରେକେଲା ବ୍ଲକ ସିଦ୍ଧି ବିନାୟକ ଚିତ୍ରଶିଳ୍ପୀ ସଂଘର ନୂଆଁଖାଇ ଜୁହାର ଭେଟ କାର୍ଯ୍ୟକ୍ରମ ସଂଘ ସଭାପତି ଡମ୍ବରୁଧର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । କରୋନା ମହାମାରୀ ସଂକ୍ରମଣରୁ
Read More...

ଜାମଖୁଟା ବନ୍ଧ ମାଟି କାମରେ ପାରିଶ୍ରମିକ ମିଳିନାହିଁ ଶ୍ରମିକଙ୍କୁ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଉକ୍ତ ରାମୁଡ ଗ୍ରାମର ଦାରିଦ୍ର ସୀମାରେଖା ତଳେ ଥିବା ଲୋକେ ଲକ୍‌ଡ଼ାଉନ୍‌ ସମୟରୁ ଜାମଖୁଟା ବନ୍ଧ ମାଟି କାମ (ମାଟି ବୋହି) ଆଜି ପର୍ଯ୍ୟନ୍ତ ପାରିଶ୍ରମିକ ପାଇବାରୁ ବଞ୍ଚିତ
Read More...

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର ଗ୍ରହଣ

ତୁରେକେଲା, (କୈଳାଶ ସଗରିଆ) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ତୁରେକେଲା ବ୍ଳକରେ କାର୍ୟ୍ୟରତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭୋଳାନାଥ କୁମ୍ଭାର ଷାଠିଏ ବର୍ଷ ଚାକିରୀ କାଳ ପୂରଣ କରି ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ସୁଦୂର ମାଲକାନଗିରିରୁ ବଦଳି ହୋଇ ତୁରେକେଲା ବ୍ଳକରେ ଯୋଗଦାନ କରିଥିଲେ ।
Read More...