Browsing Tag

turekela news

ନିର୍ବାଚିତ ସରପଞ୍ଚ ପ୍ରାର୍ଥୀଙ୍କ ଦାୟିତ୍ୱ ଗ୍ରହଣ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା ଗ୍ରାମପଞ୍ଚାୟତରେ ଗତକାଲି ନିର୍ବାଚିତ ସରପଞ୍ଚ ପ୍ରାର୍ଥୀଙ୍କ ଦାୟିତ୍ଵ ଗ୍ରହଣ ଓ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ନିର୍ବାଚିତ ସରପଞ୍ଚ ଜଳନ୍ଧର ମହାକୁଡ଼ ସରପଞ୍ଚ ପଦବି ରେ ଜୟଯୁକ୍ତ
Read More...

ବସୁଧା ଜଳ ଭଣ୍ଡାର ଚାଳକଙ୍କୁ ପାଉଣା ମିଳୁନଥିବା ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗାଁରେ ପ୍ରାୟ ପନ୍ଦର ଶହ ଲୋକ ବସବାସ କରନ୍ତି । ପ୍ରାୟ ପାଞ୍ଚ ବର୍ଷ ହେବ ପାଣି ଚାଳକ ଲଲିତ ଧାରୁଆଙ୍କୁ ପାଉଣା ମିଳୁନଥିବା ଅଭିଯୋଗ ହେଉଛି । ଏନେଇ ଅନେକ ଥର ସରପଞ୍ଚ, ସମିତି ସଭ୍ୟ, ପିଏଚ୍‌ଡି କାର୍ଯ୍ୟାଳୟର
Read More...

ନିରୀହ ବିଧବା ବୃଦ୍ଧା ବିପିଏଲ୍ ହିତାଧିକାରୀ ହୋଇଥିଲେ ମଧ୍ୟ ମିଳୁନାହିଁ ଚାଉଳ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ତୁରେକେଲା ଦାସପଡ଼ାର ଶକୁନ୍ତଳା ବଗର୍ତ୍ତି ପଡିପତ୍ର କାର୍ଡ, ଡିଆର୍‌ଡିଏ ବିପିଏଲ କାର୍ଡ ଥାଇ ମଧ୍ୟ ତାଙ୍କୁ ଚାଉଳ ମିଳୁନଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଶକୁନ୍ତଳା ବଗର୍ତ୍ତି ବର୍ତ୍ତମାନ ନିଜ ମା' ଛେଉଣ୍ଡ ୨
Read More...

ଘଞ୍ଚ ଅରଣ୍ୟ ଭିତରେ ଦିନ ବିତାଉଛନ୍ତି ବୃଦ୍ଧବୃଦ୍ଧା

ତୁରେକେଲା, (କୈଳାଶ ସଗ୍ରିଆ) : ବଡଡକଲା ଗ୍ରା.ପ. ଅନ୍ତର୍ଗତ ତେନ୍ତେଲଖୁଣ୍ଟି, ଝରନମାଲ ଜଙ୍ଗଲ ଭିତରେ ଶାନ୍ତି ପହରିଆ ନିଜ ସ୍ତ୍ରୀ ଯାଗନି ପହରିଆ ସହିତ ଘଞ୍ଚ ଅରଣ୍ୟ ଭିତରେ ଦିନ ବିତାଉଥିବା ଜଣାପଡିଛି । ସୂଚନା ଅନୁସାରେ ଶାନ୍ତି ପହରିଆ ୧୯୮୨ ମସିହାରୁ ବସବାସ କରୁଥିବା ବେଳେ ଗତ
Read More...

ରାସ୍ତା ଅବସ୍ଥା ଶୋଚନୀୟ : ମରାମତି ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଲର୍କି ଗାଁ ଏକ ଉନ୍ନତି ମୂଳକ ଗାଁ ଅଟେ । ପିଡବ୍ଲୁଡିରୁ ଲର୍କି ଗାଁ ବସ୍ତି ଭିତରକୁ ଯିବାକୁ ଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଥିବା ନେଇ ଗ୍ରାମର ଭଦ୍ର ବ୍ୟକ୍ତିମାନେ ଅନେକ ଥର ସରପଞ୍ଚ, ଜିଲ୍ଲା ପରିଷଦ, ଏମ୍ଏଲ୍ଏ,
Read More...

ରାସ୍ତା ଅବସ୍ଥା ଶୋଚନୀୟ

ତୁରେକେଲା, (କୈଳାଶ ସଗ୍ରିଆ) : କନ୍ଦେଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟିକରାପଡା ଗାଁ ବରଗଛ ଛକରୁ ଗାଁ ବସ୍ତି ଭିତରକୁ ଯିବାକୁ ତିବା ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ଥିବା ଅଭିଯୋଗ ହେଉଛି । କଂକ୍ରିଟ୍ ରାସ୍ତା ନିର୍ମାଣରେ ନିମ୍ନ ମାନର କାର୍ଯ୍ୟ ହୋଇଥିବା ଯୋଗୁଁ ଗେଠି ପଥର ସବୁ ଉପୁଡିଯାଇ
Read More...

ଏସ୍‌ଏଚ୍‌ଜି ମହିଳା ସଂଗଠନର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ଏସ୍‌ଏଚ୍‌ଜି ମହିଳା ସଂଗଠନ ପକ୍ଷରୁ ଗତକାଲି ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ତୁରେକେଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଇବେଲ ଗ୍ରାମର ସମସ୍ତ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଉକ୍ତ ସଭାରେ ମହିଳା ବୃନ୍ଦ କହିଲେ
Read More...

ରାସ୍ତା ଅବସ୍ଥା ଶୋଚନୀୟ : ଅଭିଯୋଗ କଲେ ଗ୍ରାମବାସୀ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲବାହାଲିରୁ ତୁରେକେଲାକୁ ଯାଇଥିବା ପିଡବ୍ଲୁଡି ରାସ୍ତାଠାରୁ ଚେୟାର୍‌ମେନ୍‌ପଡା ଯିବାକୁ ଥିବା ରାସ୍ତାର ଗୋଡି ସବୁ ଉପୁଡି ରାସ୍ତାର ଅବସ୍ଥା ଅତି କଦର୍ଯ୍ୟ ଓ ଶୋଚନୀୟ ହୋଇପଡ଼ିଥିବା ଅଭିଯୋଗ ହେଉଛି । ଗ୍ରାମବାସୀଙ୍କ
Read More...

ଡମ୍ବରୁ ମାଝିଙ୍କୁ କେବେ ମିଳିବ ବାର୍ଦ୍ଧକ୍ୟ ଭତ୍ତା ?

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହିଆଲ ଗାଁ ଗଉନ୍ତିଆପଡାର ଡମ୍ବରୁ ମାଝି (୬୮) ନିଃସନ୍ତାନ ଭୂମିହୀନ ବୃଦ୍ଧ ଅନେକ ଥର ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟକୁ ବାର୍ଦ୍ଧକ୍ୟ ଭତ୍ତା ପାଇବା ଆଶାରେ ଦୁଃଖ ଗୁହାରି କରିଥିଲେ ସୁଦ୍ଧା ଏଯାଏଁ ଭତ୍ତା ପାଇବାରୁ
Read More...

ନିରାଶ୍ରୟା ମହିଳାଙ୍କୁ ସରକାରୀ ଆବାସ ମିଳିବ କେବେ ?

ତୁରେକେଲା, (କୈଳାଶ ସଗ୍ରିଆ) : ବଡଡକଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗାଁର ଗୌରୀ ଖର୍ସେଲ ରହିବାକୁ ଘର ଖଣ୍ଡିଏ ନଥିବାରୁ ସେ ଅତି ଦୁଖଦ ପରିସ୍ଥିତିରେ ଏକ ପଲିଥିନ ଘରେ ନିଜ ସ୍ୱାମୀ ଓ ଦୁଇ ସନ୍ତାନଙ୍କୁ ନେଇ ରହୁଛନ୍ତି । ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କୁ ଘର ଖଣ୍ଡିଏ ପାଇଁ
Read More...