ଜମୁନା ନଳକୂପ ଖନନ କରୁଥିବା ସମୟରେ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ
ତୁରେକେଲା, (କୈଳାଶ ସଗ୍ରିଆ) : ଜମୁନା ନଳକୂପ ଖନନ କରୁଥିବା ସମୟରେ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ଜମୁନା ନଳକୂପ ଖନନ କରୁଥିବା ସମୟରେ ଗୌତମ କୁମାର(୩୨)ଙ୍କ ଅଚାନକ ମୃତ୍ୟୁ ହୋଇଯାଇଛି । ତେବେ ମୃତ୍ୟୃର କାରଣ ଅସ୍ପଷ୍ଟ ଥିବା ବେଳେ ତାଙ୍କ!-->…
Read More...
Read More...