Browsing Tag

turekela news

ଗଛ ହିଁ ବିଶୁଦ୍ଧ ଅମ୍ଳଜାନ ଦେବ : ବିଶ୍ୱ ପରିବେଶ ଦିବସ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝିପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ କଣ୍ଟାବାଞ୍ଜି ବନାଞ୍ଚଳ, ବଲାଙ୍ଗିର ବନଖଣ୍ଡ ତରଫରୁ କରୋନା ନିୟମ ଅନୁଯାୟୀ ପାଳିତ ହୋଇଯାଇଛି । ଜୁନିୟର ରେଡକ୍ରସ ପରାମର୍ଶ ଦାତା ତଥା
Read More...

ନିଃସହାୟ ବିଧବା ମହିଳା ମଞ୍ଜୁଳାଙ୍କ ଦୁଃଖ ଦିଶୁନି କାହା ଆଖିରେ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ଗ୍ରା:ପ: ଅନ୍ତର୍ଗତ ମହୁଲବାହାଲି ଗାଁର ଚେୟାରମେନପଡ଼ା ନିବାସୀ ନିଃସହାୟ ବିଧବା ମହିଳା ମଞ୍ଜୁଳା ମେହେର ଅତି ଦୟନୀୟ ଅବସ୍ଥାରେ ଅଭାବ ଅନାଟନରେ ଭଙ୍ଗା କୁଡିଆରେ କାଳାତିପାତ କରୁଥିବା ଖବର ମିଳିଛି । ତାଙ୍କ ସ୍ଵାମୀ ଲଛମନ ମେହେର ପ୍ରାୟ ତିନି ବର୍ଷ
Read More...

ଗାଁ ପାଖରେ ପଥର ଖୋଦାନ ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

ତୁରେକେଲା, (କୈଳାଶ ସଗ୍ରିଆ) : କନ୍ଦେଇ ଗ୍ରା.ପ. ଅନ୍ତର୍ଗତ ଟିକ୍ରାପଡା ଗାଁ ପାଖରେ ଏକ ପଥର ଖୋଦାନ ଖୋଳା ଯାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେମାନେ କହିଛନ୍ତି ଯେ, ଏହା ଗାଁ ପାଖ, ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ସମ୍ମୁଖରେ ହେଉଥିବାରୁ ପଥର ବ୍ଲାଷ୍ଟିଙ୍ଗ
Read More...

ଜମିବାଡ଼ି ବିବାଦକୁ ନେଇ ଗଡ଼ିଲା ନିରୀହ ବାଳକର ମୁଣ୍ଡ

ବଲାଙ୍ଗିର, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଜମିବାଡ଼ି ବିବାଦକୁ ନେଇ ଏକ ନିରୀହ ବାଳକର ମୁଣ୍ଡ ଗଡ଼ିଛି । ହତ୍ୟାକାରୀ ଜିତେନ ପୋଡ ଗାଁର ଧନପତ ଗହୀରଙ୍କୁ ପ୍ରଥମେ ହତ୍ୟା ଉଦ୍ୟମ କରି ଲହୁ ଲୁହାଣ କରିଥିବା ବେଳେ ଧନପତ
Read More...

କାମ କରିବା ବେଳେ କରେଣ୍ଟ ଲାଗି ହାତ ହରାଇଥିବା ଗଣନାଥକୁ ମିଳୁନି ଭତ୍ତା

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରା.ପ.ର ଗଣନାଥ ମଲିକ(୪୫) ନାମକ ଜଣେ ଆଦିବାସୀ ସଂପ୍ରଦାୟର ଯୁବକ କାମ କରିବା ବେଳେ ହାତ ହରାଇ ଅକ୍ଷମ ହୋଇଯାଇଥିଲେ ବି ସେ ବିକଳାଂଗ ଭତ୍ତା ପାଉ ନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଗଣନାଥ କୁଲି ମଜୁରି କାମ କରି ନିଜର ପରିବାର ଭରଣ
Read More...

ଜିଲ୍ଲା ଜୁନିୟର ରେଡକ୍ରସ ତରଫରୁ କରୋନା ସଚେତନତା ଓ ହାଇଜେନିକ କିଟ ବଣ୍ଟନ କାର୍ଯ୍ୟକ୍ରମ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝିପଡା ଠାରେ ବଲାଙ୍ଗିର ଜିଲ୍ଲା ଜୁନିୟର ରେଡକ୍ରସ ତରଫରୁ କରୋନା ସଚେତନତା ଓ ହାଇଜେନିକ କିଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରା ଓ ଜିଲ୍ଲା
Read More...

ଅବସରପ୍ରାପ୍ତ ହାବିଲଦାର ବସନ୍ତ କୁମାର ସଗ୍ରିଆଙ୍କ ପରଲୋକ

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରା.ପ. ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗାଁର ଓଡ଼ିଶା ପୋଲିସ ବିଭାଗର ହାବିଲ୍‌ଦାର ବସନ୍ତ କୁମାର ସଗ୍ରିଆ(୬୩) ଗତକାଲି ଚିକିତ୍ସା ପାଇଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କଣ୍ଟାବାଞ୍ଜିରେ ଭର୍ତ୍ତି ହୋଇଥିଲେ । ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ତା‌ଙ୍କୁ
Read More...

ଗୁର୍ଜି ମାଝି‌ଙ୍କୁ କେବେ ମିଳିବ ବିଧବା ଭତ୍ତା ?

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ଗ୍ରା.ପ. ଅନ୍ତର୍ଗତ ଲର୍କି ଗାଁର ଗରିବ ତଥା ନିରୀହ ଗୁର୍ଜି ମାଝି ଦୀର୍ଘ ୫ ବର୍ଷ ହେବ ଗୁହାରି କରୁଥିଲେ ସୁଦ୍ଧା ତା‌ଙ୍କୁ ବିଧବା ଭ‌ତ୍ତା ମିଳୁ ନଥିବା ଅଭିଯୋଗ କରିଛ‌ନ୍ତି । ସ୍ଵାମୀ ରାମଦାସ ମାଝି ଗତ ତା:୦୪-୦୮-୨୦୧୬ ପେଟ ରୋଗରେ ପଡ଼ି ଝାଡ଼ା,
Read More...

ଚଟୁଅନକା ପଞ୍ଚାୟତରେ କରୋନା ଟୀକାକରଣ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଚଟୁଅନକା ସ୍ଥିତ କ୍ଳବ ଗୃହରେ କରୋନା ଟୀକାକରଣ ଆରମ୍ଭ ହୋଇଯାଇଛି । କରୋନା ଟୀକା ନେଲେ ଲୋକମାନେ ମରିଯିବା, ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଉଥିବାର ସୋସିଆଲ ମିଡ଼ିଆ ଓ ଲୋକ ଗୁଜବରେ ଲୋକମାନେ ଭୟଭୀତ ହୋଇ
Read More...

୫ଟି ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକର କନଫରେନ୍ସ ହଲରେ ଭିଡିଓ କନଫରେନ୍‌ସିଙ୍ଗ ମାଧ୍ୟମ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ୫ଟି ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ୟ୍ୟକ୍ରମର ସିଧାସଳଖ କଥାବାର୍ତ୍ତା ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ୫ଟି ସଚିବ କାର୍ତ୍ତିକେୟ
Read More...