Browsing Tag

turekela news

ବେଆଇନ ଇଟାଭାଟି ଉପରେ ଚଢ଼ାଉ କଲା ପ୍ରଶାସନ : ଜେସିବି ଲଗାଇ ପ୍ରାୟ ପଚାଶ ଲକ୍ଷରୁ ଅଧିକ ଟଙ୍କାର ଇଟାଭାଟି ଧୂଳିସାତ୍‌

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କୁକୁଡାହାଡ ଗାଁ ସମ୍ମୁଖରେ ବେଆଇନ ଇଟାଭାଟି ଚାଲିଥିବା ବେଳେ ଗତ ବୁଧବାର ଦିନ ପ୍ରଶାସନ ପକ୍ଷରୁ ଜେସିବି ଲଗାଇ ପ୍ରାୟ ପଚାଶ ଲକ୍ଷରୁ ଅଧିକ ଟଙ୍କାର ଇଟାଭାଟିକୁ ନଷ୍ଟ କରି ଧୂଳିସାତ୍‌
Read More...

ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବୈଠକ ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କରୁଆମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଣ୍ଡାଲପୁରି ଗାଁରେ ବିଭିନ୍‌ନ୍ନ ସମସ୍ୟାର ସମାଧାନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗାଁ ସ୍କୁଲରେ ପିଇବା ପାଣିର ସମସ୍ୟା, ଗାଁର ନଳକୂପ ଗୁଡ଼ିକରେ ଗୋଲିଆ ପାଣି
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଭତ୍ତା ହିତାଧିକାରୀମାନଙ୍କ ଅଟକି ରହିଥିବା ଭତ୍ତା ମିଳିଲା

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମକି ଗାଁର ଭତ୍ତା ହିତାଧିକାରୀମାନଙ୍କ ଅନେକ ମାସ ଧରି ଭତ୍ତା ଅଟକି ରହିଥିବା ଖବର 'କୋଶଳ ପ୍ରବାହ'ରେ ପ୍ରକାଶ ପାଇଥିବା ବେଳେ ଏହାର ପ୍ରଭାବ ଯୋଗୁଁ ଭତ୍ତା ହିତାଧିକାରୀ ଭତ୍ତା ପାଇ
Read More...

ତୁରେକେଲାରେ ବ୍ଲକସ୍ତରୀୟ ଦିବ୍ୟାଙ୍ଗ ଚିହ୍ନଟ ଶିବିର ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ କେନ୍ଦ୍ର ଓ ସମଗ୍ର ଶିକ୍ଷା ବଲାଙ୍ଗିରଙ୍କ ମିଳିତ ଆନୁକୂଲ୍ୟରେ ଦବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ
Read More...

ଭତ୍ତା ମିଳିବାରେ ଅନିୟମିତତା ଅଭିଯୋଗ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମକି ଗାଁରେ ଭତ୍ତା ମିଳିବାରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗକାରୀଙ୍କ କହିବା ଅନୁସାରେ ତାଙ୍କୁ ମିଳୁଥିବା ଭତ୍ତା କାହାର ଚାରିମାସ, କାହାର ସାତ ମାସ ତ' କାହାର ଏକ
Read More...

ପଖନମୁଣ୍ଡା ବିଦ୍ୟାଳୟରେ ବିଶ୍ୱ କର୍କଟ ଦିବସ ପାଳିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ତା.୦୪/୦୨/୨୩ରିଖ ମାନ୍ଦଲା କ୍ଲଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି । ଜୁନିୟର ରେଡକ୍ରସ୍‌ ପରାମର୍ଶଦାତା ତଥା ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶଙ୍କ
Read More...

ପ୍ରହରୀ ମଣ୍ଡପର କୁମ୍ଭ ସ୍ଥାପିତ

ତୁରେକେଲା, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ସମରସିଂ ଗାଁରେ ପ୍ରହରୀ ମଣ୍ଡପର କୁମ୍ଭ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ହୁଳହୁଳି ହରିବୋଳ ଶବ୍ଦରେ ପ୍ରକମ୍ପିତ ହୋଇଥିଲା । ଭଜନ କୀର୍ତ୍ତନ ସାଙ୍ଗକୁ ହୋମଯଜ୍ଞରେ ଆହୁତି
Read More...

ମାଲବାହୀ ଟ୍ରକ ଓଲଟି ଯାତାୟାତ ବାଧାପ୍ରାପ୍ତ

ତୁରେକେଲା, (କୈଳାସ ସଗ୍ରିଆ) : ତୁରେକେଲା ବ୍ଲକ ମହୁଲବାହାଲି ଛକଠାରେ ମାଲବାହୀ ଟ୍ରକ୍‌ ଓଲଟିପଡିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି । ଟ୍ରକ୍‌ ଛତିଶଗଡ ରାୟପୁରରୁ ମାଲବୋଝେଇ କରି କଣ୍ଟାବାଞ୍ଜି ଆସୁଥିଲା । ମହୁଲବାହାଲି ଛକଠାରେ ଭାରସାମ୍ୟ ହରାଇ ଟ୍ରକ୍‌ଟି ଓଲଟି ପଡିଥିଲା ।
Read More...

ଅଗ୍ନିବିପନ୍ନଙ୍କୁ ସହାୟତା

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ କର୍ଲାବାହାଲି ଗାଁରେ ରବିବାର ଅଗ୍ନିକାଣ୍ଡ ଘଟି ମୋହନ ତାଣ୍ଡି ଓ ତାଙ୍କ ଭାଇଙ୍କ ୯ ବଖରା ଘର ଜଳିଯାଇଥିଲା । ଖବର ପାଇ ସୋମବାର ଏଲ୍‌ଡିଏର କର୍ମକର୍ତ୍ତା ଗାଁରେ ପହଞ୍ଚି ଅଗ୍ନିବପନ୍ନଙ୍କୁ ସହାୟତା ଦେଇଛନ୍ତି । ଲବ ସୁନାଙ୍କ ନେତୃତ୍ୱରେ
Read More...

ଜଳିଗଲା ୯ ବଖରା ଘର

ତୁରେକେଲା, (କୈଳାସ ସଗ୍ରିଆ) : ତୁରେକେଲା ବ୍ଲକ ହିଆଁଲ ପଞ୍ଚାୟତ କର୍ଲାବାହାଲ ଗାଁରେ ରବିବାର ସକାଳେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ଗାଁର ଲଳିତ ମୋହନ ତାଣ୍ଡି, ଭକ୍ତି ତାଣ୍ଡି, ବିଜୟ ବେହେରାଙ୍କ ଘରେ ସକାଳ ସାଢେ ୭ଟାରେ ନିଆଁ ଲାଗି ଯାଇଥିଲା । ଖବର ପାଇ ଦମକଳ
Read More...