Browsing Tag

turekela news

କଣ୍ଟାବାଞ୍ଜି ଲୋକାଲ ଲିଗ୍ କ୍ରିକେଟ ପ୍ରତିଯୋଗିତା ଆରମ୍ଭ

ଭାଗ ନେଲେ ୧୫ଟି ଦଳ ତୁରେକେଲା (ପିତାମ୍ବର ଦୀପ ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଖେଳ ପଡିଆରେ କଣ୍ଟାବାଞ୍ଜି ଖେଳ ପ୍ରେମୀମାନଙ୍କ ପାଇଁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ନଭେମ୍ବର ୧୧ରୁ ଆରମ୍ଭ ହୋଇଯାଇଛି ଲୋକାଲ ଲିଗ୍ କ୍ରିକେଟ ପ୍ରତିଯୋଗିତା । ମୁଖ୍ୟ ଅତିଥି ଭାବରେ ଆନିଆ
Read More...

୧୫୦ ଟିଣ ତେଲ ସହ ପିକ୍‌ଅପ୍ ଜବତ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଧୀନ ଚଟୁଅନଙ୍କା ଗାଁରେ ଥିବା ପ୍ରହରୀ ମଣ୍ଡପ ଠାରେ ବ୍ୟବସାୟୀ ମୁକେଶ କୁମାର ଜୈନଙ୍କ ଗୋଦାମ ଘରରକୁ ଏକ ଗାଡ଼ି ଲଗାଇ ଖାଇବା ତେଲ ଟିଣ ଚୋରି କରି ନେଇଥିଲେ । ଏନେଇ ମୁକେଶ ଜୈନ କଣ୍ଟାବାଞ୍ଜି ଥାନାକୁ ଆସି ଲିଖିତ
Read More...

ତୁରେକେଲା ପୋଲିସ ଦ୍ୱାରା ରାଷ୍ଟ୍ରୀୟ ଏକତା ଦିବସରେ ‘ଏକତା ପାଇଁ ଦୌଡ଼’ ଅନୁଷ୍ଠିତ

ତୁରେକେଲା, (ପିତାମ୍ବର ଦୀପ) : ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ତୁରେକେଲା ପୋଲିସ ଜାତୀୟ ସଂହତି ଏବଂ ସାମ୍ପ୍ରଦାୟିକ ସଦ୍ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ 'ଏକତା ପାଇଁ ଦୌଡ଼' ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ର, ସ୍ଥାନୀୟ ଯୁବକ ଏବଂ ପୋଲିସ କର୍ମଚାରୀଙ୍କ ଉତ୍ସାହଜନକ
Read More...

ଚାରପାଣି ଗାଁରେ ୨୪ ତମ ଗିରିଗୋବର୍ଦ୍ଧନ ପୂଜା ମହୋତ୍ସବ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବଡବାଙ୍କି ପଂଚାୟତ ଚାରପାଣି ଗାଁରେ ଦୀର୍ଘ ୨୪ ବର୍ଷ ଧରି ହେବ ଏହି ଗିରିଗୋବର୍ଦ୍ଧନ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଥିଲା । ଚଳିତ ବର୍ଷ ଓକିଲ ନିଆଲଙ୍କ ସଭାପତିତ୍ୱରେ ଏହି ଗିରିଗୋବର୍ଦ୍ଧନ ପୂଜା ମହୋତ୍ସବ
Read More...

କଣ୍ଟାବାଞ୍ଜିରେ ନକଲି ମଦ ରାକେଟର ପର୍ଦ୍ଦାଫାସ : ଚାରି ଜଣ ଗିରଫ, ବିପୁଳ ପରିମାଣର ନକଲି ମଦ ଜବତ

ତୁରେକେଲା, (ପିତାମ୍ବର ଦୀପ) : ଅବୈଧ ମଦ ଉତ୍ପାଦନ ଏବଂ ବାଣିଜ୍ୟ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, କଣ୍ଟାବାଞ୍ଜିର ଅବକାରୀ ଷ୍ଟେସନ ଦୁଇଟି ପୃଥକ ମାମଲାରେ ଚାରି ଜଣଙ୍କୁ ଗିରଫ କରିଛି ଏବଂ ବହୁ ପରିମାଣର ନକଲି ଭାରତୀୟ ନିର୍ମିତ ବିଦେଶୀ ମଦ ବୋତଲ ପାଇଁ ବ୍ୟବହୃତ ସାମଗ୍ରୀ ଏବଂ
Read More...

ତୁରେକେଲା ପୋଲିସ ସୀମା ଅନ୍ତର୍ଗତ ବଡବାଙ୍କି ଗ୍ରାମରେ ଦୁଇଟି ଦୋକାନରେ ଚୋରି

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ପୋଲିସ ଷ୍ଟେସନ ଅଧୀନସ୍ଥ ବଡବାଙ୍କି ଗ୍ରାମରେ ଦୁଇଟି ପୃଥକ ଚୋରି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ପୋଲିସ ସୂତ୍ର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଅଜ୍ଞାତ ଦୁର୍ବୃତ୍ତମାନେ ଦୁଇଟି ସ୍ଥାନୀୟ ଦୋକାନରେ ପଶି ମୋଟ ₹୩୭,୦୦୦ରୁ ଅଧିକ ମୂଲ୍ୟର ନଗଦ
Read More...

ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର ନୂଆଁଖାଇ ଭେଟ୍‌ଘାଟ୍‌

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କେନ୍ଦ୍ର ଘୁନେଶ୍ ଗାଁ ହାଇସ୍କୁଲ ଖେଳ ପଡିଆରେ ପଞ୍ଚାୟତ ସ୍ତରୀୟ (୩୯ ଗାଁରୁ) ଲକ୍ଷେ ଘର ଗଣ୍ଡା ସମାଜର ନୂଆଁଖାଇ ଭେଟଘାଟ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ନିର୍ବାଚନ
Read More...

ଫୁଲବେର ଫାର୍ମସ ପ୍ରଡ୍ୟୁସର କଂପାନୀ ଲିଃର ଦ୍ୱିତୀୟ ବାର୍ଷିକ ସାଧାରଣ ପରିଷଦ ବୈଠକ

ତୁରେକେଲା : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଘୁନେଶ ପଞ୍ଚାୟତର ବର୍ଲା ଗ୍ରାମ ଠାରେ ଫୁଲବେର ଫାର୍ମସ ପ୍ରଡ୍ୟୁସର କଂପାନୀ ଲିଃର ୨ୟ ବାର୍ଷିକ ସାଧାରଣ ପରିଷଦ ଅନୁଷ୍ଠିତ ହୋଇଯାଇଛି । କମ୍ପାନୀର ସିଇଓ ଆର୍ତ୍ତେଶ୍ଵର ସଗ୍ରିଆ ବାର୍ଷିକୀ ବିବରଣୀ ପାଠ କରିଥିଲେ । ଆବାହକ
Read More...

ନାରୀ ସ୍ୱାଭିମାନ ଫାର୍ମର୍ ପ୍ରୋଡ୍ୟୁସର୍ କମ୍ପାନୀର ୫ମ ବାର୍ଷିକ ସାଧାରଣ ସଭା

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବଡବାଙ୍କି ଠାରେ ନାରୀ ସ୍ୱାଭିମାନ ଫାର୍ମର୍ ପ୍ରୋଡ୍ୟୁସର୍ କମ୍ପାନୀ ଲିମିଟେଡ୍‌ର ୫ମ ବାର୍ଷିକ ସାଧାରଣ ସଭା ଉତ୍ସାହମୟ ପରିବେଶରେ ଆୟୋଜିତ ହୋଇଯାଇଛି । ଏହି ସଭାରେ ନୀଳମାଧବ ସାହୁ (ବିପିଏମ୍‌, ଓଏଲ୍‌ଏମ୍‌),
Read More...

ତୁରେକେଲା ବ୍ଲକରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ

ତୁରେକେଲା : ସେପ୍ଟେମ୍ବର ମାସର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁସାରେ ତୁରେକେଲା ବ୍ଲକ ମୁଖ୍ୟାଳୟରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ତଥା ଜିଲ୍ଲା
Read More...