Browsing Tag

turekela news

ତୁରେକେଲା ବ୍ଲକ ଛକ ସମ୍ମୁଖରେ ଭାରତ ବନ୍ଦ ଆନ୍ଦୋଳନ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବ୍ଲକ ଛକ ସମ୍ମୁଖରେ ଭାରତ ବନ୍ଦ ଆନ୍ଦୋଳନ ହୋଇଯାଇଛି । ଏହି ଆନ୍ଦୋଳନର ମୁଖ୍ୟ କାରଣ ହେଲା ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଣ୍ଣୟ ମାଧ୍ୟମରେ ଏସ୍‌ସି, ଏସ୍‌ଟି ବର୍ଗର ଭାଗିଦାରୀ ଆରକ୍ଷଣକୁ ସମାପ୍ତ କରିବା ପାଇଁ
Read More...

ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଦିବସ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଗତକାଲି ଢୋଲମାନ୍ଦଲ ଗ୍ରାମପଞ୍ଚାୟତ କାର୍ଯ୍ୟା'ଳୟ ସମ୍ମୁଖରେ ଗ୍ରାମପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଗୋଲାପି ମେହେର, ସମ୍ମାନିତ ଅତିଥି
Read More...

ଓଡ଼ିଶା ଜୀବିକା ମିଶନ ଇ. ସି. ସଂଘ ତରଫରୁ ଘୁନେଶ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ରକ୍ଷାବନ୍ଧନ ଉତ୍ସବ ପାଳିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଘୁନେଶ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଧୁମ୍‌ଧାମ୍‌ରେ ଓଡ଼ିଶା ଜୀବିକା ମିଶନ ଇ.ସି. ସଂଘ ତରଫରୁ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଘୁନେଶ ଗ୍ରାମପଞ୍ଚାୟତର ସରପଞ୍ଚ
Read More...

ତୁରେକେଲା ସରକାରୀ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆରେ ସ୍ୱାଧୀନତା ଦିବସ ପାଳିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତୁରେକେଲା ଗ୍ରାମପଞ୍ଚାୟତ ସରପଂଚ ଜଳନ୍ଧର ମହାକୁଡ଼ ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟ
Read More...

ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ସହ ବାଇକ୍ ରାଲି

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକରୁ ଆଜି ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ସହ ବାଇକ୍ ରାଲି ଅନୁଷ୍ଟିତ ହୋଇଯାଇଛି । ଏହି ରାଲି କୁଇବାହାଲ ଗ୍ରାମପଞ୍ଚାୟତ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହିତ କର୍ମଚାରୀ, ଏଇ, ଏପିଓ,
Read More...

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତୁରେକେଲା ସଭାଗୃହରେ ଗଭର୍ଣ୍ଣିଙ୍ଗ ବଡି ମିଟିଂ ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃରେ ଆଜି ଗଭର୍ଣ୍ଣିଙ୍ଗ ବଡି ମିଟିଂ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ୍ ଚେଆର୍‌ମେନ୍
Read More...

ତୁରେକେଲା ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

ତୁରେକେଲା, (କୈଳାସ ସଗ୍ରିଆ) : ତୁରେକେଲା ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ସରକାରୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଏକ ସହର ପରିକ୍ରମା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ
Read More...

ତୁରେକେଲା ବ୍ଲକ ଛକରୁ ମହଖଣ୍ଡ ଯିବା ରାସ୍ତାରେ ୨ ବାଇକ୍ ମୁହାଁମୁହିଁ ଧକ୍କା : ୩ ଗୁରୁତର

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଛକରୁ ମହଖଣ୍ଡ ଯିବା ରାସ୍ତାରେ ୨ ବାଇକ୍ ମୁହାଁମୁହିଁ ଧକ୍କା ୩ ଜଣ ଗୁରୁତର । ତୁରେକେଲା ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ପୂର୍ବକ ୨ ବାଇକ୍ ଜବତ କରିଥିବା ବେଳେ ଆହତ ହୋଇଥିବା ମୁନ୍ସି ତାଣ୍ଡି(୨୮) ଏବଂ ତାଙ୍କ ଶିଶୁ
Read More...

ଉପାନ୍ତ ଅଞ୍ଚଳରେ କାଦୁଅ ପଚ ପଚ ଗ୍ରାମ୍ୟ ରାସ୍ତା

ତୁରେକେଲା, (ମୀନକେତନ ନିଆଲ) : ବଲାଙ୍ଗିର ଜିଲ୍ଲାର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ତୁରେକେଲା ବ୍ଲକରେ ଥିବା କନ୍ଦେଇ ପଞ୍ଚାୟତର ଯୁବାମାଲ ଗ୍ରାମରେ ଥିବା ଖଡଖଡିଜୋର୍‌ରୁ ମାଝିପଡା ରାସ୍ତା ବର୍ଷାରେ କାଦୁଅ ପାଇଁ ଚାଲିବା କଷ୍ଟକର ହୋଇପଡୁଛି । ଲଗାଣ ବର୍ଷା ଯୋଗୁଁ ଯୁବାମାଲ୍ ଗ୍ରାମ୍ୟରାସ୍ତା
Read More...

କେବେ ସୁଧୁରିବ ଚାରପାଣି ରାସ୍ତା : ଗ୍ରାମବାସୀ ଅସନ୍ତୋଷ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ ବଡ ବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାରପାଣି ନିଆଲ ପଡା ରାସ୍ତା କାଦୁଅରେ ପଚ୍ ପଚ୍ । ସୂଚନାଯୋଗ୍ୟ ଯେ, ଗାଁ ଲୋକେ କହିବା ମୁତାବକ ଅନେକ ଥର ପଞ୍ଚାୟତ ପ୍ରଶାସନଙ୍କୁ ଗୁହାରି କରିଥିଲେ ସୁଦ୍ଧା ଏପର୍ୟ୍ୟନ୍ତ ଗୁହାରି
Read More...