Browsing Tag

titilagarh news

ପ୍ରିୟ ଈଶ୍ୱର କବିତା ସଂକଳନ ଲୋକାର୍ପିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କବିତା ଯେତେବେଳେ ସ୍ୱୟଂ ଈଶ୍ୱରଙ୍କ ପ୍ରତି ସମର୍ପିତ ହୁଏ, ସେତେବେଳେ କବି ଜଣକ ମଧ୍ୟ ତଲ୍ଲିନ ହୁଅନ୍ତି ଈଶ୍ୱରୀୟ ସତ୍ତା ମଧ୍ୟରେ । ପାଠକୀୟତା ଭାବଟିଏ ସ୍ୱତଃ ସେଇ କବିତା ମଧ୍ୟରେ ଅକ୍ଷର ଅକ୍ଷର ହୋଇ ଫୁଟି ଉଠେ ଅନ୍ତର୍ଚେତନାକୁ ଦୋହଲାଇ । କବି ଯୋଗେଶ
Read More...

ଟିଟିଲାଗଡ ଉପଖଣ୍ଡସ୍ତରୀୟ ଉତ୍କଳ ଦିବସରେ ପୌର ପରିଷଦ ଅଧ୍ୟକ୍ଷାଙ୍କୁ ଅସମ୍ମାନ ଅଭିଯୋଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପୌର ପରିଷଦ କଲ୍ୟାଣ ମଣ୍ଡପଠାରେ ଶନିବାର ଉପଖଣ୍ଡସ୍ତରୀୟ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଖଣ୍ଡସ୍ତରୀୟ ଉତ୍କଳ ଦିବସ ପାଳନ ଅବସରରେ ଟିଟିଲାଗଡ଼ ପୌର ପରିଷଦ ଅଧ୍ୟକ୍ଷା ମମତା ଦେବୀ ଜୈନଙ୍କୁ ଅସମ୍ମାନ କରିଥିବା ଅଭିଯୋଗ କରି ଏକ
Read More...

ଚାହାରଭଟା ସ୍ଥିତ ଓମ ଭ୍ୟାଲି ସ୍କୁଲରେ ୨୫୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ ସମ୍ପୂର୍ଣ୍ଣ : ଏପ୍ରିଲ ୪ରୁ ରହିବେ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ପ୍ରତିଷ୍ଠିତ ସ୍କୁଲମାନଙ୍କ ମଧ୍ୟରୁ ଓମ ଭ୍ୟାଲି ସ୍କୁଲ ଅନ୍ୟତମ । ଏହି ସ୍କୁଲଟି ଗ୍ରୀନ ସ୍କୁଲ କନସେପ୍ଟରେ ତିଆରି । ସ୍କୁଲ ଭିତରେ ପିଲାଙ୍କ ରହିବା ପାଇଁ ବ୍ୟବସ୍ଥା ନ ଥିବାରୁ ଛାତ୍ରଛାତ୍ରୀ ଅଭିଭାବକ ତଥା ସ୍କୁଲ ପରିଚାଳନା କମିଟି
Read More...

ଟିଟିଲାଗଡରେ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ଏପ୍ରିଲ ମାସ ଏକ ତାରିଖକୁ ଓଡିଶା ଦିବସ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ସୂଚନା ବିଭାଗର ଅଧିକାରୀ ରାଜେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଚାରି ଦିନିଆ ଶିକ୍ଷକ ତାଲିମ ଶିବିର

ଟିଟିଲାଗଡ, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲ ପରିସରରେ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ୩୫୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଚାରି ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଯୋଗ, ବିୟୋଗ, ଅକ୍ଷର ପରିଚୟ ସହ
Read More...

ଟିଟିଲାଗଡ଼ ସହର ରାମ ନବମୀ ପାଇଁ ଚଳଚଞ୍ଚଳ : ପ୍ରହରୀ ନାମଯଜ୍ଞରେ କମ୍ପୁଛି ମନ୍ଦିର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ସାରା ଦେଶବ୍ୟାପି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଦିନ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ସହର ମଧ୍ୟ ଚଳଚଞ୍ଚଳ ହୋଇଉଠିଛି । ସର୍ଗିଗୁଡ଼ା ସ୍ଥିତ ପ୍ରଭୁ ଶ୍ରୀରାମ ମନ୍ଦିର ପରିସରରେ ୧୭ତମ ଶ୍ରୀରାମ ନବମୀ ମହୋତ୍ସବ
Read More...

ଲାୟନ୍ସ କ୍ଲବ ସଭା ଗୃହରେ ଆଗାମୀ ବର୍ଷ ୨୦୨୩-୨୪ ପାଇଁ ନୂତନ କର୍ମକର୍ତ୍ତା ଚୟନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ଭଳି ଆଗାମୀ ବର୍ଷ ୨୦୨୩-୨୪ ପାଇଁ ଟିଟିଲାଗଡ ଲାୟନ୍ସ କ୍ଲବର ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ସମ୍ପନ୍ନ ହୋଇଯାଇଛି । କ୍ଲବ ସଭାପତି ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କ୍ଲବର ସଭା ଗୃହରେ ଡିଜି ୟମୁନା ପ୍ରସାଦ ଗୋୟଲଙ୍କ
Read More...

ପଶ୍ଚିମାଝଡରେ ରିକଡୁଲଠାରେ ଥିବା ପ୍ରତିମା ଏଗ୍ରୋର ଶହଶହ ବସ୍ତା କପା ମଞ୍ଜି ନଷ୍ଟ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କିଛି ଦିନ ହେବ ସାରା ରାଜ୍ୟରେ ପଶ୍ଚିମାଝଡ ଦେଖିବାକୁ ମିଳିଛି । ପାଣିପାଗ ବିଭାଗର ପୂର୍ବାନୁମାନ ସଂପୂର୍ଣ୍ଣ ଭାବେ ସତ ହୋଇଛି । ଚଳିତ ମାସର ୨୦ ତାରିଖରୁ ଆରମ୍ଭ ହୋଇଥିବା ପଶ୍ଚିମାଝଡର କୋପ ବାରମ୍ବାର ଦେଖିବାକୁ ମିଳୁଛି । କେଉଁ ସ୍ଥାନରେ କୁଆ ପଥର
Read More...

ନାରେନ୍ ଗ୍ରାହକ ସେବା କେନ୍ଦ୍ର ଶାଖାରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ରାଶି ପ୍ରଦାନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ନାରେନ ଗ୍ରାମର ଗ୍ରାହକ ସେବା କେନ୍ଦ୍ର ଶାଖାରେ ଜଣେ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୨ ଲକ୍ଷ ଟଙ୍କାର ବୀମା ଟଙ୍କା ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ଆକ୍ଟୋବର ମାସ ୨୦୨୨ ମସିହାରେ ନାରେନ ଗ୍ରାମର ଶୁକୃ ମାଝୀ
Read More...

ଦକ୍ଷିଣା ଶୌଣ୍ଢିକ ସାଂସ୍କୃତିକ ମହାସଂଘର ରଥକୁ ଟିଟିଲାଗଡରେ ଭବ୍ୟ ସ୍ଵାଗତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦକ୍ଷିଣା ଶୌଣ୍ଢିକ ସାଂସ୍କୃତିକ ମହାସଂଘ ପକ୍ଷରୁ ଆସନ୍ତା ଏପ୍ରିଲ ୭ରୁ ୯ ତିନି ଦିବସୀୟ ପଞ୍ଚମ ମହାସଭା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁ ଗାଁଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସମାଜର ସମସ୍ତଙ୍କୁ ଏକତାର ବାର୍ତ୍ତା ପାଇଁ
Read More...