Browsing Tag

titilagarh news

‘ଖରା’ ଚଳଚ୍ଚିତ୍ର ପାଇଁ ଟିଟିଲାଗଡ଼ର ଯୁଗଳ ସାହୁ ପାଇଲେ ଦାଦା ସାହେବ ଫାଲକେ ଆୱାର୍ଡ଼

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ସହରରୁ କଳା ସଂସ୍କୃତି କ୍ଷେତ୍ରରେ ଅନେକ ପ୍ରତିଭା ଉଦୟମାନ ହୋଇଛନ୍ତି । ଯାହା କି ରାଜ୍ୟ ତଥା ଦେଶରେ ଖ୍ୟାତନାମା ମଧ୍ୟ ଅର୍ଜନ କରିଛନ୍ତି । କିଛି ଦିନ ତଳେ ମୁମ୍ବାଇଠାରେ ମହାରାଷ୍ଟ୍ର ଇଣ୍ଟର ନ୍ୟାସନାଲ୍‌ ଫିଲ୍ମ
Read More...

ଟିଟିଲାଗଡ଼ ସହରରେ ବୁଲା ଗାଈଗୋରୁଙ୍କ ଦୌରାତ୍ମ୍ୟ ବୃଦ୍ଧି : ପୌର ପରିଷଦ ନିରବ ଦ୍ରଷ୍ଟା, ସାଧାରଣରେ ଅସନ୍ତୋଷ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରରେ ଜନ ସଂଖ୍ୟା ବଢ଼ିବା ସହିତ ସହରର ହାଟପଦାପଡ଼ା ଦୈନିକ ବଜାର, ଥାନା ଛକ ସମ୍ମୁଖରେ, ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ ସମ୍ମୁଖରେ, ପେଟ୍ରୋଲ ପମ୍ପ ଛକଠାରେ, ବ୍ୟାଙ୍କ ଛକଠାରେ ବୁଲା ଗାଈଗୋରୁ ନିଜର ଘର ସଦୃଶ ବିଚ୍‌ ରାସ୍ତା ଉପରେ ଶୋଇଥିବା
Read More...

ଟିଟିଲାଗଡ଼ରେ ଭୋଲଟାସ କମ୍ପାନୀ ଫ୍ରିଜ କିଣି ଗ୍ରାହକ ହଟହଟା : ଖରାପ ହେବା ଅଭିଯୋଗର ୧୫ ଦିନ ପରେ ବି ମିଳିନି ସେବା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଇଲେକ୍ଟ୍ରୋନିକ୍ସ ଜିନିଷର ଚାହିଦା ବଢ଼ିବାରେ ଲାଗିଛି । ସେ ଟିଭି ହେଉ କି ଫ୍ରିଜ ହେଉ କି ଏସି ହେଉ, ଏଥିପାଇଁ ଲୋକଙ୍କ ଚାହିଦା ଅନୁଯାୟୀ ବିଭିନ୍ନ କମ୍ପାନୀ ବହୁତ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରି ବଜାରକୁ ବିକ୍ରି ପାଇଁ ଛାଡନ୍ତି । ଆଜିର
Read More...

ଜଗୁଆ ଗ୍ରାମ ପଞ୍ଚାୟତ ଗିରିଗୋବର୍ଦ୍ଧନ ପୀଠ ଆମ୍ବତୋଟାରେ ଟିଟିଲାଗଡ ଓବିସି ମଞ୍ଚର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ଓବିସି ମଞ୍ଚର ସଂଯୋଜକ ମନୋଜ କୁମାର ହାତୀଙ୍କ ସଂଯୋଜନାରେ ଟିଟିଲାଗଡ ଓବିସି ମଞ୍ଚର ସାଙ୍ଗଠନିକ ବୈଠକ ଜଗୁଆ ଗ୍ରାମ ପଞ୍ଚାୟତ ଗିରିଗୋବର୍ଦ୍ଧନ ପୀଠ ନିକଟ ଆମ୍ବତୋଟାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସରକାରଙ୍କ ଦ୍ଵାରା ଚାଲିଥିବା
Read More...

ଚାକିରିରୁ ଅବସର ନେବା ପରେ କୋସଲି କବି ଟିକେଲାଲ ଗଢିଲେ ‘ଆମର କୁଟୁମ’

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିକେଲାଲ ବେହେରା ଜଣେ ସରକାରୀ କର୍ମଚାରୀ । ନିଜ ଚାକିରିରୁ ଅବସର ନେବା ପରେ ତାଙ୍କର ବହୁତ ଦିନର ସ୍ୱପ୍ନ ପୂରଣ କରିବା ପାଇଁ ସମାଜର ବିଭିନ୍ନ ବର୍ଗର ପୁରୁଷ ମହିଳାଙ୍କୁ ଏକତ୍ରିତ କରି ଏକ ନୂତନ ପରିବାର ଗଢି ତୋଳିବା ପାଇଁ 'ଆମର କୁଟୁମ' ନାମରେ ଏକ
Read More...

ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ଶ୍ରମିକ ମୃତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ରାତି ୮.୩୦ରୁ ୯ ଟା ସମୟ ମଧ୍ୟରେ ଘଟିଯାଇଛି ଗୋଟିଏ ଅଘଟଣ । ଯମୁନା ଜୋର କଡ଼ରେ ଥିବା ପୌର ପରିଷଦର ନୂତନ ଭାବେ ନିର୍ମାଣ ହୋଇଥିବା ମାଂସ ଦୋକାନ ପାଖରେ ଗୋଟିଏ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଛି । ସେହି ଟ୍ରାକ୍ଟର ତଳେ ଚାପି ରହିଥିଲେ
Read More...

ମୁରିବାହାଲ ବ୍ଲକ ପତ୍ରାପାଲି(କ) ଗ୍ରାମରେ ଦୁଇ ଦିବସୀୟ ମେଗା ଚକ୍ଷୁ ପରୀକ୍ଷା ଶିବିର ଉଦ୍‌ଯାପିତ

ଟିଟିଲାଗଡ/ମୁରିବାହାଲ, (ସଞ୍ଜୟ କୁମାର ନାୟକ) : ମୁରିବାହାଲ ବ୍ଲକ ପତ୍ରାପାଲି(କ) ଗ୍ରାମରେ ଦୁଇ ଦିନିଆ ମେଗା ଚକ୍ଷୁ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରର ଆୟୋଜକ ହଂସରାଜ ଜୈନ ସଦସ୍ୟ ଡବ୍ଲୁଓଡିସି, ପୂର୍ବତନ ଅଧ୍ୟକ୍ଷ, ରାଜ୍ୟ ସମ୍ପାଦକ ବିଜେଡି ଓଡିଶା ପ୍ରଦେଶଙ୍କ ଉଦ୍ୟମରେ ଏବଂ ବିଜୁ
Read More...

ଅଧୁରା ରହିଲା ଅମର ପ୍ରେମ : ଜୀବନ ହାରିଲେ ପ୍ରେମୀ ଯୁଗଳ

ଟିଟିଲାଗଡ, (କେପିଏନ୍‌ଏସ୍‌) : ପ୍ରେମ ମାନେ ନାହିଁ ବୟସ, ମାନେ ନାହିଁ ଜାତି । କାହିଁକି ନା' ପ୍ରେମ ଅନ୍ଧ । ବେଳେ ବେଳେ ଦୁହେଁ ଦୁହିିଁଙ୍କଠାରୁ ଅଲଗା ହେବା ଭୟରେ ବାଛି ନିଅନ୍ତି ମୃତ୍ୟୁର ବାଟ । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ
Read More...

ନାଳ ପାଣି ନିସ୍କାସନ ପାଇଁ ୱାର୍ଡ ନମ୍ବର ୧୪,୧୫ ବୁଲି ସ୍ଥିତି ଅନୁଧ୍ୟାନ କଲେ ପୌର ନିର୍ବାହୀ ଅଧିକାରୀ ଓ ତହସିଲଦାର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ୨ ଦିନ ପୂର୍ବରୁ ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୪,୧୫ରେ ଅସରାଏ ବର୍ଷାରେ ନାଳ ପାଣି ନିସ୍କାସନ ନ ହୋଇ ଲୋକଙ୍କ ଘରେ ପାଣି ପଶି ଯାଇଥିଲା । ସୋମବାର ଦିନ ପୌର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ୱାର୍ଡ ନମ୍ବର ୧୪ରେ ହେଉଥିବା ଅସୁବିଧା
Read More...

କୋସଲି ସାହିତ୍ୟ ଆସର ଓ କବିତାର ଦୁଲ୍‌ଦୁଲି କାର୍ଯ୍ୟକ୍ରମ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡର ପ୍ରତିଷ୍ଠିତ କୋସଲି ଭାସା ସୁରକ୍ଷା ସମିତି ପକ୍ଷରୁ କୋସଲି ସାହିତ୍ୟ ଆସର ଓ କବିତାର ଦୁଲ୍‌ଦୁଲି କାର୍ଯ୍ୟକ୍ରମ ସ୍ଥାନୀୟ ପ୍ରଭାବତୀ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଏକ ଆଲୋଚନା ସଭା କରାଯାଇଥିଲା । ମୁଖ୍ୟ
Read More...