Browsing Tag

titilagarh news

ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କୁ ମାଡ ଘଟଣା : ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ୨୦ ତାରିଖ ମଙ୍ଗଳବାର ରାତିରେ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଜଣେ ରୋଗୀଙ୍କୁ ଚିକିତ୍ସା ପାଇଁ ଆଣିଥିବା ବେଳେ ପ୍ରାରମ୍ଭିକ ଚିକିତ୍ସା କରିବା ଭିତରେ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ଡାକ୍ତର ବିଜୁ
Read More...

ଟିଟିଲାଗଡ଼ରେ ମହା ଆଡ଼ମ୍ବରରେ ପାଳନ ହେଲା ଘୋଷଯାତ୍ରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁ ଓ ଶ୍ରୀ ଶ୍ରୀ ଧବଳେଶ୍ୱର ଟ୍ରଷ୍ଟ ପକ୍ଷରୁ ଚଳିତ ବର୍ଷ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମନ୍ଦିରରୁ ତିନି ଠାକୁରଙ୍କୁ ପହଣ୍ଡି ବିଜେ କରି ରଥ ଉପରକୁ ଆଣିଥିଲେ ସେବାୟତ । ତିନି ଠାକୁର ବିରାଜମାନ ହେବା ପରେ
Read More...

ଟିଟିଲାଗଡ଼ ଜଗନ୍ନାଥ ମନ୍ଦିରରେ ନବ ଯୌବନ ଦର୍ଶନ ପାଇଁ ବିଧିବଦ୍ଧ ପୂଜା ସମ୍ପନ୍ନ : କାଲି ହେବ ଘୋଷଯାତ୍ରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁ, ଶ୍ରୀ ଶ୍ରୀ ଧବଳେଶ୍ୱର ମହାପ୍ରଭୁ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ ନିମନ୍ତେ ସକାଳୁ ପୂଜାର୍ଚ୍ଚନା କରାଯାଇଥିଲା । ପୂଜା ସମ୍ପନ୍ନ ହେବା ପରେ ମନ୍ଦିର ଉପରେ ଧ୍ଵଜା
Read More...

ନିଟ୍‌ ପରୀକ୍ଷାରେ ସଫଳତା ହାସଲ କଲେ ଟିଟିଲାଗଡର ନିହାର ରଞ୍ଜନ ବେହେରା

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ଟିଟିଲାଗଡ ପୌରପରିଷଦ ୱାର୍ଡ ନମ୍ବର ୧୨ ଅନ୍ତର୍ଗତ ଝ।ଙ୍କରପଡ଼ାରେ ରହୁଥିବା ଜଣେ ରେଳ ବିଭାଗ କର୍ମଚାରୀଙ୍କ ପରିବାରର ନିହାର ରଞ୍ଜନ ବେହେରା ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ମା' ପ୍ରେମଲତା ବେହେରା ଜଣେ ଗୃହିଣୀ, ବାପା ଜଣେ ମେଲ
Read More...

ସମାଜ ପାଠକ ମଂଚ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସମାଜ ପାଠକ ମଂଚ ଟିଟିଲାଗଡ ପକ୍ଷରୁ ସ୍ଥାନୀୟ ଜଲାରାମ ଲଜରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସଭାପତି ଭିକାରୀ ଚରଣ ମିଶ୍ର ଅଧ୍ୟକ୍ଷତା କରିବା ପୂର୍ବକ ସଭା ପରିଚାଳନା କରିଥିଲେ । ପ୍ରଥମେ
Read More...

ଟିଟିଲାଗଡ଼ ପୋଲିସ ପକ୍ଷରୁ ପୃଥକ ପୃଥକ ଚୋରି ଓ ଲୁଟ୍‌ ମାମଲାରେ କରାଗଲା ଚଢାଉ : ତିନି ଜଣଙ୍କୁ ଗିରଫ କରି କରାଗଲା…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ଏପ୍ରିଲ ୧୮ ତାରିଖ ୨୦୨୩ରେ ରାହୁଲ କୁମାର ବେଠାଙ୍କ ଅଭିଯୋଗ କ୍ରମେ ଗୁଞ୍ଚିତରାରେ ଥିବା ଗୋଦାବରୀ ମିନିରାଲ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ୧୭ ତାରିଖ ରାତି ଅଧରେ ଅଫିସର ତାଲା ଭାଙ୍ଗି ଭିତରେ ଥିବା କମ୍ପ୍ୟୁଟର, ସିପିୟୁ, ପ୍ରିଣ୍ଟର, ୟୁପିଏସ, ମାଉସ
Read More...

କାର ଭିତରୁ ୭ ବର୍ଷର ଶିଶୁ ପୁତ୍ରର ମୃତଦେହ ଠାବ : ହତ୍ୟା ସନ୍ଦେହ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ଘଣ୍ଟବାହାଲି ଗ୍ରାମର ଗୋଟିଏ କାର ଭିତରୁ ୭ ବର୍ଷ ବୟସର ପିଲାର ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ମୃତ ପିଲାର ନାମ ବେଦବ୍ୟାସ ଜାନି, ପିତା ଅନାମି ଜାନି । ଅପରାହ୍ନ ତିନିଟାରୁ ଘରୁ ଖେଳିବା ପାଇଁ ଯାଇଥିବା ବେଳେ କାର ଭିତରୁ
Read More...

ନିଟ୍‌ ପରୀକ୍ଷାରେ ସଫଳତା ପାଇ ଟିଟିଲାଗଡ଼ ସହରର ଗୌରବ ସାଜିଲେ ଜନ୍ମେଜୟ ସେଠ

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ନିଜ ପିଲାଙ୍କ ଭବିଷ୍ୟତ କିପରି ଗଢି ତୋଳିବେ, ସେଥିପାଇଁ ସବୁ ଅଭିଭାବକ ଚେଷ୍ଟାରତ ଥାଆନ୍ତି । ସମସ୍ତ ଅଭିଭାବକଙ୍କ ଭଳି ଟିଟିଲାଗଡ ସହରର ୱାର୍ଡ ନମ୍ବର ୧୨ ଝାଙ୍କରପଡା ନିବାସୀ ଗରିବ ଦମ୍ପତିଙ୍କ ପୁଅ ଆଜି ନିଟ୍‌ ପରୀକ୍ଷାରେ ସଫଳତା ପାଇବା ସହ ନିଜ ଅଞ୍ଚଳ
Read More...

ଟିଟିଲାଗଡ଼ ମାରୱାଡ଼ି ଯୁବାମଞ୍ଚ, ସେଣ୍ଟ୍ରାଲ ଶାଖା ଓ ପ୍ରଗତି ସେଣ୍ଟ୍ରାଲ ଶାଖା ତରଫରୁ ବିଶାଳ ରକ୍ତଦାନ ଶିବିର ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡିଶା ପ୍ରାନ୍ତୀୟ ମାରୱାଡ଼ି ଯୁବାମଞ୍ଚର ୧୦୬ ଶାଖାର ମିଳିତ ଆନୁକୂଲ୍ୟରେ ଆଠ ଦିନ ବ୍ୟାପୀ ରାଜ୍ୟର ବିଭିନ୍ନ ସ୍ଥାନରେ ୨୫୦ରୁ ଅଧିକ କ୍ୟାମ୍ପ କରି ୧୧,୧୧୧ ୟୁନିଟ ରକ୍ତ ସଂଗ୍ରହ ଅଭିଜାନର ଚତୁର୍ଥ ଦିନରେ ଏକ ମେଗା ରକ୍ତଦାନ ଶିବିର ସ୍ଥାନୀୟ ମହାବୀର
Read More...

୧୨୦୫ ନୂତନ ଡାକ୍ତରଙ୍କୁ ନିଯୁକ୍ତି ମଧ୍ୟରୁ ଜିଲ୍ଲାକୁ ଆସିବେ ପାଖାପାଖି ୪୧ : ଟିଟିଲାଗଡକୁ ଆସିବେ କେତେ ?

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏହି ମନ୍ତ୍ରକୁ ସାର୍ଥକ କରୁଛି ସ୍ୱାସ୍ଥ୍ୟ ବିଭାଗ ଯାହାକି ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ରାଜ୍ୟରେ ନୂଆ ମେଡିକାଲ କଲେଜ ଖୋଲିବାଠୁ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା
Read More...