ରାମଭକ୍ତ ଫରିକାରଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି
ଟିଟିଲାଗଡ଼, (କେପିଏନ୍ଏସ୍) : ରାମଭକ୍ତ ଫରିକାର କୋସଲି ଭାଷା ଆନ୍ଦୋଳନର ଜଣେ ନିର୍ଭୀକ ସାରଥି ଥିଲେ । ଐତିହାସିକ ଓ ଗବେଷକ ସ୍ୱର୍ଗତ ପ୍ରୟାଗଦତ୍ତ ଯୋଷୀଙ୍କ ସହ ଆଦ୍ୟ ସହଯୋଗୀ ଭାବେ ଦୀର୍ଘ ସମୟ ଆନ୍ଦୋଳନକୁ ସାକାର ରୂପ ଦେବାରେ ତାଙ୍କର ଅବିସ୍ମରଣୀୟ ଅବଦାନ ଥିଲା । ସେ 'ହକୁଆ' ନାମରେ ଏକ!-->…
Read More...
Read More...