ଟିଟିଲାଗଡରେ ଧୁମ୍ଧାମ୍ରେ ପାଳିତ ହେଲା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ସାରା ଓଡ଼ିଶା ଚଳଚଞ୍ଚଳ ହୋଇପଡିଛି । ଟିଟିଲାଗଡ ସହରରେ ମଧ୍ୟ ଏହି ନୂଆଁଖାଇ ପର୍ବ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି । ପ୍ରଥମେ ଟିଟିଲାଗଡର ଅଧିଷ୍ଠାତ୍ରୀ ଦେବୀ ମା' ଘଣ୍ଟାଶୁଣିଙ୍କ ମନ୍ଦିରକୁ ଯାଇ ଦର୍ଶନ!-->…
Read More...
Read More...