Browsing Tag

titilagarh news

‘କୋଶଳ ପ୍ରବାହ’ର ପ୍ରଭାବ : ଖବର ପ୍ରସାରଣ ପରେ ସଜଡ଼ା ହେଲା ଲାଇଟ୍‌

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ରେଳ ଓଭରବ୍ରିଜ ଉପରର ରେଳ ଧାରଣା ଉପରେ ଥିବା ଦୁଇଟି ଲାଇଟ୍‌ ଖୁମ୍ବର ଲାଇଟ୍‌ ଜଳୁ ନଥିବାରୁ ରାତିରେ ସେହି ବାଟ ଦେଇ ଯାଉଥିବା ପଥଚାରୀ, ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ଆମ 'କୋଶଳ ପ୍ରବାହ'ରେ ଖବର ପ୍ରସାରଣ କରିଥିଲୁ
Read More...

ଟିଟିଲାଗଡର ଅଧିଷ୍ଠାତ୍ରୀ ଦେବୀ ଘଣ୍ଟାଶୁଣିଙ୍କ ମନ୍ଦିରରେ ପିଠେ ମହାଷ୍ଟମୀ ହୋମଯଜ୍ଞ ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ଘଣ୍ଟାଶୁଣିଙ୍କ ମନ୍ଦିରରେ ସହରବାସୀଙ୍କ ମଙ୍ଗଳ କାମନା ପାଇଁ ଅଷ୍ଟମୀ ହୋମ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରର ପୂଜକ ରାୟ ସିଂ ପାତ୍ରଙ୍କ ଅଧ୍ୟକ୍ଷତାରେ ପୂଜକ ସାର୍ଥକ ମିଶ୍ରଙ୍କ
Read More...

ଟିଟିଲାଗଡ ରେଳ ଓଭର ବ୍ରିଜର ରେଳ ଲାଇନ ଉପର ଦୁଇଟି ଖୁମ୍ୱର ଜଳୁନି ଲାଇଟ : ଅନ୍ଧାର ଯୋଗୁଁ ଲୋକେ ହଇରାଣ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ରେଳ ଓଭର ବ୍ରିଜ ଦେଇ ଏବେ ସହର ବାହାରକୁ ଯିବା ଆସିବା କରିବା ପାଇଁ ବହୁତ ଲୋକ ନିର୍ଭର କରୁଛନ୍ତି । ଓଭର ବ୍ରିଜ ଉପରେ ରେଳ ଧାରଣା ଉପରେ ଥିବା ଦୁଇଟି ଲାଇଟ୍‌ ଖୁମ୍ବର ଲାଇଟ ଜଳୁ ନଥିବାରୁ ରାତିରେ ସେହି ବାଟ ଦେଇ ଯାଉଥିବା ପଥାଚାରୀ, ସାଧାରଣ
Read More...

ଖବର ପ୍ରସାରଣ ପରେ ହଟିଲା ଅଳିଆ କୁଣ୍ଡ : ପୌର ଅଧିକାରୀ, ସାମ୍ବାଦିକ ଓ ୱାର୍ଡ ମେମ୍ବରଙ୍କୁ ସ୍ଥାନୀୟ ଲୋକ ଦେଲେ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ହାଟପଦାପଡ଼ା ଦୈନିକ ବଜାରର ଟିକସ ଆଦାୟ କେନ୍ଦ୍ର ପଛପଟେ ଯାହାକି ସରାଫ ସାଇକେଲ ଦୋକାନ ସାମ୍ନାରେ ପ୍ରତିଦିନ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ଫିଙ୍ଗା ଯାଉଥିଲା । ଏତେ ଅଳିଆ ଆବର୍ଜ୍ଜନା ଫିଙ୍ଗା ଯାଉଥିଲା ଯେ ସେହି ଅଳିଆ
Read More...

ମିଛ ନାଁରେ ଫେସବୁକ୍‌ ଆଇଡି କରିଥିବା ରାମ ୟାଦବ ଓ ପ୍ରିୟଙ୍କା ପୁରୋହିତଙ୍କ ବିରୁଦ୍ଧରେ ସାଇବର ଥାନା ପକ୍ଷରୁ ପଦକ୍ଷେପ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଦୁନିଆ ଯେତେ ଆଗକୁ ବଢୁଛି ସେତିକି ମାତ୍ରାରେ ଟେକନୋଲୋଜି ସେତିକି ଆଗକୁ ନେଉଛି । ଆଜିକାଲି ନେଟରେ ସବୁ କାର୍ଯ୍ୟ ଚାଲିଛି, ସେ ଭିତରୁ ସୋସିଆଲ ମିଡ଼ିଆ ଅନ୍ୟତମ । କିଛି ଘଟଣା ଘଟିଲା ମାତ୍ରକେ ଯିଏ ଯାହାର ଫେସବୁକ୍, ୱାଟସ୍‌ଏପ୍‌,
Read More...

ଟିଟିଲାଗଡ ନିକଟସ୍ଥ ଟିଟିଡୁଙ୍ଗୁରିପଡ଼ାଠାରେ ମା’ ଭୈରବୀଙ୍କ ଝାମୁଯାତ୍ରା ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପବିତ୍ର ଦଶହରା ମାସରେ ମା' ଭୈରବୀଙ୍କ ଝାମୁଯାତ୍ରା ଟିଟିଲାଗଡ ନିକଟସ୍ଥ ଟିଟିଡୁଙ୍ଗୁରିପଡ଼ାଠାରେ ତିନି ବର୍ଷ ଧରି ଚାଲି ଆସୁଛି । ଚଳିତ ବର୍ଷ ମଧ୍ୟ ବହୁତ ଭକ୍ତଙ୍କ ସମାଗମ ହୋଇଥିଲା । ଦେବୀ ଲାଗିବା ପରେ ଘରୁ ମନ୍ଦିର ନିକଟକୁ ବାଦ୍ୟର ତାଳେ ତାଳେ
Read More...

ଟିଟିଲାଗଡ଼ରେ ଧୁମ୍‌ଧାମ୍‌ରେ ଅଗ୍ରସେନ ଜୟନ୍ତୀ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ନବରାତ୍ରିର ପ୍ରଥମ ଦିନକୁ ମହାରାଜ ଅଗ୍ରସେନଙ୍କ ଜୟନ୍ତୀ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଟିଟିଲାଗଡ ଅଗ୍ରୱାଲ ସଭାର ସଭାପତି ପ୍ରେମଚାନ୍ଦ ଜୈନଙ୍କ ଅଧ୍ୟକ୍ଷତାରେ ଅକ୍ଟୋବର ୬ ତାରିଖରୁ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାଠାରେ
Read More...

ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲାୟନ୍ସ କ୍ଲବ ଇଣ୍ଟର ନ୍ୟାସନାଲ ତରଫରୁ ବିଶ୍ୱକୁ ଶାନ୍ତିର ବାର୍ତା ଦେବା ଉଦ୍ଦେଶ୍ୟରେ ବିଶ୍ୱ ବ୍ୟାପୀ ବିଭିନ୍ନ ସ୍ଥାନରେ ଶାନ୍ତି ଉପରେ ଚିତ୍ର ଅଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ
Read More...

ଟିଟିଲାଗଡରେ ସାଇବର ସୁରକ୍ଷା ଅଭିଜାନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡିଶା ପୋଲିସ ପକ୍ଷରୁ ରାଜ୍ୟ ବ୍ୟାପୀ ଏକ ସାଇବର ସୁରକ୍ଷା ଅଭିଯାନ ଗାଡି ବୁଲୁଛି । ଜନସାଧାରଣମାନଙ୍କୁ ସାଇବର କ୍ରାଇମ ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ଟିଟିଲାଗଡ଼ ଏହି ସଚେତନ ଗାଡି ପହଞ୍ଚି ଶୁକ୍ରବାର ଦିନ ଡିଏଭି ମହାବିଦ୍ୟାଳୟ, ହିନ୍ଦୀ
Read More...

ଟିଟିଲାଗଡ ମାରୱାଡି ଯୁବାମଞ୍ଚ ପକ୍ଷରୁ ପିତୃପକ୍ଷ ଆରମ୍ଭ ଦିନରୁ ମହାଳୟା ଯାଏଁ ସବୁଦିନ ଦେଲେ ଅନ୍ନ ପ୍ରସାଦ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମହାଳୟା ଦିନ ନିଜ ପୂର୍ବଜ ମାତା ପିତା, ଅଜା ଆଇ, ଜେଜେ ମା', ଜେଜେ ବାପା ତଥା ସମସ୍ତ ମୃତବ୍ୟକ୍ତିଙ୍କ ଆତ୍ମାର ଶାନ୍ତି ନିମନ୍ତେ ନିଜର ବଂଶଜଙ୍କ ଦ୍ୱାରା ଶ୍ରାଦ୍ଧ ଦେଇ ସେମାନଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରାଯାଏ । ସମସ୍ତ ଘରମାନଙ୍କରେ ଶ୍ରାଦ୍ଧ କରିବା
Read More...