ପୁଣି ଥରେ ତେଜିଲା ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି : ଆସନ୍ତା ୭ ତାରିଖରେ ହେବ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ
ଟିଟିଲାଗଡ଼ , (ସଞ୍ଜୟ କୁମାର ନାୟକ) : ଦୀର୍ଘ ୩୦ ବର୍ଷର ଦାବି ହେଉଛି ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି । ଗତ କିଛି ଦିନ ତଳେ ପଦମପୁରକୁ ଜିଲ୍ଲା କରାଯିବା ନେଇ ସମ୍ବଲପୁର ଆର୍ଡିସି ତରଫରୁ ବିଭିନ୍ନ ଦିଗରେ ତଦାରଖ କରାଯାଇଥିବା ସମ୍ପର୍କିତ ଖବର ପ୍ରଚାରିତ ହେବା ପରେ ମଙ୍ଗଳବାର!-->…
Read More...
Read More...