ରାମ ନବମୀ ପାଇଁ ଟିଟିଲାଗଡ଼ ପୋଲିସ ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ପବିତ୍ର ରାମ ନବମୀ । ରାମ ନବମୀ ମନାଇବା ପାଇଁ ଟିଟିଲାଗଡ଼ ସହର ଚଳଚଞ୍ଚଳ ହୋଇପଡିଛି । ଏହି ନବମୀ ପାଳନ କରିବାକୁ ସହରରେ ଥିବା ସମସ୍ତ ହନୁମାନ ଓ ରାମ ମନ୍ଦିରର କମିଟି ସଦସ୍ୟଙ୍କ ଦ୍ୱାରା ବ୍ୟାପକ ପ୍ରସ୍ତୁତି କରାଯାଉଛି । ତେବେ ଏହାକୁ!-->…
Read More...
Read More...