Browsing Tag

titilagarh news

ମହିଳାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବ ଅଭିଯୋଗ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ରେ ଦିନକୁ ଦିନ ବଢୁଥିବା ଅପରାଧକୁ ନେଇ ଚାଞ୍ଚଲ୍ୟ ସୃ‌ଷ୍ଟି ହୋଇଛି । ଆଜି ଜଣେ ମହିଳାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗ ଆସିଛି । ପାରିପାଶ୍ୱିର୍କ ସ୍ଥିତିକୁ ଦେଖିଲେ ଯୋଜନାବଦ୍ଧ ଭାବରେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ବି
Read More...

ଏଚ୍‌ପି ଗ୍ୟାସ୍‌ ଗୋଦାମ୍‌ର କର୍ମଚାରୀ ଠାରୁ ଲୁଟି ନେଲେ ଲୁଟେରା

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଥାନା ସ୍ଥିତ ବାନ୍ଦୁପଲା ଠାରେ ଥିବା ବେହେରା ହିନ୍ଦୁସ୍ଥାନ ପେଟ୍ରୋଲିୟମ ଗ୍ୟାସ (ଏଚପି ଗ୍ୟାସ) ଗୋଦାମର କାର୍ୟ୍ୟରତ କର୍ମଚାରୀ ପାଖରୁ ପ୍ରାୟ ୧,୬୯,୦୦୦ ଟଙ୍କା ଲୁଟି ନେଇଥିବା ବେଳେ ଧରା ପଡ଼ିଛି ଗୋଟିଏ ଲୁଟେରା । ରାତି ପ୍ରାୟ ୯ ଟା ସମୟ ବେଳକୁ
Read More...

ସଡକ ଦୁର୍ଘଟଣାରେ ଜଣେ ମୃତ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଶନିବାର ସନ୍ଧ୍ୟା ୮:୩୦ ସମୟରେ ଗ୍ରାମ କଲୋନୀ ପଡାର ୨୫ ବର୍ଷୀୟ ମୁକେଶ ଭୋଇଙ୍କ ଏକ ସଡ଼କ ଦୁର୍ଘଟଣାରେ ପଥର୍ଲା ଗ୍ରାମ ପାଖରେ ମୃତ୍ୟୁ ହୋଇଛି। ମୁକେଶ ଅତ୍ୟଧିକ ମଦ୍ୟପାନ କରିଥିବାରୁ ଭାରସାମ୍ୟ ହରାଇ ଗଛ ରେ ପିଟି ହୋଇ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ
Read More...

ଯୁବ ଯାଦବ ମହାସଭାର ସାଂଗଠାନିକ ବୈଠକ

ଟିଟିଲାଗଡ, (ଗୌରବ ଦର୍ଜୀ) :ଟିଟିଲାଗଡ ବ୍ଲକ୍ ଅନ୍ତର୍ଗତ ସେଳୁଆ ଗ୍ରାମର ବଜାର ପଡିଆ ଠାରେ ଏକ ସାଙ୍ଗଠନିକ ବୈଠକ ଯୁବ ଯାଦବ ସଂଗଠକ ହାରେଶ ବଗର୍ତ୍ତୀ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏହି ବୈଠକ ରେ ପ୍ରଭୁ ଶ୍ରୀକୃଷ୍ଣ ଓ ଇଷ୍ଟଦେବୀ ଚଣ୍ଡୀ ସମଲେଇଙ୍କ ପୂଜାର୍ଚ୍ଚନା ହୋଇଥିଲା
Read More...

ମନ୍ତ୍ରୀ ଟୁକୁନି ସାହୁଙ୍କ ସମୀକ୍ଷା ବୈଠକ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଆହ୍ୱାନ କ୍ରମେ ଟିଟିଲାଗଡ ପୌରପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଟିଟିଲାଗଡ ଉପ ଜିଲ୍ଲାପାଳ ସୋମେଶ
Read More...

ଜାତୀୟ କୋଶଲୀ ମହାମେଲନ୍‌ ଆସନ୍ତା ୨୪ରୁ ୩୦

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଜାତୀୟ କୋଶଲୀ ମହାମେଲନ୍‌ ଆସନ୍ତା ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜାତୀୟ କୋଶଲୀ ମହାମେଲନ୍‌ କମିଟି ପକ୍ଷରୁ କୁହାଯାଇଛି । ତେବେ କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଅନ୍‌ଲାଇନ୍‌ ମାଧ୍ୟମରେ ଅନୁଷ୍ଠିତ ହେବ ବୋଲି ସୂଚନା
Read More...

ୱେସ୍କୋର ଘରୋଇକରଣକୁ ନେଇ ବିରୋଧ ପ୍ରଦର୍ଶନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଦେଶରେ ତଥା ରାଜ୍ୟରେ ବିଭିନ୍ନ ବିଭାଗକୁ ଘରୋଇକରଣ କରାଯିବା ପ୍ରକ୍ରିୟା ଜାରି ରହିଛି । ଓଡ଼ିଶାରେ ବିଭିନ୍ନ ବିଭାଗକୁ ଘରୋଇକରଣ କରିବା ପରେ ପାଳି ଆସିଛି ବିଦ୍ୟୁତ୍ ବିଭାଗର । ବିଦ୍ୟୁତ୍ ବିଭାଗକୁ ରାଜ୍ୟ ସରକାର ଟାଟା ପାୱାରକୁ ବିକ୍ରି କରିଦେଉଥିବା ଅଭିଯୋଗ
Read More...

ଅଭିମନ୍ୟୁ ସାହୁଙ୍କ ପୁଣ୍ୟ ତିଥିରେ କମ୍ବଳ ବଣ୍ଟନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ମାଟିର ଜଣେ ବୀର ପୁତ୍ର ଅଭିମନ୍ୟୁ ସାହୁଙ୍କ ସପ୍ତମ ପୁଣ୍ୟ ତିଥି । ଆଜିର ଦିନରେ ଡିସେମ୍ବର ୧୫ ତାରିଖ ୨୦୧୩ ରେ ସ୍ୱର୍ଗତଃ ଅଭିମନ୍ୟୁ ସାହୁଙ୍କ ହତ୍ୟା ହୋଇଥିଲା । ତାଙ୍କ ହତ୍ୟାରେ ପୂରା ଟିଟିଲାଗଡ ସ୍ଥବ୍ଧ ହୋଇଯାଇଥିଲା । ଆଜିର ଏହି ପୁଣ୍ୟ
Read More...

ଦଲାଲ ଖାଇଗଲେ ଲକ୍ଷ ଲକ୍ଷ ଟଙ୍କାର କପା

ଟିଟିଲାଗଡ, (ଗୌରବ ଦର୍ଜୀ) : ସିଲଣ୍ଡା ଗ୍ରାମର କପା ଚାଷୀ ୨୦୧୯ ମସିହାରେ କପା ଚାଷ କରି ଦଲାଲ ମାନଙ୍କୁ ବିକ୍ରି କରିଥିଲେ । ପ୍ରାୟ ୯ ଲକ୍ଷ ଟଙ୍କାର କପା ଦଲାଲ ମାନଙ୍କୁ ବିକ୍ରି କରିଥିଲେ । କିନ୍ତୁ ଦଲାଲ ମାନେ ତାଙ୍କୁ କପା ବାବଦକୁ କୌଣସି ଟଙ୍କା ନ ଦେଇ ଭୁଆଁ ବୁଲାଉଥିବା ଚାଷୀମାନେ
Read More...

ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ସମୀକ୍ଷା ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ପୌର ପରିଷଦ କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଥିଲା ମନ୍ତ୍ରୀ ଟୁକୁନି ସାହୁଙ୍କ ନିଜ ନିର୍ବାଚନ ମଣ୍ଡଳୀର ଏକ ସମୀକ୍ଷା ବୈଠକ । ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବ୍ୟାପକ ଯୋଜନା କାର୍ୟ୍ୟକାରୀ ହେଉଥିଲେ ମଧ୍ୟ ଅନେକ ଯୋଜନା ଲୋକଙ୍କ ପାଖରେ
Read More...