ଆଦିବାସୀ କନ୍ଧାନ କୋଶଲୀ କଳାକାର ସଂଘର ବୈଠକ
ଟିଟିଲାଗଡ଼, (ଗୌରବ ଦର୍ଜୀ) : ପଶ୍ଚିମ ଓଡ଼ିଶାର ଲୋକ କଳା, ଲୋକଗୀତ, ଲୋକନୃତ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ନବ ବର୍ଷରେ ଟିଟିଲାଗଡ଼ ଉପଖଣ୍ଡର ନାରେନ ଗ୍ରାମସ୍ଥିତ ମଠଖାଇଦେବୀଂକ ପୀଠସ୍ଥଳୀରେ କଳାକାର ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସଂସ୍କୃତିପ୍ରେମୀ ଥବିର!-->…
Read More...
Read More...