Browsing Tag

titilagarh news

କରୋନା ଯୋଦ୍ଧା ସାମ୍ବାଦିକ ମାନଙ୍କୁ କରୋନା ଟୀକା ଯୋଗାଇ ଦେବାକୁ ଦାବୀ

ଟିଟିଲାଗଡ, (ଗୌରବ ଦର୍ଜୀ) :କେନ୍ଦ୍ର ସରକାର କରୋନା ଯୋଦ୍ଧା ମାନଙ୍କୁ ମାଗଣାରେ କରୋନା ଟୀକା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ କରୋନା ଯୋଦ୍ଧା ଭାବେ ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ପୋଲିସ ସାମିଲ ହୋଇ ଥିବା ବେଳେ ସାମ୍ବାଦିକ ମାନଙ୍କୁ ବାଦ୍ ଦିଆଯାଇଛି । କରୋନା ମହାମାରୀ ସାରା
Read More...

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ଜଣେ ନାବାଳିକା ଦିବ୍ୟାଙ୍ଗଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଟିଟିଲାଗଡ଼ ଆହାର କେନ୍ଦ୍ରର ଜଣେ କର୍ମଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗରେ କୁହାଯାଇଛି । ଟିଟିଲାଗଡ଼
Read More...

ଘୋଡାର ଗ୍ରାମ ଏବଂ ଅମ୍ୱୁର୍ଲା ଗାଁରେ ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କଲେ ମନ୍ତ୍ରୀ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଗତକାଲି ଶନିବାର ଟିଟିଲାଗଡ଼ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଘୋଡାର ଗାଁ ଏବଂ ଅମ୍ୱୁର୍ଲା ଗାଁରେ ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି
Read More...

ଟିଟିଲାଗଡ଼ ରେଲୱେ ଷ୍ଟେସନରୁ ଦାଦନ ଶ୍ରମିକ ଉଦ୍ଧାର : ଦାଦନ ସର୍ଦ୍ଦାର ଫେରାର

ଟିଟିଲାଗଡ଼, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲାରେ ବାହାର ରାଜ୍ୟକୁ ଦାଦନ ଶ୍ରମିକଙ୍‌କ ଯିବା ବଢିବାକୁ ଲାଗୁଥିବା ବେଳେ ରୋଜଗାର ଦେବା ପାଇଁ ସରକାରଙ୍କ ଯୋଜନା ଫେଲ ମାରୁଥିବା ପରିଲକ୍ଷିତ ହେଉଛି । ତେବେ ନାମକୁମାତ୍ର ପ୍ରଶାସନର କଟକଣା, ମନରେଗା ଯୋଜନାରେ ନିଯୁକ୍ତି ପ୍ରୟାସ ପ୍ରହସନ
Read More...

ଫୁଟବଲ ଟୁର୍ଣ୍ଣାମେଣ୍ଟରେ ନରିକଟା ବିଜୟୀ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ତୁର୍ଲା ଗ୍ରାମରେ ଜୟ ହନୁମାନ ଯୁବକ ସଂଘ ତରଫରୁ ୧୯ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ୍ ଆୟୋଜିତ ହୋଇଯାଇଛି । ଜାନୁଆରୀ ୪ ତାରିଖ ଦିନ ଜଗୁଆ ଗ୍ରାମପଞ୍ଚାୟତର ସରପଞ୍ଚ ସୁଦାମ ମାଝି ଓ ଜିଲ୍ଲା ପରିଷଦ ସଦସ୍ୟ ଦିଲୀପ
Read More...

ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଜେଲ ପଠାଗଲା

ଟିଟିଲାଗଡ, (ଗୌରବ ଦର୍ଜୀ) : ଗତ ୨୨ ଡିସେମ୍ବର ୨୦୨୦ରେ ଟିଟିଲାଗଡ ସ୍ଥିତ ସର୍ଗିଗୁଡ଼ା ଠାରେ ପୋଲିସ କୂଅରୁ ଉଦ୍ଧାର କରିଥିଲା ଜଣେ ମହିଳାଙ୍କ ମୃତ ଦେହ । ଟିଟିଲାଗଡ ସହର ମଧ୍ୟରେ ଥିବା ଆକାଶ ଫେନ୍‌ସିର ମାଲିକ ଆନନ୍ଦ ଅଗ୍ରୱାଲଙ୍କ ସ୍ତ୍ରୀ ସୁମିତ୍ରା ଅଗ୍ରୱାଲଙ୍କୁ ହତ୍ୟା କରି କୂଅରେ
Read More...

ବାଏଫ୍ ତରଫରୁ ଗାଈ ଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ନରେନ ଗ୍ରାମପଞ୍ଚାୟତ କୁସକେଲା ଗୋ ବିକାଶ କେନ୍ଦ୍ର ଆନୁକୂଲ୍ୟରେ ନରେନ ଗ୍ରାମ ଠାରେ ଏକ ଗାଈ ଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲା କ୍ଷେତ୍ରାଧିକାରୀ
Read More...

ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ସରପଂଚ ସଂଘର ବନ୍ଧୁମିଳନ ଉତ୍ସବ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ରୁଷୁଡ଼ା ଗ୍ରାମପଞ୍ଚାୟତରେ ଗୁଡ଼ଭେଲା ବ୍ଲକ ସରପଞ୍ଚ ସଂଘ ଦ୍ୱାରା ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ଟିଟିଲାଗଡ, ସଇଁତଲା ଓ ଗୁଡ଼ଭେଲା ବ୍ଲକର
Read More...

ବଡାଖାନା କାର୍ଯ୍ୟକ୍ରମରେ କରୋନା କଟକଣା ଉଭାନ୍‌

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ସହର ନିକଟସ୍ଥ ମାଥନପଲା ଡ୍ୟାମରେ ଆୟୋଜନ ହୋଇଯାଇଛି ବଡ଼ାଖାନା କାର୍ୟ୍ୟକ୍ରମ । ଟିଟିଲାଗଡ ପୌରପରିଷଦ ତରଫରୁ ଏକ ବଣଭୋଜି ବଡ଼ାଖାନା କାର୍ୟ୍ୟକ୍ରମ ନାମରେ ଆୟୋଜନ କରାଯାଇଛି । ଏହି କାର୍ୟ୍ୟକ୍ରମରେ ଟିଟିଲାଗଡ ଉପ ଜିଲ୍ଲାପାଳ ତଥା ପୌରପରିଷଦ
Read More...

ଯୁବ ସାମ୍ବାଦିକ ପ୍ରକାଶ ମହାରଣା ଚାଲିଗଲେ : ଟିଟିଲାଗଡ଼ରେ ଶୋକାକୁଳ ପରିବେଶ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଯୁବ ସାମ୍ବାଦିକ ପ୍ରକାଶ ମହାରଣା(୪୫) ଚାଲିଗଲେ । ଟିଟିଲାଗଡ ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ଦେହାନ୍ତ ହୋଇଛି । ଶ୍ରୀ ପ୍ରକାଶ ମହାରଣା ଯୁବକ ଅବସ୍ଥାରେ ସାମ୍ବାଦିକତା କ୍ଷେତ୍ରରେ ବେଶ୍‌ ସୁନାମ ଅର୍ଜନ କରିଥିଲେ । ଦୀର୍ଘ ବର୍ଷ ଧରି ସମ୍ବାଦ ଖବରକାଗଜ ଓ କନକ
Read More...