Browsing Tag

titilagarh news

ଦିଲ୍ଲୀ ଚାଷୀ ଆନ୍ଦୋଳନର ପ୍ରଭାବ ଟିଟିଲାଗଡରେ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଦିଲ୍ଲୀରେ କୃଷକମାନେ ଓ କଂଗେସ ଦଳ କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରି ଦିନ ୧୨ ଟାରୁ ୩ ଟା ପର୍ୟ୍ୟନ୍ତ ତିନି ଘଣ୍ଟା ଅଖ ଚକ ଜାମ କରିବାପାଇଁ ଦେଶ ବାସୀଙ୍କୁ ଆହ୍ବାନ କରିଛନ୍ତି । ଏହାରର ପ୍ରଭାବ ଟିଟିଲାଗଡରେ ମଧ୍ୟ ଦେଖା ଦେଇଥିଲା । ରାଜ୍ୟ ଯୁବ
Read More...

ଟଙ୍କ ଜୋର ଉପରେ ବ୍ରିଜ ନିର୍ମାଣ ଦାବୀ ନେଇ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଧିନସ୍ଥ ଅଲଣ୍ଡା ଗ୍ରାମପଞ୍ଚାୟତ ଏବଂ ଠେମରା ଗ୍ରାମପଞ୍ଚାୟତ ମଧ୍ୟରେ ରହିଛି ଏକ ଟଙ୍କ ଜୋର ନାଲା । ଏହି ନାଲା ଉପରେ ଏକ ବ୍ରିଜ ନିର୍ମାଣ ଦାବୀ ନେଇ ଆଜି ସ୍ଥାନୀୟ ଯୁବ ନେତା ଯୁବରାଜ ବାଗଙ୍କ ନେତୃତ୍ୱରେ ଦୁଇ ଗୋଟି
Read More...

ରହେନଚୁଆଁରେ ଶିବ ମନ୍ଦିର ପ୍ରତିଷ୍ଠା ପାଇଁ ସଜବାଜ

ଟିଟିଲାଗଡ, ( ଗୌରବ ଦର୍ଜୀ) : ତେନ୍ତୁଳୀଖୁଣ୍ଟି ନିକଟରେ ଖରାଳୀ ଗ୍ରାମରେ ପ୍ରକୃତିରେ ଭରା ହୋଇଥିବା ସୌନ୍ଦର୍ୟ୍ୟରେ ପରିପୂର୍ଣ ଥିବା ପାହାଡ ତଥା ଋଷି ଗୁମ୍ଫା ବ୍ରାହ୍ମଣୀ ପାହାଡ଼ ରହେନଚୁଆଁ ନାମରେ ବେଶ ପରିଚିତ । ପ୍ରାୟ ୨୫ ବର୍ଷ ପୁରୁଣା ମନ୍ଦିର ଯାହା ଏହି ଅଂଚଳର ଏକ ପର୍ୟ୍ୟଟନ ସ୍ଥଳୀ
Read More...

ଗରିବ ପରିବାରର ମହିଳାଙ୍କୁ ସ୍ମାର୍ଟ ଫୋନ ବିତରଣ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଉପଖଣ୍ଡ ଲେବେଡ଼ା ପଞ୍ଚାୟତରେ ଫେବୃଆରୀ ୨ ତାରିଖରୁ ଆରମ୍ଭ ହୋଇଥିବା ତ୍ରିଦିବସୀୟ ସମ୍ମିଳନୀରେ ୧୩୫ ଟି ସ୍ମାର୍ଟ ଫୋନ ବିତରଣ କରାଯାଇଛି । ପ୍ରଥମ ଦିନରେ ୪୦ଟି ଦ୍ଵିତୀୟ ଦିନରେ ୪୫ଟି ତୃତୀୟ ଦିନରେ ୫୦ଟି ବିତରଣ କରାଯାଇଥିଲା । ଏହି କାର୍ୟ୍ୟକ୍ରମ
Read More...

ସଡକ ଦୁର୍ଘଟଣାରେ ତିନି ଆହତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ-କେସିଙ୍ଗା ରାସ୍ତାରେ ଏକ ଦୁର୍ଘଟଣା ଘଟିଛି । ଲୁଥୁରବନ୍ଧର ରମେଶ ବିଶି ନାମକ ଜଣେ ବ୍ୟକ୍ତି ଅତ୍ୟଧିକ ମଦ୍ୟପାନ କରି ହିରୋ ପାସନ ପ୍ରୋ ବାଇକ୍ (ଗାଡ଼ି ନମ୍ବର - ଓଡି ୦୮ ଏମ ୦୫୧୯) ଚଳାଇ ଆସୁଥିବା ବେଳେ ଭାଲୁଡ଼ିଙ୍ଗୁରି ପାହାଡ଼ ନିକଟରେ ଅପର
Read More...

ସହର ମଧ୍ୟରେ ଲୁଟେରା ଗ୍ୟାଙ୍ଗ ଲୁଟିନେଲେ ଦେଢ଼ଲକ୍ଷ ଟଙ୍କା

ଟିଟିଲାଗଡ, ( ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ସହର ମଧ୍ୟରେ ଥିବା ଏକ୍ସିସ ବ୍ୟାଙ୍କ ସମ୍ମୁଖରୁ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ମଧ୍ୟପ୍ରଦେଶରୁ ଆସି ଟିଟିଲାଗଡରେ ବ୍ୟବସାୟ କରୁଥିବା ଘନଶ୍ୟାମ ଚାରଣ ନାମକ ଜଣେ ବ୍ୟବସାୟୀ ଏକ୍ସିସ୍ ବ୍ୟାଙ୍କରେ ୪୫ ହଜାର ଟଙ୍କା ଜମା କରି ବଳକା ୧ ଲକ୍ଷ
Read More...

ପୋଲିଓ ଦିବସରେ ଦୁଇ ବୁନ୍ଦା ଜୀବନ ପାଇଁ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଭାରତରେ ୩୧ ଜାନୁଆରୀକୁ ପୋଲିଓ ଦିବସ ଭାବରେ ପାଳନ କରି ପୋଲିଓ ବୁନ୍ଦା ବିତରଣ କରାଯାଉଛି । ଭାରତ ପୋଲିଓ ମୁକ୍ତ ଅଟେ । କିନ୍ତୁ ବର୍ତ୍ତମାନ ମଧ୍ୟ ଅନେକ ଦେଶରେ ପୋଲିଓ ଏବେ ବି ରହିଛି ଏବଂ ଏହା ବ୍ୟାପିବାର ସମ୍ଭାବନା ରହିଛି । ତେଣୁ ଭାରତ ପୋଲିଓ ମୁକ୍ତ ହେବା
Read More...

ଧୂଳିମୟ ସିନ୍ଧେକେଲା ମୁଖ୍ୟ ରାଜରାସ୍ତା

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ସିନ୍ଧେକେଲା ଏକ ପଞ୍ଚାୟତ ମୁଖ୍ୟାଳୟ । ପୂର୍ବରୁ ଏକ ଛୋଟ ଗାଁ ଥିଲେ ମଧ୍ୟ ବର୍ତ୍ତମାନ ଏହା ଏକ ଛୋଟ ସହରରେ ରୂପାନ୍ତରିତ ହୋଇ ସାରିଲାଣି । କହିବା ବାହୁଳ୍ୟ ଯେ, ଆମ ରାଜ୍ୟରେ ଅନେକ ବ୍ଲକ, ଏନଏସିର ମୁଖ୍ୟାଳୟ
Read More...

ଧାନ ମଣ୍ଡି ଓ ଚାଷୀଙ୍କୁ ନେଇ ଜୋର୍‌ ଧରୁଛି ରାଜନୀତି

ଟିଟିଲାଗଡ, ( ଗୌରବ ଦର୍ଜୀ) : ଧାନ ମଣ୍ଡି ଓ ଧାନକୁ ନେଇ ସାରା ଭାରତରେ ଚାଲିଛି ରାଜନୀତି । କୃଷି ବିଲକୁ ନେଇ ଦିଲ୍ଲୀରେ କୃଷକ ମାନଙ୍କ ସହ ବିଭିନ୍ନ ରାଜନୀତି ମୁଣ୍ଡ ଟେକିଛି । ସେପଟେ କେନ୍ଦ୍ର ସରକାରଙ୍କ ମଣ୍ଡି ବ୍ୟବସ୍ଥାକୁ ନେଇ ଚାଷୀ ଚିନ୍ତିତ ଥିବା ବେଳେ ଓଡ଼ିଶା ରାଜ୍ୟରେ ରାଜ୍ୟ
Read More...

ଭାଜପାର ଚାଷୀ ଅଧିକାର ରାଲି

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ଉପଖଣ୍ଡର ପ୍ରତ୍ୟେକ ମଣ୍ଡିରେ ଲକ୍ଷ ଲକ୍ଷ ଧାନବସ୍ତା ପଡିଛି । ଚାଷୀମାନେ ସରକାରଙ୍କ ଠାରୁ ଟୋକନ୍ ପାଇ ମଣ୍ଡିମାନଙ୍କରେ ଧାନଗଦା କରିଛନ୍ତି ବୋଳି ଚାଷୀ କହନ୍ତି । ଅନେକ ଚାଷୀ ଟୋକନ୍ ପାଇଥିବା ସତ୍ତ୍ୱେ ମଣ୍ଡିକୁ ଧାନ ଆଣିପାରୁ ନଥିବା ଅଭିଯୋଗ
Read More...