Browsing Tag

titilagarh news

ସ୍ୱାଧିନତା ସଂଗ୍ରାମୀ ଆଦିବାସୀ ନେତା ଲକ୍ଷ୍ମଣ ନାୟକଙ୍କ ସହିଦ ଦିବସ ପାଳିତ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଗତ ମାର୍ଚ୍ଚ ୨୯ ତାରିଖରେ ସ୍ଥାନୀୟ ଆଦିବାସୀ ଭବନ ଠାରେ ଜିଲ୍ଲା ଆଦିବାସୀ ସଂଘ ଟିଟିଲାଗଡ ବ୍ଲକ ଦ୍ଵାରା ଭାରତ ମୁକ୍ତି ସଂଗ୍ରାମର ବିଖ୍ୟାତ ‌ସ୍ୱାଧିନତା ସଂଗ୍ରାମୀ କ୍ରାନ୍ତିକାରୀ ଆଦିବାସୀ ନେତା ଲକ୍ଷ୍ମଣଙ୍କର ୭୮ ତମ ସହିଦ ଦିବସ ପାଳିତ ହୋଇଯାଇଛି । ବ୍ଲକ
Read More...

କ୍ୟାନସର ରୋଗୀଙ୍କ ପାଇଁ କେଶଦାନ କଲେ ବର୍ଷା

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡରେ ଯୁବପିଢିଙ୍କ ମଧ୍ୟରେ ସମାଜସେବା ମନୋଭାବ ଧିରେ ଧିରେ ବଢିବାରେ ଲାଗିଛି । ଟିଟିଲାଗଡର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତା ସହିତ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଟିଟିଲାଗଡ ବାସୀଙ୍କୁ ଗୌରବାନ୍ଵିତ କରୁଛନ୍ତି । ତେବେ ଆଜି
Read More...

ବସ ଓଲଟି ଜଣେ ମୃତ, ୨୫ରୁ ଉର୍ଦ୍ଧ୍ବ ଆହତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଯାତ୍ରୀବାହୀ ବସ ଓଲଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଉର୍ଦ୍ଧ ଆହତ ହୋଇଛନ୍ତି । ଆଜି ସଂଧ୍ୟାରେ ଭବାନୀପାଟଣାରୁ ମଣିବାବା ନାମକ ଏକ ଘରୋଇ ବସ ବାହାରି ନୂଆପଡା ଜିଲ୍ଲାର ଖରିଆର ଅଭିମୁଖେ ନୃସିଂହନାଥ ଆସୁଥିବା ବେଳେ ସିନ୍ଧେକେଲା ଥାନା ତୁର୍କୀଭଟା ଗାଁ
Read More...

ଚର୍ଚ୍ଚାରେ ଟିଟିଲାଗଡ ଉପଜିଲ୍ଲାପାଳ

ଟିଟିଲାଗଡ, (ଗୌରବ ଦର୍ଜୀ) : ଓଡିଶାର ଏକ ବୃହତ୍ତମ ଉପଖଣ୍ଡ ଭାବରେ ଟିଟିଲାଗଡ ଉପଖଣ୍ଡ ବେଶ୍‌ ପରିଚିତ । ଏକ ଆଦିବାସୀ ବହୁଳ ପଛୁଆ ଅଂଚଳ ଭାବରେ ଏହି ଟିଟିଲାଗଡ ଅଂଚଳ ରାଜ୍ୟରେ ନାଁ କରିଛି । କେତେବେଳେ ପିଲା ବିକ୍ରୀ ଘଟଣା ତ ପୁଣି କେତେବେଳେ ଅର୍ଦ୍ଧାହାରର ଶିକାର ଏଠାକାର ଗରିବ ନିରୀହ
Read More...

ଆଦିବାସୀ ରୟତି ଜମିରେ ସରକାରୀ ହାଇସ୍କୁଲ ନିର୍ମାଣ ଘଟଣା : ଆଦିବାସୀ ସଂଘର ବିରୋଧ

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧିନସ୍ଥ ମୁରିବାହାଲ ବ୍ଲକ୍ ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ ସିରୋଲର ଶ୍ରେଣୀ କକ୍ଷ ପାଚେରୀ, ଅଫିସ କକ୍ଷ ଓ ଅନ୍ୟାନ୍ୟ କଠୋରୀ ଗୁଡ଼ିକ ଜଣେ ଆଦିବାସୀଙ୍କ ରୟତି ଜମି ଉପରେ ନିର୍ମାଣ ହୋଇଛି ବୋଲି ଜିଲ୍ଲା ଆଦିବାସୀ
Read More...

ଚାକିରୀ ନାଁରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିବା ବରିଷ୍ଠ କିରାଣୀକୁ କୋର୍ଟ ଚାଲାଣ

ଟିଟିଲାଗଡ, (ଗୌରବ ଦର୍ଜୀ) : ବେଆଇନ ଭାବରେ ଟଙ୍କା ଆଦାୟ କରିବାରେ ଧୂରନ୍ଦର ଜଣେ ସରକାରୀ ବାବୁ । ଏମିତିକି ନିଜ ସରକାରୀ ଚାକିରୀ କାଳର ଗତ କିଛି ମାସ ମଧ୍ୟରେ ତିନି ତିନି ଥର ଜେଲ ଯିବା ଘଟଣା ଏବେ ବେଶ ଚର୍ଚ୍ଚାର ପରିସରକୁ ଆସିଛି । ଅଭିଯୋଗ ମୁତାବକ ରାଜସ୍ୱ ବିଭାଗର ବରିଷ୍ଠ କିରାଣୀ
Read More...

ସିମେଣ୍ଟ ଗୋଦାମରେ ଜିଏସଟି ଚଢ଼ଉ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଜିଏସଟି ଟିକସ ଫାଙ୍କୁଥିବା ଅଭିଯାଗରେ ବଲାଙ୍ଗିର ଜିଏସଟି ଏନଫୋର୍ସମେଣ୍ଟ ଟିମ୍‌ ଏକ ସିମେଣ୍ଟ ଗୋଦାମରେ ଚଢ଼ଉ କରିଛି । ସିନ୍ଧେକେଲା ଥାନା କୁରସୁଡ ଗାଁରେ ଥିବା ଏହି ସିମେଣ୍ଟ ଗୋଦାମ ମାଲିକ ଦୀର୍ଘ ଦିନ ହେଲା ଟିକସ ଠକେଇ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା ।
Read More...

ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶୁଭ ଉଦଘାଟନ କଲେ ‘ମୋ କଲେଜ ଅଭିଯାନ’

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ କଲେଜ ଅଭିଯାନର ଶୁଭ ଉଦଘାଟନ କରିଛନ୍ତି । ସାରା ଓଡ଼ିଶାର ୭୫୫ ଟି କଲେଜରେ ଏହି ଉଦଘାଟନ ସମାରୋହ ଭିଡିଓ କନଫରେନ୍ସ ମାଧ୍ୟମରେ ଚାଲିଥିଲା । ଡି ଏ ଭି ମହାବିଦ୍ୟାଳୟରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ମୋ କଲେଜ ଅଭିଯାନର
Read More...

ବାଙ୍କେଲରେ ଧରଣୀ ପେନୁ ମହୋତ୍ସବ ପାଳିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଉପଖଣ୍ଡର ଆଦିବାସୀ ଅଧ୍ୟୁସିତ ବାଙ୍କେଲ ଗାଁ ଠାରେ ଉପଖଣ୍ଡ ସ୍ତରୀୟ ଧରଣିପେନୁ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଦ୍ଵାରା ଆୟୋଜିତ ଉକ୍ତ ମହୋତ୍ସବକୁ ସଂଘର ଉପସଭାପତି ତଥା ଉତ୍କଳ କନ୍ଧ ସମାଜର କେନ୍ଦ୍ରୀୟ
Read More...

ଭୟରେ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଉପଜିଲ୍ଲାପାଳଙ୍କ ହୀନ ପ୍ରୟାସକୁ ଟିଟିଲାଗଡ଼ର କାର୍ଯ୍ୟରତ ସାମ୍ବାଦିକଙ୍କ…

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ଼ରେ ଉପଜିଲ୍ଲାପାଳ ଭାବରେ ଦାୟିତ୍ୱ ବହନ କରିବା ଦିନ ଠାରୁ ସୋମେଶ ଉପାଧ୍ୟାୟ ଗଣାମଧ୍ୟମକୁ ଏକ ପ୍ରକାର ଭୟ କରିବା ସହ ଅନେକ ସମୟରେ ଗଣମାଧ୍ୟମର କଣ୍ଠରୋଧ କରିବାକୁ ପ୍ରୟାସ କରିବା ଘଟଣାକୁ ନେଇ ଆଜି ଟିଟିଲାଗଡ଼ କାର୍ୟ୍ୟରତ ସାମ୍ବାଦିକ ମହଲରେ ତୀବ୍ର
Read More...