Browsing Tag

titilagarh news

ସେବକଙ୍କ ପୁସ୍ତକ ଦ୍ୱୟ ଲୋକାର୍ପଣ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ମହାବୀର ଧର୍ମଶାଳାରେ ଲେଖକ ସେବକ ଚରଣ ଦାସଙ୍କ ଦୁଇଟି ପୁସ୍ତକ ଉନ୍ମୋଚନ ହୋଇଛି । ଅବସରପ୍ରାପ୍ତ ଶିକ୍ଷକ ସେବକ ଚରଣ ଦାସଙ୍କ ଆତ୍ମଜୀବନୀ "ସମୟର ବେଳାଭୂମି " ଏବଂ ଅନ୍ୟଏକ ଇଂରାଜୀ କବିତା ପୁସ୍ତକ " ଡ଼ାଇମଣ୍ଡ ପିଟେଲସ " ଦୁଇଟି ପୁସ୍ତକର
Read More...

ହାଟପଦାପଡ଼ା ରେଳ ଫାଟକ ବନ୍ଦ କରୁଥିବା ସମୟରେ ଉତ୍ତେଜନା : ବାହାର ଲୋକଙ୍କ ପାଇଁ ଦୁଃଖ ସହି ରେଳ ଓଭର ବ୍ରିଜ ତିଆରିରେ…

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ରେଳ ଷ୍ଟେସନ ପଶ୍ଚିମ ଓଡିଶାର ଏକ ବୃହତ୍ ଜଙ୍କସନ୍ ହୋଇଥିବାରୁ ଏହା ଏକ ଜନଗହଳିପୂର୍ଣ୍ଣ ଷ୍ଟେସନ । ଏହା ସହ ଟିଟିଲାଗଡକୁ ଦୁଇ ଭାଗରେ ବିଭାଜନ କରୁଛି ରେଳ ଫାଟକ । ଟିଟିଲାଗଡର ଟ୍ରାଫିକ ସମସ୍ୟାକୁ ଧ୍ୟାନରେ ରଖି ଅନେକ ଆନ୍ଦୋଳନ ପରେ ତିଆରି ହୋଇଛି ରେଳ
Read More...

୫୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଲା, ଉଦଘାଟିତ ହେଲା ପଶ୍ଚିମ ଓଡିଶାର ସର୍ବ ବୃହତ ରେଲୱେ ଓଭର୍‌ ବ୍ରିଜ : ଭିଡ଼ିଓ…

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଦୀର୍ଘ ଅର୍ଦ୍ଧ ଶତାବ୍‌ଦୀ ଧରି ଚାତକ ପରି ଅନେଇ ବସିଥିବା ଟିଟିଲାଗଡ଼ବାସୀଙ୍କ ସ୍ଵପ୍ନ ବାସ୍ତବିକ ରୂପ ନେଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ସଫରେସିଂ ମାଧ୍ୟମରେ ରେଳ ଓଭର ବ୍ରିଜକୁ ସର୍ବ ସାଧାରଣଙ୍କ ପାଇଁ ଲୋକାର୍ପିତ କରିଛନ୍ତି ।
Read More...

ଅଜ୍ଞାତ ବ୍ୟକ୍ତିର ଛୁରା ମାଡ଼ରେ ବାପା ପୁଅ ଆହତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ସନ୍ଧ୍ୟା ୬ଟା ସମୟରେ ଟିଟିଲାଗଡ କଲେଜ ଛକ ନିକଟରେ ଜଣେ ବ୍ୟକ୍ତିଙ୍କ ଘରକୁ ପଶି ଏକ ଦୁର୍ବୃତ୍ତ ଗୋଟିଏ ପରିବାର ଉପରେ ଅତର୍କିତ ଆକ୍ରମଣ କରିଛି । ଟିଟିଲାଗଡ ଡି ଏ ଭି କଲେଜ ଛକ ନିକଟରେ ରହୁଥିବା ଧରଣୀଧର ବେହେରା ନାମକ ଏକ ଶିକ୍ଷକଙ୍କ ଘରକୁ ପଶି ତାଙ୍କ
Read More...

ଭାରତୀୟ ଜନତା ପାର୍ଟି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛି

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ଭାଜପା ରେଳ ଓଭର ବ୍ରିଜର ସଫଳତାର ଶ୍ରେୟ କେନ୍ଦ୍ର ସରକାର ଏବଂ ବଲାଙ୍ଗିର ସାଂସଦ ସଙ୍ଗୀତ ସିଂଦେଓଙ୍କୁ ଦେବାକୁ ପଛେଇ ନାହିଁ । ଆଜି ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭାଜପାର ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ
Read More...

ପୂରଣ ହେବାକୁ ଯାଉଛି ସହରବାସୀଙ୍କ ବହୁ ବର୍ଷର ସ୍ବପ୍ନ : ସଜେଇ ହେଉଛି ରେଳ ଓଭର ବ୍ରିଜ, ଆସ‌ନ୍ତା କାଲି ଭିଡ଼ିଓ…

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ସହରକୁ ଦୁଇ ଭାଗ କରୁଥିବା ହାଟପଦାପଡ଼ା ସ୍ଥିତ ରେଳବାଇ ଫାଟକ ଉପରେ ଏକ ଓଭର ବ୍ରିଜ ନିର୍ମାଣ ଦାବୀ ନେଇ କେତେ ଆନ୍ଦୋଳନ, କେତେ ଧାରଣା ଘଟି ଯାଇଛି, ତାର ହିସାବ ନାହିିଁ । ରାଜନୀତି ଚକ୍ରବ୍ୟୁହୁରେ ଫଶୀ ରହିଥିବା ଏହି ବହୁ ପ୍ରତୀକ୍ଷିତ ଓଭର ବ୍ରିଜ
Read More...

ଟିଟିଲାଗଡ଼ ବିଧାନସଭା ଯୁବ କଂଗ୍ରେସର ପ୍ରେସ ବିଜ୍ଞପ୍ତି

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ବାସୀଙ୍କ ଦୀର୍ଘ ଦିନର ଦାବୀ ପୂରଣ ହେବ। ଟିଟିଲାଗଡ଼ ହାଟପଦା ରେଳବାଇ ଲେବଲ କ୍ରସିଂ ଉପରେ ଏକ ଓଭର ବ୍ରିଜ ନିର୍ମାଣ କାର୍ୟ୍ୟ ସରିଛି, ଯାହାକି ଆସନ୍ତାକାଲି ମାନ୍ୟବର ଓଡିଶାର ମୁଖ୍ୟମନ୍ତ୍ରୀ ଦ୍ବାରା ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପଣ ହେବାକୁ
Read More...

ଟିଟିଲାଗଡ଼ ରେଳ ଓଭର୍‌ ବ୍ରିଜ୍‌ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେବ ଆସନ୍ତା କାଲି

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆସନ୍ତା କାଲି ଅପରାହ୍ନରେ ବହୁ ପ୍ରତୀକ୍ଷିତ ଟିଟିଲାଗଡ଼ ରେଳ ଓଭର୍‌ ବ୍ରିଜ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହେବ ବୋଲି ସୂଚନା ମିଳିଛି । ଦୀର୍ଘ ବର୍ଷ ଧରି ରେଳ ଓଭର୍‌ ବ୍ରିଜ୍‌ ପାଇଁ ଟିଟିଲାଗଡ଼ବାସୀ ଦାବୀ କରି ଆସୁଥିବା ବେଳେ
Read More...

କରୋନା ଆକ୍ରା‌ନ୍ତ ହୋଇ ଚାଲିଗଲେ ଟିଟିଲାଗଡ ବ୍ଲକର ମୁଖ୍ୟ କିରାଣୀ

ଟିଟିଲାଗଡ, (ଗୌରବ ଦର୍ଜୀ) : ଦିନକୁ ଦିନ ଟିଟିଲାଗଡ ସହରରେ ମହାମାରୀ କରୋନାରଦ୍ୱିତୀୟ ଲହର ଉଦ୍‌ବେଗ ଜନକ ସ୍ଥିତି ସୃଷ୍ଟି କରୁଛି । ତେବେ ଟିଟିଲାଗଡ ସହରର ହାଇସ୍କୁଲ ଖେଳ ପଡିଆ ସମ୍ମୁଖରେ ରହୁଥିବା ଜଗନ୍ନାଥ ଦାସ କରୋନା ଯୁଦ୍ଧରେ ହାରି ଯାଇଛନ୍ତି । ସ୍ବର୍ଗତ ଜଗନ୍ନାଥ ଦାସ ସହରର ଜଣେ
Read More...

ଟିଟିଲାଗଡ ବିଜେପି ଯୁବ ମୋର୍ଚ୍ଚା ତରଫରୁ ବିଜେପି ପ୍ରତିଷ୍ଠା ଦିବସ ପାଳନ ଓ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଗତ ମଙ୍ଗଳବାର ଦିନ ଭାରତୀୟ ଜନତା ଯୁବ ମୋର୍ଚ୍ଚା ତରଫରୁ ବିଜେପିର ୪୧ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଇରିଗେସନ୍ ବଙ୍ଗଳା ଠାରେ ପାଳନ କରାଯାଇଛି । ଏହା ସହ ଛତିଶଗଡରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ୨୨ ଜଣ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
Read More...