Browsing Tag

titilagarh news

ସାଉଣ୍ଡ ଓ ଲାଇଟ୍‌ ଆସୋସିଏସନ୍‌ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

ଟିଟିଲାଗଡ, (ଗୌରବ ଦର୍ଜୀ) : ସାଉଣ୍ଡ ଓ ଲାଇଟ ଆସୋସିଏସନ୍‌ର ସମସ୍ତ କାର୍ଯ୍ୟକର୍ତା ମାନେ ଲିଖିତ ଆକାରରେ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଯେ, ବିଗତ ବର୍ଷ ୨୦୨୦ ମାର୍ଚ୍ଚ ମାସଠାରୁ ଆଜି ପର୍ଯ୍ୟନ୍ତ ସାରା ବିଶ୍ୱରେ ମହାମାରୀ ହୋଇଥିବା ଯୋଗୁଁ
Read More...

ଛାତ୍ର କ୍ରିୟାନୁଷ୍ଠାନ କମିଟି ତରଫରୁ ଡିଏଭି କଲେଜରେ ବୃକ୍ଷ ରୋପଣ ଓ ଦାବୀପତ୍ର ପ୍ରଦାନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଗତକାଲି ରେଳମନ୍ତ୍ରୀଙ୍କ ଟିଟିଲାଗଡ ଗସ୍ତ ଅବସରରେ ଛାତ୍ର କ୍ରିୟାନୁଷ୍ଠାନ କମିଟି ତରଫରୁ ସ୍ଥାନୀୟ ଡିଏଭି କଲେଜରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାିଛି । ଏଥିରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓ, ପୂର୍ବ
Read More...

ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ : ମୁଁ ରାମ ସେତୁ ନିର୍ମାଣରେ ସହଯୋଗ କରିଥିବା…

ଟିଟିଲାଗଡ, (ଗୌରବ ଦର୍ଜୀ) : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜନ ଆଶୀର୍ବାଦ ଯାତ୍ରାରେ ବାହାରି ଆଜି ଟିଟିଲାଗଡରେ ପହଂଚିଛନ୍ତି । କୋରାପୁଟ, କଳାହାଣ୍ଡି ପରେ ଆଜି ବଲାଙ୍ଗିର ଜିଲ୍ଲାକୁ ଗସ୍ତ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ । ଟିଟିଲାଗଡ ବ୍ଲକ ଲୁଥୁରବନ୍ଧରେ ବଲାଙ୍ଗିର
Read More...

ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଅବସରରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରପୁତ୍ର ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଅବସରରେ ସୁରେନ୍ଦ୍ର ସିଂହ ଭୋଇଙ୍କ ମାର୍ଗଦର୍ଶନରେ ତଥା ରାଜ୍ୟ ସଭାପତି ସତ୍ୟବ୍ରତ ନାୟକ ଏବଂ ଉପସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶରେ ଟିଟିଲାଗଡ଼
Read More...

ଓଡ଼ିଶା ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ୍ ଫୋରମ୍‌ର ଜିଲ୍ଲା ସଭାପତି ଭାବେ ମନୋନୀତ ହେଲେ ଜ୍ଞାନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଜ୍ଞାନ ରଞ୍ଜନ ସରାଫଙ୍କୁ ଆଜି ଓଡ଼ିଶା ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ୍ ଫୋରମ୍‌ର ଜିଲ୍ଲା ସଭାପତି ଭାବେ ଘୋଷଣା କରାଯାଇଛି । ଟିଟିଲାଗଡ଼ ପୌରପରିଷଦର ଏକ ମାତ୍ର କଂଗ୍ରେସ ପୌରପରିଷଦ ସଭ୍ୟ କୃଷ୍ଣ ସରାଫଙ୍କ ଏକ ମାତ୍ର ସୁପୁତ୍ର ଜ୍ଞାନ ରଞ୍ଜନ ସରାଫ । ଛାତ୍ର ଜୀବନରୁ
Read More...

ରକ୍ତଦାନ ଶିବିର ଉଦ୍‌ଘାଟନ କଲେ ମନ୍ତ୍ରୀ ଓ ଉପଜିଲ୍ଲାପାଳ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ସହର ମହାବୀର ପଂଚାୟତ ଧର୍ମଶାଳା ପରିସରରେ ସମ୍ବାଦର ଆମ ଓଡିଶା ଓ ଟିଟିଲାଗଡ଼ ପରିଡା ମେମୋରିଆଲ ଟ୍ରଷ୍ଟର ମିଳିତ ସହଯୋଗରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ଟିଟିଲାଗଡ଼ ବିଧାୟିକା ତଥା ମହିଳା, ଶିଶୁ ବିକାଶ ଓ
Read More...

ତେନ୍ତୁଳିଖୁଣ୍ଟିରେ ସ୍ଵାଧୀନତା ଦିବସ ପାଳିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ବାପୁଜୀ ଯୁବକ ସଂଘ ତେନ୍ତୁଲିଖୁଣ୍ଟି ଗ୍ରାମ ତରଫରୁ ୭୫ ତମ ସ୍ୱାଧୀନତା ଦିବସ ମହା ଆଡମ୍ବର ସହ ପାଳନ କରାଯାଇଥିଲା । ଏହି ଅବସରରେ କ୍ଲବର ଯୁବ ସଦସ୍ୟ ସୁଜିତ କୁମାର ବେହେରାଙ୍କ ନେତୃତ୍ୱରେ ୨୯ ତମ ଜୋନ ଜିଲ୍ଲା ପରିଷଦ ପ୍ରତିନିଧି କୈବଲ୍ୟ ବେହେରା ପତାକା
Read More...

ଇନଷ୍ଟିଚ୍ୟୁଟ ଅଫ୍‌ କମ୍ପାଟାଟିଭ୍‌ ୱାର୍ଲ୍ଡରେ ସ୍ଵାଧୀନତା ଦିବସ ପାଳିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଭାରତବାସୀ ହର୍ଷ ଉଲ୍ଲାସରେ ସ୍ଵାଧୀନତା ଦିବସ ପାଳନ କରୁଅଛନ୍ତି । ଏହି ଶୁଭ ଅବସରରେ ଦେଶର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପତାକା ଉତ୍ତୋଳନ କରି ସ୍ଵାଧୀନତା ଦିବସ ପାଳନ କରିଥିବା ବେଳେ ଏହି ଅବସରରେ ଟିଟିଲାଗଡ ସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ୍‌
Read More...

ଅସହାୟ ଶିଶୁଙ୍କ ପ୍ରତି ହାତ ବଢାଇଲେ ଯାଦବ ସମାଜ

ଟିଟିଲାଗଡ, (ଗୌରବ ଦର୍ଜୀ) : ବଙ୍ଗୋମୁଣ୍ଡା ବ୍ଲକ୍ ଅଲଣ୍ଡା ପଞ୍ଚାୟତ ନୂଆପଡ଼ା ଗାଁର ପ୍ରତିମା ବାଗ୍ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ସ୍ୱାମୀ ୭ ବର୍ଷ ହେଲା ଦାଦନ ଯାଇ ଫେରି ନାହାନ୍ତି । ତାଙ୍କର ଦୁଇ ପୁଅ କୈଳାସ ଓ କରନ ଅସହାୟ ହୋଇ ପଡିଛନ୍ତି । ଆଜି ଜିଲ୍ଲା ଯାଦବ ମହାସଭା, ବଲାଙ୍ଗିରର
Read More...

ଟିଟିଲାଗଡ ପୋଲିସ ଷ୍ଟେସନର ୧୨ଜଣ ଅଧିକାରୀ କରୋନା ଯୋଦ୍ଧା ଭାବେ ସମ୍ମାନିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆରେ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ପାଳିତ ହୋଇଥିବା ୭୫ ତମ ସ୍ୱାଧୀନତା ଦିବସ ଅବସରରେ ସ୍ଥାନୀୟ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଦ୍ଵାରା କରୋନା ଯୋଦ୍ଧା ଭାବେ ଟିଟିଲାଗଡ ପୋଲିସ ଷ୍ଟେସନର ୧୨ ଜଣ ଅଧିକାରୀଙ୍କୁ
Read More...