Browsing Tag

titilagada news

ଟିଟିଲାଗଡ଼ ନଗର ବିଜେପି ଓ ରାଜସ୍ଥାନୀ ହେଲଥ ଫାଉଣ୍ଡେସନ ତରଫରୁ ନିଶୁଳ୍କ ରକ୍ତ ପରୀକ୍ଷଣ ଶିବିର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ସକାଳେ ୧୫ ନମ୍ବର ୱାର୍ଡ ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ରରେ ଟିଟିଲାଗଡ଼ ନଗର ବିଜେପି ଓ ରାଜସ୍ଥାନୀ ହେଲଥ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏକ ନିଶୁକ୍ଳ ରକ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରକ୍ତ ପରୀକ୍ଷଣ ପରେ ଉପସ୍ଥିତ
Read More...

ଟିଟିଲାଗଡ ରେଳଷ୍ଟେସନରେ ଅଜଣା ବ୍ୟକ୍ତିଙ୍କ ଟ୍ରେନକୁ ଡେଇଁ ଆତ୍ମହତ୍ୟା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ସକାଳ ପ୍ରାୟ ୭.୪୦ ମିନିଟ୍ ସମୟରେ ଟିଟିଲାଗଡ ରେଳଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ ରେ ଗୋଟିଏ ଅଜଣା ବ୍ୟକ୍ତି ବୟସ ପ୍ରାୟ ପାଖାପାଖି ୩୦ ରୁ ୩୫ ବର୍ଷ ହେବ ଗୋଟିଏ ମାଲବାହୀ ଟ୍ରେନ ଆସୁଥିବା ସମୟରେ ଟ୍ରେନ ଲାଇନ୍ ମଝିକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।
Read More...

ଟିଟିଲାଗଡ ପୂଜକ ବ୍ରହ୍ମ ସମାଜ ତରଫରୁ ଏନସିସି କ୍ୟାଡେଟ ପ୍ରିନ୍ସ ଶର୍ମାଙ୍କୁ କରାଗଲା ସମ୍ବର୍ଦ୍ଧନା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଡିଏଭି ମହାବିଦ୍ୟାଳୟରେ ପଢୁଥିବା ଯୁକ୍ତ ତିନି ଦ୍ୱିତୀୟ ଶ୍ରେଣୀର ବିଜ୍ଞାନ ଛାତ୍ର ପ୍ରିନ୍ସ ଶର୍ମା ଚଳିତ ବର୍ଷ ଦିଲ୍ଲୀ ଠାରେ ଆୟୋଜିତ ସଧାରଣତନ୍ତ୍ର ଦିବସ ପ୍ୟାରେଡରେ ସାମିଲ ହୋଇ ରାଷ୍ଟ୍ରପତିଙ୍କୁ ଅଭିବାଦନ ଦେବାର ସୌଭାଗ୍ୟ ଅର୍ଜନ
Read More...

ଟିଟିଲାଗଡ଼ ଠାରେ ଆୟୋଜିତ ସୂର୍ଯ୍ୟମଣି ପାଢ଼ୀ ମେମୋରିଆଲ ବଡି ବିଲଡିଂ ଚାମ୍ପିଅନସିପରେ ଉତ୍କଳ ଶ୍ରୀ ୨୦୨୬ ହେଲେ ପୁରୀର…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶନିବାର ସନ୍ଧ୍ୟାରେ ସ୍ଥାନୀୟ ବାଳକ ହାଇସ୍କୁଲ ଖେଳ ପଡିଆରେ ସହିଦ ଜିମନାସୀୟମ୍ ତରଫରୁ ରାଜ୍ୟ ସ୍ତରୀୟ ସୂର୍ଯ୍ୟମଣି ପାଢ଼ୀ ମେମୋରିଆଲ ବଡି ବିଲ୍ଡିଙ୍ଗ ଚାମ୍ପିଅନସିପ ଉଦଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ
Read More...

ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଜରୁରୀ କାଳୀନ ବୈଠକ

ନୂତନ ଜିଲ୍ଲା ଗଠନ ହେଲେ ଟିଟିଲାଗଡ଼ ନିଶ୍ଚୟ ହେବ - ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦୀର୍ଘ ତିରିଶ ବର୍ଷ ଧରି ଟିଟିଲାଗଡ଼ ଅଞ୍ଚଳବାସୀ ସରକାରଙ୍କୁ ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି କରି ଆସୁଛନ୍ତି । ବର୍ଷ ବର୍ଷ ଧରି ଆନ୍ଦୋଳନ ମଧ୍ୟ କରି ଆସୁଛନ୍ତି । ତେବେ ବାରମ୍ବାର କେବଳ
Read More...

ଟିଟିଲାଗଡ ବ୍ଲକ ଅନ୍ତର୍ଗତ କୁସକେଲା ଗ୍ରାମ ପଞ୍ଚାୟତର ଲୁଧିପଡ଼ା ସ୍କୁଲରୁ ଗତ ରାତିରେ ନଳକୂପ ଚୋରି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ସରକାର ଲୋକଙ୍କ ପାଇଁ ଯେତେ ଯୋଜନା କରୁଛନ୍ତି ତାହାବି ଚୋର ଛାଡ଼ୁ ନାହାନ୍ତି । ଏପରି ଏକ ଘଟଣା ଘଟିଛି ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଲୁଧିପଡ଼ା ସ୍କୁଲରେ । ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ନଳକୂପକୁ ଗତ କାଲି ରାତିରେ କେହି
Read More...

ଆସନ୍ତା ୨୭ ଏବଂ ୨୮ ରେ ଟିଟିଲାଗଡରେ ଅନୁଷ୍ଠିତ ହେବ ସୂର୍ଯ୍ୟମଣି ପାଢୀ ମେମୋରିଆଲ ଉତ୍କଳ ଶ୍ରୀ ୨୦୨୬ ସୁନ୍ଦର…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହିଦ ଜିମନାସିଅମ୍ ତରଫରୁ ଫେବୃଆରୀ ୨୭ ଓ ୨୮ ଦୁଇ ଦିନିଆ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ସ୍ଥାନୀୟ ହାଇସ୍କୁଲ ଖେଳପଡିଆ ଠାରେ ଅନୁଷ୍ଠିତ ହେବାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଏହି ସାମ୍ବାଦିକ
Read More...

ଟିଟିଲାଗଡ଼ରୁ ହରିଶଙ୍କରକୁ ଗଡିଲା ବସ – ପତାକା ଦେଖାଇ ନିଜେ ବସ ଚଲାଇ ଉଦଘାଟନ କଲେ ବିଧାୟକ ନବୀନ ଜୈନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରୁ ହରିଶଙ୍କର ଯିବାକୁ ହେଲେ ଟ୍ରେନ ଯୋଗେ କିମ୍ବା ପ୍ରାଇଭେଟ୍ ଗାଡ଼ି କରି ଯିବାକୁ ପଡୁଥିଲା । ଟିଟିଲାଗଡ଼ରୁ ସିଧା ସଳଖ ହରି ଶଙ୍କର ଯିବା ପାଇଁ କୌଣସି ଡାଇରେକ୍ଟ ବସ ନ ଥିଲା । ତେବେ ଏହାକୁ ନେଇ ସ୍ଥାନୀୟ ଲୋକେ ବିଧାୟକ ନବୀନ ଜୈନଙ୍କୁ ଏକ
Read More...

ବିସ୍ଫୋରକ ପଦାର୍ଥ ରଖିଥିବା ଅଭିଯୋଗରେ ଟିଟିଲାଗଡ ପୋଲିସର ଚଢ଼ାଉ, ଜଣେ ଗିରଫ

ଟିଟିଲାଗଡ, (ସଂଜୟ କୁମାର ନାୟକ) : ବିସ୍ଫୋରକ ପଦାର୍ଥ ରଖିଥିବା ଅଭିଯୋଗରେ ଟିଟିଲାଗଡ ପୋଲିସ ଚଢ଼ାଉ କରି ଜଣକୁ ଗିରଫ କରିଥିବା ସୂଚନା ରହଛି । ଟିଟିଲାଗଡ ପୋଲିସ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏସ୍‌ଆଇ ତାରାବତୀ କିଷାନଙ୍କ ନେତୃତ୍ୱରେ ଟିଟିଲାଗଡ ନିକଟସ୍ଥ ରାନାବନ୍ଧ ଗ୍ରାମର ବୃଷଭ
Read More...

ୱାର୍ଡରେ ପୌର ପ୍ରଶାସନ ଜନ ଶୁଣାଣି କାର୍ଯ୍ୟକ୍ରମ : ଟିଟିଲାଗଡ଼ ୱାର୍ଡ ନମ୍ବର ୨ ରୁ ଆରମ୍ଭ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଲୋକଙ୍କ ସରକାର ଯାହାକି ମୋହନ ମାଝୀ, ଲୋକଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବା ହେଉ କି ନିଜ ୱାର୍ଡର ଅସୁବିଧା ବିଷୟରେ ଜଣେଇବାକୁ ହେଲେ ଆଗ କାର୍ଯ୍ୟାଳୟକୁ ଯିବାକୁ ପଡୁଥିଲା । ଏବେ ତାହାକୁ ହୃଦୟଙ୍ଗମ କରି ଆହୁରି ସରଳ ଉପାୟରେ ଲୋକଙ୍କ ନିକଟକୁ
Read More...