Browsing Tag

titilagada news

ଭିସି ଜରିଆରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ –…

ଟିଟିଲାଗଡ, (ସଞ୍ଜୟ ନାୟକ) : ଟିଟିଲାଗଡ ନିକଟସ୍ଥ ସିଲୁଆଁ ଠାରେ ଅବସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଗୋଦାବରିଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ
Read More...

ଶିବ କଥାର ପଞ୍ଚମ ସଂଧ୍ୟା

ଶିବଙ୍କୁ ଅନୁସରଣ କରିବାର ଅଛି ତ ପ୍ରଭୁଙ୍କୁ ପାଇବା ପାଇଁ ଭକ୍ତିର ନିଶାକରଯୁବ ପୀଢ଼ି ଦେଶ ଭକ୍ତିର ନିଶା କର ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦିବ୍ୟ ଜ୍ୟୋତି ଜାଗୃତି ସଂସ୍ଥାନ ପକ୍ଷରୁ ଡିସେମ୍ବର ୨୫ ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଦିର୍ଘ ସାତଦିନ ବ୍ୟାପୀ ସ୍ଥାନୀୟ
Read More...

ଟିଟିଲାଗଡ ଉତ୍କଳ କରାଟେ ସ୍କୁଲ ଶାଖା ଛାତ୍ରଛାତ୍ରୀଙ୍କ ସଫଳତା : ଦୁଇ ଦିନରେ ପାଇଲେ ୧୬ ଟି ମେଡାଲ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଭୁବନେଶ୍ଵର ଠାରେ ଆୟୋଜିତ ଚାରି ଦିନିଆ ଅଲ୍ ଇଣ୍ଡିଆ କରାଟେ ଚାମ୍ପିଅନସିପ ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଉତ୍କଳ କରାଟେ ସ୍କୁଲଠାରେ ଆୟୋଜିତ ହୋଇଯାଇଛି । ଏଥିରେ ଦୁଇ ଦିନର ଖେଳ ସୁଦ୍ଧା ଉତ୍କଳ କରାଟେ ଆସୋସିଏସନ ଟିଟିଲାଗଡ଼ ଶାଖାର
Read More...

ଫିଲ୍ମ ଡାଇରେକ୍ଟର ବାପି ଡେଭିଡଙ୍କ ହୃଦ୍ ଘାତରେ ମୃତ୍ୟୁ : ଅଞ୍ଚଳରେ ଦୁଃଖର ମାହୋଲ୍

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଏକ୍ସମାସ ଉପଲକ୍ଷେ ସିଏନଆଇ ଚର୍ଚ୍ଚର ପରିବାର ସଦସ୍ୟମାନଙ୍କ ମଧ୍ୟରେ ସିନିଅର୍ ଜୁନିଅର ମଧ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ସିଟି ସ୍କୁଲ ଖେଳ ପଡ଼ିଆରେ ଚାଲିଥିଲା । ସେଠାରେ ସମସ୍ତେ ମିଶି ଖେଳୁଥିଲେ ବାପି ଡେଭିଡ । ତେବେ ୱିକେଟ କିପିଂ କରି
Read More...

ମାନସିକ ସୁସ୍ଥତା, ଆତ୍ମଜାଗୃତି ଏବଂ ଚିନ୍ତାରୁ ମୁକ୍ତି ପାଇଁ ଲାୟନ୍ସ କ୍ଲବ ତରଫରୁ ମନୋଭଲମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ତରଫରୁ ସ୍ଥାନୀୟ ଲାୟନ୍ସ ଡେନ୍‌ରେ ସନ୍ଧ୍ୟା ୫:୩୦ ଟାରେ ମାନସିକ ସୁସ୍ଥତା, ସକାରାତ୍ମକତା ଓ ଆତ୍ମଜାଗୃତି ବିଷୟରେ ଏକ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ନାମ ଥିଲା “ମନୋଭଲମ୍”, ଯାହାକୁ
Read More...

ଜାତୀୟ ସ୍ତରରେ ଅଣ୍ଡର -୧୭ ଫୁଟବଲ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ରେଳ ଷ୍ଟେସନରେ ଭବ୍ୟ ସ୍ଵାଗତ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଜାତୀୟ ସ୍ତରର ଅଣ୍ଡର ୧୭ ଫୁଟବଲ ପ୍ରତିଯୋଗିତାରେ ସିହିନି ଗ୍ରାମର ଆରତୀ ମାଝି, ଟିଟିଲାଗଡ଼ର ଶ୍ରଦ୍ଧାଞ୍ଜଳି ହେର୍ନା ଓ କେସିଙ୍ଗାର ହସ୍ତରି ଶବର ଭଲ ପ୍ରଦର୍ଶନ କରି ଆଜି ଫେରିଥିବା ବେଳେ ଟିଟିଲାଗଡ ରେଳ ଷ୍ଟେସନରେ ଭବ୍ୟ ସ୍ଵାଗତ କରାଯାଇଛି । ଝାରଖଣ୍ଡ
Read More...

୧୯୮୯ ମାଟ୍ରିକ ବ୍ୟାଚର ଚତୁର୍ଥ ପାରିବାରିକ ବନ୍ଧୁ ମିଳନ – ଯୋଗଦେଲେ ଓଡିଶାର ବିଭିନ୍ନ ପ୍ରାନ୍ତର ଛାତ୍ର ଏବଂ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ବାଳକ ଉଚ୍ଚ ବିଦ୍ୟାଳୟର ୧୯୮୯ ମାଟ୍ରିକ ବ୍ୟାଚର ଚତୁର୍ଥ ଫେମିଲି ଫିଷ୍ଟ ଉତ୍ସବ ଫୋର ପଏଣ୍ଟ ଜିରୋ ସଭାପତି ଶମ୍ଭୁ ପ୍ରସାଦ ଗୋଏଲଙ୍କ ଅଧ୍ୟକ୍ଷତାରେ ରବିବାର ଦେଶିଲ ସ୍ଥିତ ଜ୍ୟୋତି ଫାର୍ମ ହାଉସଠାରେ ବହୁତ ଧୁମ୍ ଧାମରେ ପାଳିତ ହୋଇଯାଇଛି
Read More...

ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପଦବୀ ପାଇଁ ମନୋନୀତ ହେଲେ ପ୍ରଶାନ୍ତ ଷଡ଼ଙ୍ଗୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତକାଲି ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ବଲାଙ୍ଗିର ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ଜିଲ୍ଲା କମିଟି ଘୋଷଣା କରିଛନ୍ତି । ଏଥିରେ ଟିଟିଲାଗଡରୁ ପ୍ରଶାନ୍ତ
Read More...

ଦିବ୍ୟଜ୍ୟୋତି ଜାଗୃତି ସଂସ୍ଥାନ ଦ୍ଵାରା ଆୟୋଜନ ହେବ ଶିବ କଥା : ସାମ୍ବାଦିକ ସମ୍ମିଳନୀରେ ସୂଚନା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରରେ ଡିସେମ୍ବର ୨୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସାତ ଦିନ ବ୍ୟାପି ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ଡ. ସର୍ବେଶ୍ଵରଜିଙ୍କ ଦ୍ଵାରା ଶିବକଥାର ଆୟୋଜନ ହେବାକୁ ଯାଉଛି । ଏ ନେଇ ଶୁକ୍ରବାର ସକାଳ ୧୦.୩୦ ଟାରେ ଏକ ସାମ୍ବାଦିକ ସମ୍ମିଳନୀରେ
Read More...

ଧର୍ମ ଓ ଦର୍ଶନର ମୂଲ୍ୟବୋଧକୁ ନେଇ ଆଲୋଚନା ଚକ୍ର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବହିହାଟର ପଞ୍ଚମ ସଂଧ୍ୟାରେ ମାନବ ଜୀବନରେ ଧର୍ମ ଓ ଦର୍ଶନର ମୂଲ୍ୟବୋଧ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଡକ୍ଟର ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଶିଷ୍ଟ ଶିକ୍ଷାବିତ ତଥା ଆଲୋଚକ ଶେଖ ଅବଦୁଲ କାଶମ, କ୍ଷିରୋଦ ଷଡ଼ଙ୍ଗୀ, ରାଜମଣି
Read More...