ସ୍ୱାମୀକୁ ମାରି ପୋତିଦେଲା ୩ ଦିନ ପରେ ସ୍ତ୍ରୀର ଆତ୍ମସମର୍ପଣ
ସୁକିନ୍ଦା : ମୋତେ ସେ ସବୁବେଳେ ପିଟୁଥିଲା ସେଦିନ ନିଶା ଖାଇ ମୋତେ ମାରୁଥିଲା । ଠେଙ୍ଗାରେ ପାହାରେ ଦେଲି ଆଉ ଉଠିଲାନି । ଆମ ଘର ପାଖ ଝରଣା କୂଳରେ ତାକୁ ପୋତି ଦେଲି । ରବିବାର ଅପରାହ୍ଣରେ ସୁକିନ୍ଦା ଥାନାକୁ ଜଣେ ମହିଳା ଆସି ଏପରି କହିଥିଲା । ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ।!-->…
Read More...
Read More...