Browsing Tag

subarnapur news

ଡୁଙ୍ଗୁରିପାଲିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଡାୟାଲିସିସ୍ କେନ୍ଦ୍ର ଉଦ୍‌ଘାଟିତ

ଜିଲ୍ଲାର ଗରିବ କିଡ଼୍‌ନୀ ରୋଗୀ ଉପକୃତ ହେବେମାଗଣାରେ ମିଳିବ ଡାୟାଲିସିସ୍ ଚିକିତ୍ସାସେବାସମସ୍ତଙ୍କ ଜୀବନ ହେଉଛି ମୂଲ୍ୟବାନ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସମଗ୍ର ରାଜ୍ୟରେ ବିଭିନ୍ନ ବର୍ଗର କିଡ଼୍‌ନୀ ରୋଗୀମାନଙ୍କୁ ମାଗଣାରେ ଡାୟାଲିସିସ୍ ସୁବିଧା ଯୋଗାଇ ଦେବାପାଇଁ ଗତକାଲି
Read More...

ପୂର୍ବକାଳର ଶୈଳୀରେ ମଂଚସ୍ଥ ହେଲା ଗୀତିନାଟ୍ୟ ଲକ୍ଷ୍ମୀପୁରାଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଟ୍ରେଣ୍ଡି ଏକାଡ଼େମୀ, ମା' କଳାପାଟ କ୍ଲବ, ପାଣିସିଆଳି ଓ ଜିଲ୍ଲା ସଂସ୍କୃତି ପରିଷଦ, ସୁବର୍ଣ୍ଣପୁରର ମିଳିତ ଉଦ୍ୟମରେ ସୁବର୍ଣ୍ଣପୁରର ନୂଆଁ ଟାଉନ୍‌ ହଲ୍‌ରେ ମଂଚସ୍ଥ ହୋଇଯାଇଛି
Read More...

ମହିଳାମାନଙ୍କ ପାଇଁ ଆଇନଗତ ସଚେତନତା ଉପରେ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ପଞ୍ଚାୟତ ପ୍ରଶିକ୍ଷଣ ସଭାଗୃହଠାରେ ସ୍ୱାତୀ ଅନୁଷ୍ଠାନ ପକ୍ଷରୁ ତଥା ୟୁଏସ୍‌ କଂସୁଲେଟ ଜେନେରାଲ ହାଇଦ୍ରାବାଦ ସହାୟତାରେ ମହିଳାମାନଙ୍କ ପାଇଁ ଆଇନଗତ ସଚେତନତା ଉପରେ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ବିକଶିତ ଭାରତ ଗଠନରେ ଯୁବାବର୍ଗର ଭୂମିକା ଅନସ୍ୱୀକାର୍ଯ୍ୟ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟର ନେହେରୁ ଯୁବ କେନ୍ଦ୍ର ସୁବର୍ଣ୍ଣପୁର ଶାଖା ଓ ମାନବ ସେବା ଫାଉଣ୍ଡେସନ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାର ଲଛିପୁର ଗ୍ରାମ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟଠାରେ ଜାତୀୟ ଯୁବ ଦିବସ - ୨୦୨୪ ପାଳିତ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ “ନୂଆ-ଓ” କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଓ ଜିଲ୍ଲା ପ୍ରଶାସନ, ସୁବର୍ଣ୍ଣପୁରଙ୍କ ମିଳିତ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲାରେ “ନୂଆ-ଓ” କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ତା ୦୬.୦୧.୨୦୨୪ ରିଖଠାରୁ ତା
Read More...

ସୁବର୍ଣ୍ଣପୁର ପୌର ପରିଷଦରେ ଅର୍ପଣ ରଥର ଶୁଭାରମ୍ଭ : ସହରରେ ବିପୁଳ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ସଦର ମହକୁମା ପୌର ପରିଷଦଠାରେ ଆଜି ଅର୍ପଣ ରଥର ଶୁଭାରମ୍ଭ ହୋଇଯାଇଛି । ଡିଆର୍‌ଡିଏ ପି ଡି ଡୁଡ଼ା ବିଶ୍ଵନାଥ ବାରିକ ଏହି ରଥକୁ ଶୁଭାରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ପୌର ଅଧ୍ୟକ୍ଷା ତାମସି ତାମସ୍ମିତା ନାଏକ, ପୌର ଅଧିକାରୀ
Read More...

ବ୍ରିଜ୍‌ ତଳୁ ମିଳିଲା ମହିଳାଙ୍କ ମୃତଦେହ

ସୁବର୍ଣ୍ଣପୁର : ମହିଳାଙ୍କ ଗଳିତ ମୃତଦେହ ଠାବ । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଏକ ବ୍ରିଜ୍‌ ମେନ୍‌ ହୋଲ ନିକଟରୁ ମିଳିଛି ମହିଳାଙ୍କ ମୃତଦେହ । ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ତରଭା ଥାନା
Read More...

ସଡ଼କ ସୁରକ୍ଷା ସପ୍ତାହ : ଜୀବନ ବଞ୍ଚିବା କୌଶଳ ଶିଖାଇଲା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଞ୍ଚଳିକ ପରିବହନ ପ୍ରାଧିକରଣ ସୁବର୍ଣ୍ଣପୁରଙ୍କ ଆନୁକୁଲ୍ୟରେ ଏବଂ ଜୁନିଅର ରେଡକ୍ରସ ଯୁନିଟର ସହଯୋଗ କ୍ରମେ ସୁବର୍ଣ୍ଣପୁର ବସଷ୍ଟାଣ୍ଡଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଜୀବନ ବଞ୍ଚିବା କୌଶଳ ତଥା ରକ୍ଷକ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ସଡ଼କ ଦୁର୍ଘଟଣାରେ ଜୀବନ ହାନୀ ଜାତି ଓ ସମାଜ ପାଇଁ ଅପୂରଣୀୟ କ୍ଷତି : ଜିଲ୍ଲାପାଳ

ସହରରେ ସୁବ୍ୟବସ୍ଥିତ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରଶାସନିକ ପଦକ୍ଷେପସଚେତନ ନାଗରିକ ଓ ପ୍ରଶାସନର ମିଳିତ ବୈଠକଅତିଶୀଘ୍ର ସମ୍ବେଦନଶୀଳ ଗହଳି ଛକ ଗୁଡିକରେ ବ୍ୟବସ୍ଥିତ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ନିର୍ଦେଶ ଦେଲେ ଜିଲ୍ଲାପାଳ ଶ୍ରୀ ରାୟ ସୁବର୍ଣ୍ଣପୁର,
Read More...

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ସୋନପୁର/ତରଭା : ସୋନପୁର ରେଞ୍ଜ ବ୍ରାହ୍ମଣୀ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତ ବ୍ୟକ୍ତି ଜଣକ ବ୍ରାହ୍ମଣୀ ଗାଁର ଯଦୁନାଥ ସୁନା (୭୦) ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ସୋମବାର ରାତିରେ ଯଦୁନାଥ ନିକଟସ୍ଥ ତେଲନଦୀକୁ ‌ଶୌଚ ପାଇଁ ଯାଇଥିଲେ ।
Read More...