ସାକ୍ଷୀ ଗୋପୀନାଥଙ୍କ ସୁନିଆଁ ଭେଟି ପର୍ବ ପାଳିତ
ସୁଆଣ୍ଡୋ : ପୁରୀ ଜିଲ୍ଲାର ବୈଷ୍ଣବ କ୍ଷେତ୍ର ଭାବେ ଜଣାଶୁଣା ସାକ୍ଷୀଗୋପଳ ମନ୍ଦିରରେ ଶ୍ରୀ ସାକ୍ଷୀ ଗୋପୀନାଥଙ୍କ ସୁନିଆଁ ପର୍ବ ବୁଧବାର ପାଳିତ ହୋଇଯାଇଛି । ଦୈନନ୍ଦିନ ଦେବନୀତି କରାଯିବା ପରେ ଅପରାହ୍ନରେ ମନ୍ଦିର ସିଂହଦ୍ୱାରକୁ ପୂର୍ଣ୍ଣକୁମ୍ଭ କଳସ, କଦଳୀ ଗଛ, ଆମ୍ବ ଡାଳ, ଫୁଲ ଇତ୍ୟାଦରେ!-->…
Read More...
Read More...