Browsing Tag

special article

ସେବା ସଂଗ୍ରାମର ପ୍ରତିଛବି ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ

ସବୁ ପିଢିକୁ ମାର୍ଗଦର୍ଶନ କରୁଥିବା ପ୍ରେରକ ଜୀବନଟିଏ ସୁଶାନ୍ତ କୁମାର ମିଶ୍ର ଚଳିତ ବର୍ଷ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ତାଙ୍କ “ମନକି ବାତ୍‌”ରେ ପାର୍ବତୀ ଗିରିଙ୍କୁ ମନେପକାଇ ମାଟି ମା'କୁ ସମ୍ମାନ ଦେଇଛନ୍ତି । ଜାତୀୟ
Read More...

ବଲାଙ୍ଗିର ଟେବୁଲ ଟେନିସ ଖେଳର ଇତିକଥା

ପ୍ରସ୍ତୁତି - କୃଷ୍ଣଚନ୍ଦ୍ର ମିଶ୍ର, ଓକିଲ ଟେବୁଲ ଟେନିସ ଏକ ଆନ୍ତର୍ଜାତିକ ଖେଳ ଏବଂ ଜାତୀୟ ସ୍ତରରେ ଏହାର ପରିଚାଳନା ଓ ପ୍ରସାର ଦାୟିତ୍ୱ ବହନ କରିଛନ୍ତି ଟେବୁଲ ଟେନିସ ଫେଡେରେସନ ଅଫ୍‌ ଇଣ୍ଡିଆ । ବିଭିନ୍ନ ରାଜ୍ୟସ୍ତରୀୟ ସଂଘ ଗୁଡିକ ନିଜ ନିଜ ରାଜ୍ୟରେ ଏହି ଖେଳର ଉନ୍ନତି ଓ ପ୍ରସାର
Read More...

ଅବିସ୍ମରଣୀୟ ଶିକ୍ଷକ ଓ ସଂଗଠକ ବିନାୟକ ଆଚାର୍ଯ୍ୟ ଏକ ଦୃଷ୍ଟିପାତ

କୈଳାସ ଚନ୍ଦ୍ର ଦାଶ ଆଦର୍ଶ ଛାତ୍ର, ଆଦର୍ଶ ଶିକ୍ଷକ, ବିଖ୍ୟାତ ସଂଗଠକ, ବାମପନ୍ଥୀ କର୍ମୀ, ବିଧାୟକ ଏବଂ ସର୍ବୋପରି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିନାୟକ ଆଚାର୍ଯ୍ୟଙ୍କ ଜୀବନ କାହାଣୀ ଆଜି ମଧ୍ୟ ଅନାଲୋଚିତ କିନ୍ତୁ ଓଡିଶାର ରାଜନୀତିକ ଇତିହାସରେ ତାଙ୍କର ଏକ ବନ୍ଦନୀୟ ଆସନ
Read More...

ଚିର ସ୍ମରଣୀୟ ବ୍ୟକ୍ତିତ୍ଵ ସ୍ଵନାମଧନ୍ୟ କୃଷ୍ଣଲୀଳା ଗୁରୁ ପଦ୍ମଶ୍ରୀ ଗୋପୀନାଥ ସ୍ୱାଇଁ

ବରିଷ୍ଠ ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ, ବ୍ରହ୍ମପୁର ଓଡ଼ିଶାର ସ୍ଵନାମଧନ୍ୟ କୃଷ୍ଣଲୀଳା ବିଶେଷଜ୍ଞ ତଥା ଲୋକକଳା ଗୁରୁ ପଦ୍ମଶ୍ରୀ ଗୋପୀନାଥ ସ୍ୱାଇଁଙ୍କ ଇତିମଧ୍ୟରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୭ ବର୍ଷ ବୟସ ହୋଇଥିଲା । ଚଳିତ ବର୍ଷ ପବିତ୍ର ବିଜୟା ଦଶମୀ ଦିନ
Read More...

ଆଜି ଆନ୍ତର୍ଜାତୀୟ ଅନୁବାଦ ଦିବସ

"ଆନ୍ତର୍ଜାତୀୟ ଅନୁବାଦ ଦିବସ" ପ୍ରତିବର୍ଷ ସେପ୍ଟେମ୍ବର ୩୦ ରେ ପାଳନ କରାଯାଏ । ଅନୁବାଦକମାନେ ହେଉଛନ୍ତି ସେହିମାନେ, ଯିଏ ବିଭିନ୍ନ ବିଶ୍ୱକୁ ଏକତ୍ର ବାନ୍ଧିଥାନ୍ତି । ଅନୁବାଦ କ୍ଷେତ୍ରରେ ଏକ ସାହିତ୍ୟିକ କୃତିର ଅନୁବାଦ, ବୃତ୍ତିଗତ ଅନୁବାଦ, ବ୍ୟାଖ୍ୟା ଏବଂ ଶବ୍ଦାବଳୀ ଇତ୍ୟାଦି
Read More...

ଘୋରଡିଆର ଦୟଣାଚୋରୀ ଯାତ୍ରା

ଦିଲ୍ଲୀପ କୁମାର ଧାଉଡିଆ ବାରମାସରେ ତେରଯାତ୍ରାର ଅପୂର୍ବ ସମାରୋହରେ ସୁସଜ୍ଜିତ ଓଡିଶାର ସଂସ୍କୃତି । ସେ ଠାକୁରାଣୀ ଯାତ୍ରା ହେଉ ଅଥବା ହରିରାଜପୁରର ମେଲଣ ହେଉ ନଥବା ଦୟଣାଚୋରୀ ଯାତ୍ରା ହେଉ ଓଡିଆ ସାମାଜିକ ଜୀବନର ସ୍ପଷ୍ଟ ଛବି ପ୍ରତିଫଳିତ ହୁଏ ବିଭିନ୍ନ ମେଳଣ ବା ଯାତ୍ରାରେ ଯାହାକି
Read More...

ସମନ୍ୱିତ ଶିଶୁ ବିକାଶ ଧାରାରେ ଆଲୋକିତ କରୁଥିବା ପ୍ରଭାସିନୀ ମିଶ୍ର ଆଉ ନାହାନ୍ତି

ଦ୍ଵାଦଶାହ ଉପଲକ୍ଷେ ଅବେଳାରେ ଏକ ସତେଜ ବୃକ୍ଷରୁ ଝଡି ଯାଇଥିବା ପତ୍ରଟିଏ ପରି ଆଜି ଝଡିଯାଇ ଆମ ଗହଣରୁ ବିଦାୟ ନେଇ ଚିରଦିନ ପାଇଁ ଆମକୁ ଶୋକ ସାଗରରେ ଭସାଇ ଏକ ଅଫେରା ବାଟକୁ ଆପଣେଇ ନେଇଛନ୍ତି ଆମ ସମସ୍ତଙ୍କ ଆଦରର ଭଉଣୀ ସ୍ୱର୍ଗତ ପ୍ରଭାସିନୀ ମିଶ୍ର । ଯିଏକି ତାଙ୍କର କର୍ମକ୍ଷେତ୍ରରେ
Read More...

ଚାରି ଦଶନ୍ଧି ଧରି ପ୍ରତାରଣାର ଶିକାର, ଓଡ଼ିଶାର ସାମ୍ବାଦିକମାନଙ୍କୁ
ପେନସନ୍‌ ଓ ସୁରକ୍ଷା ପ୍ରତିଶ୍ରୁତି ପାଣିରେ ଗାର

ରବି ରଥ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଦୀର୍ଘବର୍ଷ ଧରି ରାଜ୍ୟର ସାମ୍ବାଦିକମାନେ ଅବହେଳିତ, ଉପେକ୍ଷିତ ଓ ନିର୍ଯ୍ୟାତିତ ହୋଇ ଆସୁଛନ୍ତି । ବିଭିନ୍ନ ସମୟରେ ସାମ୍ବାଦିକମାନଙ୍କ ପକ୍ଷରୁ ବିଭିନ୍ନ ସାମ୍ବାଦିକ ସଂଘ ଦ୍ୱାରା ସମସ୍ୟାର ସମାଧାନ ଲାଗି ବିଭିନ୍ନ ମଞ୍ଚରେ ସରକାରଙ୍କ ଦୃଷ୍ଟି
Read More...

ଆମ ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନବାଚୀ

ଆଶୁତୋଷ ନାୟକ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଆମ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି କିନ୍ତୁ କୋଟି କୋଟି ଟଙ୍କା ଯୋଜନା ନାମରେ ହରିଲୁଟ କରୁଛନ୍ତି ଆମ ସମାଜର ବଡ଼ପଣ୍ଡା ବୋଲାଉଥିବା ନେତା, ମନ୍ତ୍ରୀ, ଅଫିସର । ରାଜନେତାଙ୍କ ଛତ୍ରଛାୟା ତଳେ ବଡ଼ବାବୁ, ଆଇଏସ୍‌ ଅଫିସର ମାନେ କୋଟି କୋଟି
Read More...

ବଞ୍ଚି ରହିବା ପାଇଁ ଜୀବନ ସଂଗ୍ରାମ

ଆଶୁତୋଷ ନାୟକ ସୃଷ୍ଟିର ଆରମ୍ଭରୁ ଏହା ପ୍ରମାଣିତ ଯେ ପ୍ରକୃତି ବିଜ୍ଞାନ ଠାରୁ ବଳଶାଳୀ । ମଣିଷ ନିଜର ସମସ୍ତ ସାମର୍ଥ୍ୟ ପ୍ରୟୋଗ କରି ମଧ୍ୟ ପ୍ରକୃତି ଉପରେ ନିଜର ଆଧିପତ୍ୟ ବିସ୍ତାର କରିବା ଅସମ୍ଭବ । ଯେଉଁ ମନୁଷ୍ୟ ମାନେ ଭଗବାନଙ୍କର ଅସ୍ତିତ୍ୱ ଉପରେ ସର୍ବଦା ପ୍ରଶ୍ନବାଚୀ ସୃଷ୍ଟି କରନ୍ତି
Read More...