ସ୍କୁଲ ସାମ୍ନାରେ ଛାତ୍ରଙ୍କୁ ଧକ୍କା ଦେଲା କାର : ୧ ମୃତ, ୧ ଆହତ ଓ ୨ ଗୁରୁତର
ସୋନପୁର : ସୋନପୁର ବ୍ଲକ ସରଧାପାଲି ଉଚ୍ଚ ପ୍ରଥମିକ ବିଦ୍ୟାଳୟ ସମୁଖରେ ଏକ କାର୍ ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ଏହି ଦୁର୍ଘଟଣା ଫଳରେ ଦୁଇ ଜଣ ଛାତ୍ର ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ସୋନପୁର ଡାକ୍ତରଖାନାରେ!-->…
Read More...
Read More...