Browsing Tag

sibatala news

ଶିବତଲା ପ୍ରିମିୟମ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ-୨୦୨୩ ଉଦ୍‌ଯାପିତ

ଶିବତଲା, (କେପିଏନ୍‌ଏସ୍‌) : ଶିବତଲା ମିନି ଷ୍ଟାଡିୟମରେ ଶିବତଲା ପ୍ରିମିୟମ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ-୨୦୨୩ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ମାଇଷ୍ଟିକ ମୁଷ୍ଟାଙ୍ଗସ ବନାମ ଜୟ ଭୋଲେ ଇଲେଭେନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ମାଇଷ୍ଟିକ ମୁଷ୍ଟାଙ୍ଗସ ଦଳ ୮ ଉଇକେଟରେ ବିଜୟୀ
Read More...

ସେବା ଶାନ୍ତି ସଂଗଠନର ନବବର୍ଷ ପାଳନ

ଶିବତଲା, (କେପିଏନ୍‌ଏସ୍‌) : ଶିବତଲାର ସେବା ଶାନ୍ତି ସଂଗଠନ ଦ୍ୱାରା ନିଆରା ଢଂଗରେ ନବବର୍ଷ ୨୦୨୩ ପାଳନ କରାଯାଇଛି । ଶିବତଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସଫେଇ କରିବା ସହ ନୂତନ ଚାରା ରୋପଣ କରାଯାଇଛି । ପୂର୍ବରୁ ମଧ୍ୟ ହରଗୌରୀ ସୌନ୍ଦର୍ଯ୍ୟକରଣ କମିଟି ମାଧ୍ୟମରେ ଉକ୍ତ
Read More...

ଶିବତଲାରେ ଆଂଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ

ଶିବତଲା, (କେପିଏନ୍‌ଏସ୍‌) : ଶିବତଲା ଆଂଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହୋଲିଶ୍ଵର ଧରୁଆଙ୍କ ସଂଯୋଜନାରେ ଶିବତଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାିଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...

ଶିବତଲା ରାମଜୀ ଛକର ୧୫ତମ ନୂଆଁଖାଇ ଭେଟ୍‌ଘାଟ୍

ଶିବତଲା, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା କୃଷିଭିତ୍ତିକ ପର୍ବ ନୂଆଁଖାଇ ଅବସରରେ ଶିବତଲା ରାମଜୀ ଛକ ନୂଆଁଖାଇ ଭେଟ୍‌ଘାଟ୍ କମିଟି ଦ୍ୱାରା ୧୫ତମ ନୂଆଁଖାଇ ଭେଟ୍‌ଘାଟ୍ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଶିବତଲା ଗ୍ରାମ ପଂଚାୟତ ସରପଂଚ ଶ୍ରୀମତୀ ଶୂଭଶାନ୍ତି ମାଝୀ ମୁଖ୍ୟ ଅତିଥି,
Read More...

ହରଗୌରୀ ସୌନ୍ଦର୍ଯ୍ୟକରଣ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଅମୃତ ମହୋତ୍ସବ ପାଳନ

ଶିବତଲା, (କେପିଏନ୍‌ଏସ୍‌) : ଭାରତର ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଶିବତଲା ହରଗୌରୀ ସୌନ୍ଦର୍ଯ୍ୟକରଣ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ମହାସମାରୋହରେ ଶିବତଲା ମୁଖ୍ୟ ବସଷ୍ଟାଣ୍ଡ ସ୍ଥିତ ଶହିଦ୍ କିଶୋର ମଲ୍ଲିକ ସମାଧି ପୀଠ ପରିସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି ।
Read More...

ହରଗୌରୀ ସୌନ୍ଦର୍ଯ୍ୟକରଣ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ସମ୍ବଲପୁରୀ ଦିନ ପାଳିତ

ଶିବତଲା, (କେପିଏନ୍‌ଏସ୍‌) : ଶିବତଲା ହରଗୌରୀ ସୌନ୍ଦର୍ଯ୍ୟକରଣ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସମ୍ବଲପୁରୀ ଦିନ ପାଳିତ ହୋଇଯାଇଛି । ଏହି ଅବସରରେ ସମ୍ବଲପୁରୀ ସଂସ୍କୃତି, ଭାଷା, ଖାଦ୍ୟ, ପୋଷାକକୁ ଜୀବିତ ରଖିବା ପାଇଁ ଏହା ଏକ ପ୍ରୟାସ ବୋଲି ମତ ପ୍ରକାଶ ପାଇଥିଲା । ଛୋଟ ଛୋଟ ଶିଶୁ, ସ୍ଥାନୀୟ
Read More...

ହରଗୌରୀ ସୌନ୍ଦର୍ଯ୍ୟକରଣ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ସମ୍ବଲପୁରୀ ଦିନ ପାଳିତ

ଶିବତଲା, (କେପିଏନ୍‌ଏସ୍‌) : ଶିବତଲା ହରଗୌରୀ ସୌନ୍ଦର୍ଯ୍ୟକରଣ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସମ୍ବଲପୁରୀ ଦିନ ପାଳିତ ହୋଇଯାଇଛି । ଏହି ଅବସରରେ ସମ୍ବଲପୁରୀ ସଂସ୍କୃତି, ଭାଷା, ଖାଦ୍ୟ, ପୋଷାକକୁ ଜୀବିତ ରଖିବା ପାଇଁ ଏହା ଏକ ପ୍ରୟାସ ବୋଲି ମତ ପ୍ରକାଶ ପାଇଥିଲା । ଛୋଟ ଛୋଟ ଶିଶୁ, ସ୍ଥାନୀୟ
Read More...